ଜାତୀୟ

ଜୁଲାଇ ୧୫ରେ ଅଗ୍ନିପଥ ଯୋଜନାର ଶୁଣାଣି…

ନୂଆଦିଲ୍ଲୀ, ୧୩।୭ : ସେନାରେ ନିଯୁକ୍ତି ପାଇଁ ନୂତନ ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ସ୍ଥିର କରିଛନ୍ତି। ଜୁଲାଇ ୧୫ ଏହି ଆବେଦନଗୁଡ଼ିକର ଶୁଣାଣି କରିବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଜଷ୍ଟିସ...

କାଶୀ ବିଶ୍ୱନାଥଙ୍କ ଦର୍ଶନ-ପୂଜନ ଏବେ ମହଙ୍ଗା…

ବାରାଣସୀ, ୧୩।୭ : ଶ୍ରାବଣରେ କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ-ପୂଜା ମହଙ୍ଗା ହୋଇଛି। ସୋମବାରମଙ୍ଗଳ ଆରତୀଙ୍କ ଫି ୧୫୦୦ ରୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଶ୍ୱନାଥ ମନ୍ଦିର ପ୍ରଶାସନ ଆରତୀ ଏବଂ ଦର୍ଶନ-ପୂଜା ପାଇଁ ଦେୟ ହାରର...

ମିଶନ ତେଲେଙ୍ଗାନା, ପଲ୍ଲେ ଗୋସା-ଭାଜପା ଭରସା ଅଭିଯାନ ଜୁଲାଇ ୨୧ରେ …

ହାଇଦ୍ରାବାଦ, ୧୩।୭ : ଭାଜପା ପକ୍ଷରୁ ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଇଛି। ୨୦୨୩ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଭାଜପା ଏକ ରୋଡମ୍ୟାପ ପ୍ରସ୍ତୁତ କରିଥିବା...

ଗୁଲାମ ନବୀ ନେବେ ସ୍ବାଧୀନ ନିଷ୍ପତ୍ତି, କଂଗ୍ରେସ ପକ୍ଷରୁ ଗୁରୁଦାୟିତ୍ୱ ପ୍ରଦାନ ଯୋଜନା…

ନୂଆଦିଲ୍ଲୀ, ୧୩।୭ : କଂଗ୍ରେସ ପକ୍ଷରୁ ପୁଣି ଥରେ ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ନେତା ଗୁଲାମ ନବୀ ଆଜାଦଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆଣିବାର ଯୋଜନା କରାଯାଉଛି। ଗତ ସପ୍ତାହରେ ଜମ୍ମୁ -କଶ୍ମୀର ରାଜ୍ୟ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର...

ଜନସଂଖ୍ୟା ସମସ୍ୟା କୌଣସି ଧର୍ମର ନୁହେଁ, ଏହା ସମଗ୍ର ଦେଶର…

ନୂଆଦିଲ୍ଲୀ, ୧୩।୭ : ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ବିସ୍ଫୋରଣ ବିଷୟରେ କହିଥିଲେ ଯେ ଏହା ଘଟିବା ଉଚିତ ନୁହେଁ। ତେବେ କୌଣସି ଏକ ବର୍ଗର ଜନସଂଖ୍ୟା ପ୍ରତିଶତ ବୃଦ୍ଧି ପାଉଛି। ତାଙ୍କର ଏହି ବିବୃତ୍ତିରେ ଅନେକ ନେତା ମଧ୍ୟ...

ମନୁଷ୍ୟ ଶରୀରରେ ଘୁଷୁରି ହାର୍ଟ

ନ୍ୟୁୟର୍କ,୧୩।୭: ମାନବ ଅଙ୍ଗର ଅଭାବକୁ ଦୂର କରିବା ପାଇଁ ଘୁଷୁରି ଅଙ୍ଗ ବ୍ୟବହାର କରିବାର ଲକ୍ଷ୍ୟ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ନ୍ୟୁୟର୍କ ୟୁନିଭର୍ସିଟି। ନ୍ୟୁୟର୍କ ୟୁନିଭର୍ସିଟିର ସର୍ଜନମାନେ ଜେନେଟିକ ପ୍ରଜନିତ ଘୁଷୁରୀର ହୃଦୟକୁ ଦୁଇ ଜଣ...

ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ରାଷ୍ଟ୍ରପତି ନିର୍ବାଚନ, ବିମାନରେ ଯାଉଛି ମିଷ୍ଟର ବାଲଟ ବକ୍ସ…

ନୂଆଦିଲ୍ଲୀ,୧୩।୭ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସଗୁଡ଼ିକ ବିମାନ ଦ୍ୱାରା ବିଭିନ୍ନ ରାଜ୍ୟକୁ ଯାତ୍ରୀ ଭାବରେ ପଠାଯାଉଛି। ବିମାନରେ ଏଥି ପାଇଁ ମିଷ୍ଟର ବାଲଟ ବକ୍ସ ନାମରେ ଟିକେଟ ବୁକ କରାଯାଉଛି ଏବଂ ଏହାକୁ ଇଂରାଜୀ ଉଚ୍ଚାରଣ ହି...

ବିଦେଶ ଗସ୍ତରେ ରାହୁଲ

ନୂଆଦିଲ୍ଲୀ,୧୩।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ବିଦେଶ ଗସ୍ତରେ ଯାଇଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଓ ମୌସୁମୀ ଅଧିବେଶନ ହେବାକୁ ଥିବା ବେଳେ ରବିବାର ସେ ଫେରିଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ ରାହୁଲଙ୍କ...

ଓଜନ କମାଅ

ପାଟନା,୧୩ା୭: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କୁ ଓଜନ କମାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ମୋଦି ବିହାର ଆସେମ୍ବ୍ଲିରେ ଶତାବ୍ଦୀ ସ୍ମୃତିସ୍ତମ୍ଭ ଉଦ୍‌ଘାଟନି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତେଜସ୍ବୀ ମଧ୍ୟ ସେଠାରେ...

ଭୋଟ ଦେବେ ୪୪% ଅଭିଯୁକ୍ତ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ, ୧୩ା୭: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ବିଧାୟକ ଓ ଏମ୍‌ପିଙ୍କ ମଧ୍ୟର ୪୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମୋଟ ୧୦,୭୪,୩୬୪ ଭୋଟର...

ଶ୍ରୀଲଙ୍କା ପରେ କାହା ପାଳି

କଲମ୍ବୋ/ନୂଆଦିଲ୍ଲୀ,୧୩ା୭: ଶ୍ରୀଲଙ୍କାରେ ନେତୃତ୍ୱ ଅନିଶ୍ଚିତତା ଦୂର ହୋଇନାହିଁ। ମେ’ ୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ବିତାଡ଼ିତ କରିବାର ଠିକ୍‌ ୨ ମାସ ପରେ ଶ୍ରୀଲଙ୍କାବାସୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲା। ତତ୍କାଳ ପରିଣାମ ଚାହୁଁଥିବା ବିକ୍ଷୋଭକାରୀ ଜୁଲାଇ ୯ରୁ ଦୁଇ ଶତାବ୍ଦୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri