ଜାତୀୟ

ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

ଥିରୁଭାନନ୍ତପୁରମ୍‌,୧୨।୭: କେରଳର କନ୍ନୁର ଜିଲାର ପାୟାନ୍ନୁରରେ ଥିବା ଆରଏସଏସ କାର୍ଯ୍ୟାଳୟରେ ଉପରେ ବୋମା ମାଡ଼ କରାଯାଇଛି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିବା ପାୟାନ୍ନୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୋମା ମାଡ଼ରେ ବିଲ୍ଡିଂର ଝରକା କାଚ ଭାଙ୍ଗି ଯାଇଛି।...

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୬୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦ଜଣଙ୍କର ମୃତ୍ୟୁ ଘଟିଛି। ନୂତନ...

କାଳୀ ବିବାଦ: ମାନିମେକଲାଇଙ୍କୁ କୋର୍ଟ ସମନ, ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୨ା୭: କାନାଡାରେ ଫିଲ୍ମ ‘କାଳୀ’ ପୋଷ୍ଟର ପ୍ରଦର୍ଶନକୁ ନେଇ ବିବାଦୀୟ ଦେଖାଦେଇଛି। ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲିନା ମାନିମେକଲାଇ ଓ ଅନ୍ୟମାନଙ୍କୁ ଦିଲ୍ଲୀର ଏକ କୋର୍ଟ ସମନ ଜାରି କରିଛନ୍ତି। ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍‌...

ଦେଶର ଅଧିକାଂଶ ରାଜ୍ୟରେ ପ୍ରଳୟ୍‌ଙ୍କରୀ ବର୍ଷା, ମହାରାଷ୍ଟ୍ରରେ ୮୩, ଗୁଜରାଟରେ ୬୩ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୨ ।୭: ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମହାରାଷ୍ଟ୍ର, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ନାଟକରେ ସ୍ଥିତି ସଙ୍ଗିନ ହୋଇଯାଇଛି । ଏସବୁ ରାଜ୍ୟରେ ଆଜିବି ବର୍ଷାକୁ...

୧୨ ଘଣ୍ଟାରେ ପହଞ୍ଚି ହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୧୨ ।୭: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର କାମ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ଆଉ ମାତ୍ର ୩୦ ପ୍ରତିଶତ ବାକି ରହିଥିବା କୁହାଯାଉଛି । ଆସନ୍ତା ବର୍ଷ ୨୦୨୩ରେ ଏହି ଏକ୍ସପ୍ରେସ ୱେରେ ବାହନ ଚଳାଚଳ ଆରମ୍ଭ ହୋଇଯିବ...

ହଜ୍‌ ପାଇଁ ୬,୫୦୦ କି.ମି. ଚାଲିଲେ

ଲଣ୍ଡନ,୧୨।୭: ବ୍ରିଟେନରେ ରହୁଥିବା ଇରାକୀ-କୁରଦିଶ ବଂଶୋଦ୍ଭବ ଆଦମ ମହମ୍ମଦ (୫୨) ହଜ୍‌ ପାଇଁ ୬,୫୦୦ କି.ମି. ଦୂର ଚାଲିକରି ମକ୍କାରେ ପହଞ୍ଚିଛନ୍ତି। ସାଉଦି ଆରବରେ ପହଞ୍ଚିବା ପାଇଁ ଆଦମ ନେଦରଲ୍ୟାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ହଙ୍ଗେରି, ସର୍ବିିଆ, ବୁଲଗେରିଆ, ତୁର୍କୀ, ଲେବାନନ...

ଦେଓଘର ବିମାବନ୍ଦରର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୨ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡଖଣ୍ଡର ଦେଓଘରକୁ ହଜାର କୋଟି ବିକାଶ ପରିଯୋଜନାର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୮୦୦ କୋଟିରୁ ଊର୍ଦ୍ଧ୍ୱ ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ । ଏହି ସମୟରେ ମୋଦି...

ଚଢ଼ାଉରୁ ବର୍ତ୍ତିବା ପାଇଁ ‘କିଲ୍‌ ସ୍ବିଚ୍‌’

ସାନ୍‌ ଫ୍ରାନ୍ସିସ୍‌କୋ/ନୂଆଦିଲ୍ଲୀ, ୧୨ା୭ : ବିଭିନ୍ନ ଦେଶରେ କ୍ୟାବ୍‌ ସର୍ଭିସ୍‌ ଦେଉଥିବା କମ୍ପାନୀ ଉବର ବିରୋଧରେ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଟରନ୍ୟାଶନାଲ କନ୍‌ସୋର୍ସିୟମ୍‌ ଅଫ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ (ଆଇସିଆଇଜେ) ଏବଂ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ‘ଉବର ଫାଇଲ୍ସ’ ନାମରେ ଅନେକ...

ସମର୍ଥକ ମୁହାଁମୁହିଁ

ଚେନ୍ନାଇ, ୧୨ା୭: ଏଆଇଏଡିଏମ୍‌କେ ସାଧାରଣ ପରିଷଦ ବୈଠକରେ ଦଳର ସାଧାରଣ ସମ୍ପାଦକ ନିଯୁକ୍ତ ହେବା ପରେ ପାଲାନିସ୍ବାମୀ ଓପିଏସ୍‌ଙ୍କୁ ଟାର୍ଗେଟ କରିଥିଲେ। ଇପିଏସ୍‌ କହିଥିଲେ, ପନିରସେଲଭମ୍‌ ସର୍ବଦା ଦଳ ପାଇଁ ତ୍ୟାଗ କରିଥିବା ପ୍ରଚାର କରୁଛନ୍ତି। କିନ୍ତୁ ସେ କ’ଣ...

ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୨ କଂଗ୍ରେସ ନେତା ଛାଡିଲେ ଦଳ: ଚିନ୍ତାରେ ଦଳ ମୁଖିଆ

ଡେରାଡୁନ,୧୨ ।୭: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପୁଣିଥରେ ତା’ର ଘର ସଜାଡିବା କାମରେ ଲାଗିପଡିଛି । ଗୋଆ ବିଧାୟକଙ୍କ ମଧ୍ୟରେ ତୁତୁମେମେକୁ ଦେଖି ଦଳ ଆକ୍ଟିଭ ହୋଇଯାଇଥିବା ବେଳେ ଏବେ ଉତ୍ତରାଖଣ୍ଡରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଥିବା...

ଏଆଇଏଡିଏମ୍‌କେରେ ବିଦ୍ରୋହ

ଚେନ୍ନାଇ, ୧୨ା୭: ତାମିଲନାଡ଼ୁର ମୁଖ୍ୟ ବିରୋଧୀ ଦଳ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଜାଗମ୍‌ (ଏଆଇଏଡିଏମ୍‌କେ)ରେ ଥିବା ଅନ୍ତଃକନ୍ଦଳ ଖୋଲାଖୋଲି ସାମ୍‌ନାକୁ ଆସିଛି। ଦଳର ଦୁଇ ବରିଷ୍ଠ ନେତା ଇଡାପାଡି କେ ପାଲାନିସ୍ବାମୀ (ଇପିଏସ୍‌) ଏବଂ ଓ. ପନିରସେଲଭମ୍‌(ଓପିଏସ୍‌)...

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଟିଡିପି

ହାଇଦ୍ରାବାଦ,୧୧।୭: ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ଯେଉଁଥିପାଇଁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ଯଶୋଓ୍ବନ୍ତ ସିହ୍ନା ନିର୍ବାଚନ ଲାଗି ନିଜର ସମର୍ଥନ ଜୁଟାଇବାକୁ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri