ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତେରେ ଜୁବୈର

ଲକ୍ଷ୍ନୌ,୧୧।୭: ଅଲ୍ଟ ଡିଜିଟାଲ ନ୍ୟୁଜ୍‌ ସହସସ୍ଥାପକ ମହମ୍ମଦ ଜୁବୈରଙ୍କୁ ସୋମବାର ଉତ୍ତରପ୍ରଦେଶ ଲଖିମପୁରଖେରି କୋର୍ଟ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଜୁଲାଇ ୨୫ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ। ତେବେ ଏ ସଂକ୍ରାନ୍ତରେ ଆଗାମୀ ଶୁଣାଣି ଜୁଲାଇ ୧୩ରେ ହେବ...

ମୁଲାୟମ୍‌ଙ୍କୁ ଭେଟି ଭାବୁକ ହେଲେ ଯୋଗୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା ଓ ସମାଜବାଦୀ ପାର୍ଟି ପରସ୍ପରର ତୀବ୍ର ବିରୋଧୀ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିଷ୍ପତ୍ତି ଉପରେ ଏସ୍‌ପି ମେଣ୍ଟ ଦଳମାନେ ସର୍ବଦା ବିରୋଧ କରିଥାନ୍ତି। କିନ୍ତୁ ଏହା କେବଳ ରାଜନୈତିକ କ୍ଷେତ୍ରରେ ସୀମିତ ହୋଇ...

ଗୋଆ କଂଗ୍ରେସରେ ସଙ୍କଟ: ଲୋବୋ ଓ କାମତଙ୍କୁ ଅଯୋଗ୍ୟ ପାଇଁ ଦାବି

ପଣଜୀ,୧୧।୭: ଗୋଆ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହକୁ ନେଇ ଏଠାରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି। ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମତଙ୍କ ନେତୃତ୍ୱରେ ୧୧ବିଧାୟକଙ୍କ ମଧ୍ୟରୁ ଅତିକମ୍‌ରେ ୫ଜଣ ବିଧାୟକ ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।...

ରାଘବ ଚଡ୍ଡାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଚଣ୍ଡିଗଡ଼,୧୧।୭: ଆମ ଆଦମୀ ପାର୍ଟିର ରାଜ୍ୟସଭା ଏମ୍‌ପି ରାଘବ ଚଡ୍ଡା ପଞ୍ଜାବ ସରକାରଙ୍କ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ସୋମବାର ନିଯୁକ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ଜଙ୍ଗଲ ସୁରକ୍ଷା ନାଁରେ ପିଲାଙ୍କୁ ବ୍ୟବହାର ଅଭିଯୋଗ: ଆଦିତ୍ୟଙ୍କ ନାଁରେ ମାମଲା ରୁଜୁ ନୋଟିସ

ମୁମ୍ବାଇ,୧୧।୭: ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର) ସୋମବାର ମୁମ୍ବାଇ ପୋଲିସକୁ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ଅନୁରୋଧ କରିଛି। ଆଦିତ୍ୟ ଠାକରେ ଆରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ତାଙ୍କ ଦଳର ଅଭିଯାନରେ...

ଗୁଜରାଟରେ ବନ୍ୟା: ସ୍କୁଲ, କଲେଜ ବନ୍ଦ

ଗୁଜରାଟ,୧୧।୭: ଗତ ୩ ଦିନ ଧରି ଲଗାଣ ବର୍ଷାରେ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ସୋମବାର ଅହମ୍ମଦାବାଦରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ...

ରାଜ୍ୟର ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ମୋଦି

ଅହମଦାବାଦ,୧୧।୭: ଗୁଜରାଟରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ...

ସୋନିଆଙ୍କୁ ପୁଣି ସମନ ପଠାଇଲା ଇଡି

ନୂଆଦିଲ୍ଲୀ,୧୧।୭: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୋମବାର ପୁଣି ଥରେ ଏକ ସମନ ପଠାଇଛି। ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜୁଲାଇ ୨୧ରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବାକୁ ଇଡି ନିର୍ଦ୍ଦେଶ...

ଚାଇନାକୁ ପଛରେ ପକାଇ ବିଶ୍ୱର ସବୁଠୁ ଜନବହୁଳ ଦେଶ ହେବ ଭାରତ

ନୂଆଦିଲ୍ଲୀ,୧୧।୭: ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଭାରତ ଚାଇନାକୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ସୋମବାର ଏହି ସୂଚନା ଦିଆଯାଇଛି। ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ମିଳିତ...

ଆଇସିୟୁରୁ ବାହାରିଲେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଲାଲୁ ଏହି ଆଇସିୟୁରୁ ବାହାରିଛନ୍ତି। ଏନେଇ ତାଙ୍କ ବଡ଼ ଝିଅ ମିସା ଭାରତୀ ସୂଚନା ଦେଇଛନ୍ତି। ମିସା କହିଛନ୍ତି ଯେ,...

ପ୍ରେମ ସମ୍ପର୍କକୁ ଲୁଚାଇବା ପାଇଁ ପାସ୍‌ପୋର୍ଟ ଚିରି ଗିରଫ ହେଲେ ଯୁବକ

ମୁମ୍ବାଇ,୧୧।୭: ପାସ୍‌ପୋର୍ଟ ଚିରିବା ଅଭିଯୋଗରେ ପୁଣେର ଜଣେ ୩୨ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଘରେ ସ୍ତ୍ରୀଙ୍କୁ ଅଫିସ କାମ ଥିବା କହି ଯୁବକ ଜଣକ ବିଦେଶରେ ରହୁଥିବା ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ଫେରିବା ବେଳେ ସ୍ତ୍ରୀ ଯେପରି ପ୍ରେମ...

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୋରାରେ ମିଳିତ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଚାଲିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri