ଜାତୀୟ

ଜାତୀୟ ପ୍ରତୀକକୁ ବିକୃତ କରିଛି କେନ୍ଦ୍ର: ବିରୋଧୀ

ନୂଆଦିଲ୍ଲୀ, ୧୩।୭: ନୂଆ ପାର୍ଲାମେଣ୍ଟ ଭବନ ଛାତ ଉପରେ ତିଆରି ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସିଂହକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ତେବେ ଉକ୍ତ ନବନିର୍ମିତ ସିଂହକୁ ନେଇ ବିବାଦ ଦେଖାଦେଇଛି। ଅଶୋକ ସ୍ତମ୍ଭରେ...

ପିଏମ୍‌ କେୟାର୍ସ ଫଣ୍ଡ ନେଇ ଏକ ପୃଷ୍ଠାର ସତ୍ୟପାଠ ଦାଖଲ, ତାଗିଦ୍‌ କଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୨।୭ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଭାରତର ସମ୍ବିଧାନର ଧାରା ୧୨ ଅନୁଯାୟୀ ପିଏମ୍‌ କେୟାର୍ସ ଫଣ୍ଡକୁ ଦ ଷ୍ଟେଟ୍‌ ଘୋଷଣା କରିବାକୁ ଏକ ଆବେଦନ ଉପରେ ଗୋଟିଏ ପୃଷ୍ଠାର ସତ୍ୟପାଠ ଦାଖଲ କରିବାକୁ ନେଇ କେନ୍ଦ୍ରକୁ ତାଗିଦ୍‌...

ରାଜ୍ୟ ସରକାରଙ୍କୁ ଭାଙ୍ଗି ଲୋକତନ୍ତ୍ର ଉପରେ ଆକ୍ରମଣ କରୁଛି ଭାଜପା, କହିଲେ ପଓ୍ବାର…

ମୁମ୍ବାଇ, ୧୨।୭ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପୱାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବହୁ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଉଛି। ଲୋକମାନେ କ୍ଷମତାରେ ଥିବା ଲୋକମାନଙ୍କୁ ସେମାନଙ୍କ ଭଳି...

ଏମଭିଏରେ ଫାଟ !…

ମୁମ୍ବାଇ, ୧୨।୭ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ବିଧାୟକ ଦଳର ସମର୍ଥିତ ନେତା ଏକନାଥ ଶିନ୍ଦେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ତାଙ୍କ ଦଳ ଏନଡିଏର ପ୍ରାର୍ଥୀ...

ମୌସୁମୀ ଅଧିବେଶନ ପୂର୍ବରୁ ଜୁଲାଇ ୧୭ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୨।୭: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଜୁଲାଇ ୧୭ରେ ସକାଳ ୧୧ଟାରେ ଏକ ସର୍ବଦଳୀୟ ବୈଠକ ବସିବ। ମଙ୍ଗଳବାର ଏନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ...

ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ଉଦ୍ଧବ

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏନେଇ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଉଦ୍ଧବ ଶିବସେନା ପକ୍ଷରୁ ସମର୍ଥନର ଘୋଷଣା କରିଛନ୍ତି। ସେ କହିଛନ୍ତି,...

ଦ୍ରୌପଦୀଙ୍କୁ ସମର୍ଥନ ଦେବେ ଶିନ୍ଦେଙ୍କ ସମର୍ଥକ

ମୁମ୍ବାଇ,୧୨।୭: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମ୍ପୂର୍ଣ୍ଣ ସମର୍ଥନ କରିବ। ଏନେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଘୋଷଣା କରିଛନ୍ତି। ସେ କହିଛନ୍ତି,...

ଶ୍ରୀଲଙ୍କାଙ୍କୁ ୪୪ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ପଠାଇଲା ଭାରତ

ନୂଆଦିଲ୍ଲୀ,୧୨।୭: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଆର୍ଥିକ ସଙ୍କଟ ଯୋଗୁ ଦରଦାମ୍‌ ବୃଦ୍ଧି ପାଇବା ସହ ଘୋର ଅଭାବର ଶୀକାର ହେଉଛନ୍ତି ଦେଶବାସୀ। ଫଳରେ ମାନବିକତା ଦୃଷ୍ଟିରୁ ଭାରତ ଲଗାତର ଭାବେ ଶ୍ରୀଲଙ୍କାକୁ ସାହାଯ୍ୟର ହାତ...

ମୋଦିଙ୍କ କଟାକ୍ଷ, ମାଗଣା ବିଦ୍ୟୁତ୍‌ ପ୍ରତିଶ୍ରୁତିରେ ଶର୍ଟ ସର୍କିଟ ହେବା ନିଶ୍ଚିତ…

ରାଞ୍ଚି, ୧୨।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡଖଣ୍ଡକୁ ବିମାନବନ୍ଦର, ଏଆଇଏମଏସ ସମେତ ୧୬୮ ଶହ କୋଟି ଟଙ୍କା ମୂଲ୍ୟର ଅନେକ ଯୋଜନାର ଉପହାର ପ୍ରଦାନ କରିଛନ୍ତି। ବାବା ବୈଦ୍ୟନାଥଙ୍କୁ ପ୍ରାର୍ଥନା କରିବା ପରେ ସାଧାରଣ ସଭାରେ ସମ୍ବୋଧିତ...

ହିମାଚଳପ୍ରଦେଶ-ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପର୍ଯ୍ୟବେକ୍ଷକ ନିଯୁକ୍ତ

ନୂଆଦିଲ୍ଲୀ,୧୨।୭: ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି। ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଙ୍ଗଳବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୁଜରାଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।...

ଅନୁକମ୍ପାମୂଳକ ନିଯୁକ୍ତି ନୀତିରେ ପରିବର୍ତ୍ତନ, ଚିକିତ୍ସା ପାଇଁ ଅବସର ନେଇଥିବା କର୍ମଚାରୀଙ୍କ ପରିଜନଙ୍କୁ ନିଯୁକ୍ତି…

ନୂଆଦିଲ୍ଲୀ, ୧୨।୭ : ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନୀତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସେବା ସମୟରେ ମୃତ୍ୟୁ ଘଟୁଥିବା ଏବଂ ମେଡିକାଲ ଆଧାରରେ ଚିକିତ୍ସା ପାଇଁ ଅବସର ନେଉଥିବା କର୍ମଚାରୀଙ୍କ ପରିଜନମାନେ ମଧ୍ୟ...

ତିସ୍ତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀର ବିରୋଧ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ, ୧୯୦ ଅବସରପ୍ରାପ୍ତ ବିଚାରପତିଙ୍କ ମତ…

ନୂଆଦିଲ୍ଲୀ, ୧୨।୭ : ଗୁଜୁରାଟ ଦଙ୍ଗା ସମ୍ପର୍କରେ ମିଥ୍ୟା ପ୍ରମାଣ ତିଆରି କରାଯାଇ ଗିରଫ କରାଯାଇଥିବା ଅଭିଯୋଗରେ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେଟାଲଭାଡଙ୍କୁ ଉଦ୍ଧାର କରିବାକୁ ଆସିଥିବା ନାଗରିକ ସମାଜର କିଛି ଲୋକଙ୍କ ବିରୋଧରେ ୧୯୦ ଜଣ ପୂର୍ବତନ ବିଚାରପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri