ଜାତୀୟ

ଗୋଆରେ ଅପରେଶନ ଲୋଟସ୍‌ ଫେଲ୍‌, କଂଗ୍ରେସ ମୁହଁ ଖୋଲିଲା…

ପଣଜୀ, ୧୨।୭ : ଗୋଆରେ କଂଗ୍ରେସ ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଭାଜପାର ଅପରେଶନ ଲୋଟସ ଫେଲ୍‌ ହୋଇଥିବା କଂଗ୍ରେସ କହିଛି। କଂଗ୍ରେସ ଦଳ ଏହାର ବିଧାୟକଙ୍କ ଅସନ୍ତୋଷ ଦୂର କରିବାରେ ପ୍ରାୟ ସଫଳ ହୋଇଥିବ ଜଣାପଡିଛି। ବାସ୍ତବରେ ବିଦ୍ରୋହର...

ଜୁଲାଇ ୧୬ରେ ଭାଜପାର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୨ ।୭: ଜୁଲାଇ ୧୬ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ ହେବାକୁ ଯାଉଛି । ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହୁରି ବି କୁହାଯାଉଛି କି ଏଥିରେ...

୩୫୦ କୋଟିର ହେରୋଇନ ଜବତ…

ଅହମଦାବାଦ, ୧୨।୭ : ଗୁଜୁରାଟର ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ)କୁ ଏକ ବଡ଼ ସଫଳତା ମିଳିଛି। କୁଚ ଜିଲାର ମୁନ୍ଦ୍ରା ବନ୍ଦର ନିକଟରେ ଥିବା ଏକ କଣ୍ଟେରନରରୁ ପ୍ରାୟ ୭୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର...

୧୦କିଲୋମିଟର ରୋଡ ଶୋ’ କରି ବୈଦନାଥ ଧାମରେ ପହଞ୍ଚିଲେ ମୋଦି

ରାଞ୍ଚି,୧୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତ କରିଛନ୍ତି। ଦେଓଘର ପହଞ୍ଚିବା ପରେ ସେଠାରେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦର ଓ ଅନ୍ୟ ବିକାଶମୂଳକ ଯୋଜନାଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି। ଏଥିସହ ୧୬ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ...

ପୁଣି ଆତଙ୍କ ଘନେଇଲା, ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କଲେ ‘ଦ ଗ୍ରେଟ୍‌ ଖଲି’

ନୂଆଦିଲ୍ଲୀ,୧୨।୭: ଡବ୍ଲ୍ୟୁଡବ୍ଲ୍ୟୁଇର ପୂର୍ବତନ ଚାମ୍ପିଅନ୍‌ ‘ଦି ଗ୍ରେଟ ଖଲି’ ଅର୍ଥାତ ଦଲିପ ସିଂ ରାଣା ବିବାଦରେ ଛନ୍ଦି ହୋଇପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ ଝଗଡା କରୁଥିବା...

ପ୍ରବଳ ବର୍ଷା: ଦିଲ୍ଲୀ ଏନ୍‌ସିଆର୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୨।୭: ମଙ୍ଗଳବାର ସକାଳେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦିଲ୍ଲୀକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରି...

ଦ୍ରୌପଦୀଙ୍କ ସପକ୍ଷରେ ଯିବା ଅର୍ଥ ନୁହେଁ ଭାଜପାକୁ ସମର୍ଥନ କରିବା: ସଞ୍ଜୟ

ମୁମ୍ବାଇ,୧୨ ।୭: ଶିବସେନାରେ ତୁତୁ ମେମେ ଜାରି ରହିଛି । ଗୋଟିଏ ପଟେ ଦଳର ୪୦ ବିଧାୟକ ପ୍ରଥମେ ଅଲଗା ହୋଇଯାଇଥିବା ବେଳେ ଏବେ ଶିବସେନା ଏମ୍‌ପିମାନେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଉଛନ୍ତି ।...

ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’

କୋଲକତା,୧୨।୭: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ତେବେ ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା। ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ...

୨୦୨୩ରେ କାର୍ଯ୍ୟକ୍ଷମ ହେବ ଦ୍ୱାରକା ଏକ୍ସପ୍ରେସ୍‌ଓ୍ବେ: ୨୯ କି.ମି ପାଇଁ ଖର୍ଚ୍ଚ ହୋଇଛି ୯ ହଜାର କୋଟି

ନୂଆଦିଲ୍ଲୀ,୧୨ା୭: ୨୦୨୩ରୁ କାର୍ଯ୍ୟକାରୀ ହେବ ଦ୍ୱାରକା ଏକ୍ସପ୍ରେସ୍‌ ଓ୍ବେ। ଏନେଇ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଏକ୍ସପ୍ରେସ୍‌ ଓ୍ବେକୁ ନର୍ଦନ ପେରିଫେରାଲ ରୋଡ୍‌ (ଏନ୍‌ପିଆର୍‌) ମଧ୍ୟ କୁହାଯାଏ। ତେବେ ଏହା ଦେଶର ପ୍ରଥମଏଲିଭେଟେଡ୍‌...

ଏମ୍ସରେ ଲାଲୁଙ୍କୁ ଭଗବତ ଗୀତା ପାଠ କରିବାକୁ ମିଳୁନି ଅନୁମତି, ପୁଅ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୨।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବାକୁ ଅନୁମତି ଦିଆଯାଉ ନ ଥିବା ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ...

ଶେଷରେ ମୁଣ୍ଡ ନୁଆଁଇବେ ଉଦ୍ଧବ ଠାକ୍‌ରେ!

ମୁମ୍ବାଇ,୧୨।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆପାତତଃ ରାଜି ହୋଇଛନ୍ତି। ଦଳର ଏମ୍‌ପିଙ୍କ ସହ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏନେଇ ଶିବସେନା ପକ୍ଷରୁ କୌଣସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri