ଜାତୀୟ

ଗୁଜରାଟରେ ପ୍ରବଳ ବର୍ଷା, ବନ୍ୟାଜଳରେ ବୁଡ଼ିଲା କାର୍‌, ସୋସିଆଲ ମିଡ଼ିଆରେ ଭାଇରାଲ…

ଅହମଦାବାଦ,୧୧।୭ : ମୋସୁମୀ ପ୍ରବାହ ଯୋଗୁ ଗୂଜରାଟରେ ପ୍ରବଳ ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟର ବହୁ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗୁଜରାଟରେ ଦେଖାଦେଇଥିବା ବନ୍ୟା ଯୋଗୁ ବହୁ ଘର ଏବଂ ଗାଡ଼ିମଟର ପାଣିରେ ବୁଡ଼ି...

ନୂଆ ସଂସଦ ଭବନ ଉପରେ ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭ, ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୭: ସଂସଦ ଗୃହର ନୂତନ କୋଠାର ଛାତ ଉପରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ...

ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ

ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ହୋସିୟାରପୁର ପୋଲିସକୁ ହସ୍ତଗତ କରିଛନ୍ତି ।...

ମହାରାଷ୍ଟ୍ର ପରେ ଏବେ ଝାଡ଼ଖଣ୍ଡ ପାଳି, ଜେଏମ୍‌ଏମ୍‌-କଂଗ୍ରେସ ମଧ୍ୟରେ ବଢୁଛି ଫାଟ !…

ରାଞ୍ଚି,୧୧।୭ : ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି ମିଳିତ ସରକାର ପତନ ପରେ ବର୍ତ୍ତମାନ ଝାଡଖଣ୍ଡରେ ସଙ୍କଟ ଦେଖାଦେଇଛି। ଗୋଟିଏ ପଟେ ଅନୁସନ୍ଧାନକାରୀ ସଂସ୍ଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ପାଇଁ କଡା...

ବାବୁଲ ସୁପ୍ରିଓଙ୍କୁ ମମତା ଦେଲେ ବଡ଼ ଦାୟିତ୍ୱ

କୋଲକାତା,୧୧।୭: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ବାବୁଲ ସୁପ୍ରିଓଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର କରାଯାଇଛି। ନୂଆ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। । ସୁପ୍ରିଓ ଦେଶର ଜଣେ ଜଣାଶୁଣା...

ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି କଲେ ସିଆର୍‌ପିଏଫ୍‌ ଯବାନ

ଜୟପୁର,୧୧।୭: ରାଜସ୍ଥାନର ଯୋଧପୁର ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୱାର୍ଟରରେ ପରିବାରକୁ ବନ୍ଧକ ରଖି ନିଜକୁ ଗୁଳି ମାରିଛନ୍ତି ଜଣେ ଯବାନ। ପୋଲିସ କମିଶନର ରବିଦତ୍ତ ଗୌଡ ଏନେଇ ସୂଚନା ଦେଇଛନ୍ତି। ଯବାନ ଜଣଙ୍କ ପାଖାପାଖି...

ଅଯୋଗ୍ୟ ମାମଲାର ଶୁଣାଣି ଟଳିଲା, ନିଷ୍ପତ୍ତି ନେବାକୁ ଦୁଇପକ୍ଷଙ୍କୁ ରୋକିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି ମିଳିଛି।ଶିନ୍ଦେଙ୍କ ଦଳର ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ମାମଲାର ଶୁଶାଣି ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ଏକ ବେଞ୍ଚ ଗଠନ...

ସ୍ତ୍ରୀ ଖୋଜୁଛନ୍ତି ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟୁଇଟ୍‌

କୋହିମା,୧୧।୭: ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମ୍‌ନା ଆଲଙ୍ଗଙ୍କ ଏକ ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଲଙ୍ଗ ଗୁଗଲ ସର୍ଚ୍ଚର ଏକ ସ୍କ୍ରିନ୍‌ସର୍ଟ ଟୁଇଟର୍‌ରେ ଶେୟାର କରିଛନ୍ତି। ସେ...

୨୦୩୦ ପର୍ଯ୍ୟନ୍ତ ଆବୁ ସାଲେମଙ୍କୁ ମୁକ୍ତ କରିହେବ ନାହିଁ , ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ୨୦୩୦ ପର୍ଯ୍ୟନ୍ତ ମୁକ୍ତ କରାଯାଇପାରିବ ନାହିଁ। କିନ୍ତୁ ତାଙ୍କର ୨୫ ବର୍ଷର ଜେଲ ଶେଷ ହେବା ପରେ କେନ୍ଦ୍ର ସରକାର ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ହୋଇଥିବା...

ଗୋଆ କଂଗ୍ରେସ ସଙ୍କଟ, ପରଦା ପଛର ନାୟକ ମାଇକେଲ ଲୋବୋ-ଦିଗମ୍ବର କାମତ…

ପଣଜୀ,୧୧।୭ : ଗୋଆରେ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ଦଳ ସ୍ବୀକାର କରିଛି ଯେ ଏହା ରାଜ୍ୟର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ସହିତ ଯୋଗାଯୋଗ କରିବାରେ ଅସମର୍ଥ। ପାର୍ଟିରେ ଗୋଆ ବ୍ୟାପାରର ଦାୟିତ୍ୱରେ ଥିବା ଦୀନେଶ...

ନୈନିତାଲରେ ଆମେରିକା ସ୍କୁଟରରେ ପୋଲିସ ପାଟ୍ରୋଲିଂ, ଦାମ୍‌ ୨ ଲକ୍ଷ…

ନୈନିତାଲ,୧୧।୭ : ସ୍ମାର୍ଟ ପୋଲିସ ହେବା ଲାଗି ଉତ୍ତରାଖଣ୍ଡ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ନୈନିତାଲରେ ପୋଲିସକୁ ଏଣିକି ଏକ ଭିନ୍ନ ଢଙ୍ଗରେ ପାଟ୍ରୋଲିଂ କରୁଥିବାର ଦେଖିବାକୁ ମିଳିବ। ସହରର ପଥଚାରୀ ରାସ୍ତାରେ, ବର୍ତ୍ତମାନ ଆମେରିକୀୟ ସ୍କୁଟର...

ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌

ନୂଆଦିଲ୍ଲୀ,୧୧।୭: କୋର୍ଟ ଆଦେଶ ଅବମାନନା ମାମଲାରେ ସୋମବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରିମାସ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଦୁଇ ହଜାର ଟଙ୍କା ଜୋରିମନା ମଧ୍ୟ କରାଯାଇଛି। ଜୋରିମନା ନ ଦେଲେ ତାଙ୍କୁ ଅତିରିକ୍ତ ଦୁଇ ମାସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri