ଜାତୀୟ

ଜୁଲାଇ ୧୭ରେ ଭାରତ-ଚାଇନା ସେନା କମାଣ୍ଡରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୧୩।୭: ପୂର୍ବ ଲଦାଖ ନିକଟବର୍ତ୍ତୀ ଏଲଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଜୁଲାଇ ୧୭ରେ ଦୁଇ ଦେଶର ସେନା କମାଣ୍ଡରମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ଏଲଏସର ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ୧୬ତମ...

‘ମୋ ନାଁରେ କରାଯାଉଛି ଅପପ୍ରଚାର’

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କୁ ନେଇ ପାକିସ୍ତାନୀ ଖବରଦାତା ନୁସରତ ମିର୍ଜା କରିଥିବା ଦାବି ଭାରତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏନେଇ ବୁଧବାର ଅନସାରୀ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ କେବେ ଡାକିଥିଲି...

ଗାଈ ସେବାରେ ମଗ୍ନ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୩।୭: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋ’ ସେବା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ବୁଧବାର ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିରର ଗୋଶାଳାରେ ପହଞ୍ଚିଥିଲେ। ସେଠାରେ ଥିବା ଗାଈମାନଙ୍କୁ ଗୁଡ ଖୁଆଇଥିଲେ। ଏହାପରେ ଗୋଶାଳାର ଅନ୍ୟ ଭାଗରେ ଏକୁଟିଆ ଗାଈ...

ଇଣ୍ଡିଗୋ ପରେ ଏବେ ଆଉ ଏକ ବିମାନର କର୍ମଚାରୀ ସାମୂହିକ ଛୁଟିରେ

ନୂଆଦିଲ୍ଲୀ,୧୩ା୭: ବିମାନ କମ୍ପାନୀଗୁଡିକର ଆୟ ହ୍ରାସ ହେତୁ ୨ ବର୍ଷ ପୂର୍ବେ କର୍ମଚାରୀଙ୍କ ବେତନ ହ୍ରାସର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି। ଅନେକ କମ୍ପାନୀର କର୍ମଚାରୀମାନେ ଏଥିରେ ଅସନ୍ତୁଷ୍ଟ ଏବଂ ଦରମା ବୃଦ୍ଧି କରିବାକୁ ଦାବି କରୁଛନ୍ତି। ଏଥିପାଇଁ ସେମାନେ ବିଭିନ୍ନ...

ସରକାରଙ୍କ ବଡ଼ ଘୋଷଣା: ଜୁଲାଇ ୧୫ରୁ ମାଗଣା ବୁଷ୍ଟର୍‌ ଡୋଜ୍‌

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମଧ୍ୟରେ ବୁଧବାର ମୋଦି କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ୧୮-୫୯ ବର୍ଷ ବୟସର ଲୋକଙ୍କୁ କୋଭିଡ ବୁଷ୍ଟର ଟିକା ମାଗଣାରେ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର...

ଶିବସେନା ଭାଙ୍ଗିବାରେ ପଓ୍ବାରଙ୍କ ହାତ, ନୂଆ ଅଭିଯୋଗ…

ମୁମ୍ବାଇ, ୧୩।୭ : ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏକନାଥ ଶିନ୍ଦେଙ୍କ ଦଳର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ଶିବସେନା ଭାଙ୍ଗିବା ପଛରେ...

ଦ୍ରୌପଦୀଙ୍କୁ ନେଇ ଭାଜପା-କଂଗ୍ରେସ କାଦୁଆ ଫିଙ୍ଗା…

ନୂଆଦିଲ୍ଲୀ, ୧୩।୭ :କଂଗ୍ରେସ ନେତା ତଥା ମୁଖପାତ୍ର ଅଜୟ କୁମାର ଏକ ବିବାଦ ଆରମ୍ଭ କରି କହିଛନ୍ତି ଯେ, ‘ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦ୍ରୀ ମୁର୍ମୁ ଭାରତର ଏକ ଖରାପ ଦର୍ଶନର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ...

ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ ବିରୋଧରେ ଭାଜପାର ଅଭିଯୋଗ, ପାକିସ୍ତାନକୁ ଦେଇଛନ୍ତି ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୧୩।୭ : ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ତଥ୍ୟ ପ୍ରକାଶ ପରେ ଭାଜପା ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ପ୍ରଶ୍ନ କରିଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ନୁସରତ ମିର୍ଜା ପ୍ରକାଶ...

ରାମସେତୁକୁ ଐତିହାସିକ ମାନ୍ୟତା, ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ରାମ ସେତୁକୁ ଏକ ଐତିହାସିକ ସ୍ମାରକୀର ମାନ୍ୟତା ଦେବାକୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ଶୁଣାଣି କରିବାକୁ ପ୍ରସ୍ତୁତ ଅଛନ୍ତି। ଜୁଲାଇ ୨୬ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଭାଜପା ସଦସ୍ୟ...

ଜୁଲାଇ ୧୬ରେ ଭାଜପା ଏମ୍‌ପିଙ୍କ ରାତ୍ରିଭୋଜନ…

ନୂଆଦିଲ୍ଲୀ, ୧୩।୭ : ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଭାଜପା ବର୍ତ୍ତମାନ ଶେଷ ରାଉଣ୍ଡ ପ୍ରସ୍ତୁତି ଉପରେ ଧ୍ୟାନ ଦେଉଛି। ଏଥିପାଇଁ ସମସ୍ତ ଭାଜପା ଏମ୍‌ପିଙ୍କୁ ଜୁଲାଇ ୧୬ରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ...

ହିଜାବ ଶୁଣାଣି କରିବେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୩।୭ : ଆସନ୍ତା ସପ୍ତାହରେ କର୍ନାଟକ ହିଜାବ ନିଷେଧ ମାମଲାର ଶୂଣାଣି ସୁପ୍ରିମକୋର୍ଟ କରିବେ। ପ୍ରଧାନ ବିଚାରପତି ଏନଭି ରମନା କହିଛନ୍ତି ଯେ ଉପଯୁକ୍ତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହେବ। ପ୍ରକୃତରେ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା...

ଟାର୍ଗେଟ ବୁଲ୍‌ଡୋଜର ମାମଲା, ସୁପ୍ରିମ୍‌କୋର୍ଟରେ ଜବାବ ଦାଖଲ କଲେ ଉତ୍ତରପ୍ରଦେଶ ସରକାର…

ନୂଆଦିଲ୍ଲୀ, ୧୩।୭ : ଉତ୍ତରପ୍ରଦେଶରେ ହୋଇଥିବା ବୁଲ୍‌ଡୋଜର ମାମଲାରେ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେବାକୁ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ରେ କରିବାକୁ ତାରିଖ ସ୍ଥିର କରିଛନ୍ତି। ଜମିୟତ୍‌-ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ଏନେଇ ଉତ୍ତରପ୍ରଦେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri