ଜାତୀୟ

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

ନୂଆଦିଲ୍ଲୀ,୬।୭: କେନ୍ଦ୍ର ମନ୍ତ୍ରୀ ମୁକ୍ତାର୍‌ ଆବାସ ନକଭି ବୁଧବାର ଇସ୍ତଫା ଦେଇଛନ୍ତି। ସେ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମନ୍ତ୍ରୀ ଥିଲେ। ନକଭିଙ୍କ ସହ ଜେଡିୟୁ କୋଟାରୁ ମନ୍ତ୍ରୀ ଥିବା ଆରସିପି ସିଂ ମଧ୍ୟ ଇସ୍ତଫା ଦେଇଛନ୍ତି। ନକଭି ଏବଂ ଆରସିପି...

ହସ୍ପିଟାଲରେ ଲାଲୁଙ୍କୁ ଭେଟିଲେ ନୀତିଶ

ପାଟନା,୬।୭: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାଟନାର ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦିଲ୍ଲୀ ଆଣିବାକୁ ପ୍ରସ୍ତୁତି ଚାଲିଛି। ବିହାର ମୁଖ୍ୟମନ୍ତ୍ରୀ...

ରାଜଧାନୀରେ ହେବ ଶପିଙ୍ଗ ଫେଷ୍ଟିଭାଲ: କେଜରିୱାଲ

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି କି ରାଜଧାନୀରେ ଶପିଙ୍ଗ ଫେଷ୍ଟିଭାଲର ଆୟୋଜନ କରାଯିବ । ଏହା ୨୮ ଜାନୁୟାରୀରୁ ୨୬ ଫେବୃୟାରୀ ୨୦୨୩ରେ ୩୦ ଦିନ ପାଇଁ ଆୟୋଜନ କରାଯିବ । ଏହା ଦେଶର...

ବାଜା ବଜାଇ ଶିନ୍ଦେଙ୍କୁ ସ୍ବାଗତ କଲେ ସ୍ତ୍ରୀ

ମୁମ୍ବାଇ,୬।୭: ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବାପରେ ଏକନାଥ ଶିନ୍ଦେ ପ୍ରଥମ ଥର ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁ ସଂଖ୍ୟାରେ ଲୋକ ତାଙ୍କ ଥାନେସ୍ଥିତ ଘରେ ପହଞ୍ଚି ବାଜା ବଜାଇ ସ୍ବାଗତ...

ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, କିଶୋରୀ ଯୋଜନା ପୁଣି ଆରମ୍ଭ କରିବାକୁ କହିଲେ…

ନୂଆଦିଲ୍ଲୀ, ୬।୭ : ଦିିଲ୍ଲୀ ହାଇକୋର୍ଟ ସରକାରୀ ସ୍କୁଲରେ ବାଳିକାଙ୍କୁ ସାନିଟାରୀ ନାପକିନ୍‌ ଯୋଗାଇଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କିଶୋରୀ ଯୋଜନା ମାଧ୍ୟମରେ ଦିଲ୍ଲୀର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍‌ ଯୋଗାଣ ପୂର୍ବରୁ ଜାରି ରହିଥିଲା। ତେବେ...

ସ୍ପାଇସ୍‌ ଜେଟ୍‌କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ୍‌, ୧୮ ଦିନରେ ୮ ଘଟଣାର ଜବାବ ଲୋଡ଼ିଲା…

ନୂଆଦିଲ୍ଲୀ, ୬।୭ : ସ୍ପାଇସଜେଟ ବିମାନଗୁଡ଼ିକରେ କ୍ରମାଗତ ଯାନ୍ତ୍ରିକ ତ୍ରୁଟି ପରେ ବୁଧବାର ବେସମାରିକ ବିମାନ ଚଳାଚଳ ମହାନିୟନ୍ତ୍ରକ (ଡିଜିସିଏ) ଦ୍ୱାରା ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଗତ ୧୮ ଦିନ ମଧ୍ୟରେ ଆଠଟି ବୈଷୟିକ ତ୍ରୁଟି...

ଦିଲ୍ଲୀ ସରକାରଙ୍କ ରାଜସ୍ପରେ ବୃଦ୍ଧି, ସିଏଜି ରିପୋର୍ଟ…

ନୂଆଦିଲ୍ଲୀ, ୬।୭ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିଛି। ଅରବିନ୍ଦ କେଜ୍ରିୱାଲଙ୍କ ଶାସନରେ ଦିଲ୍ଲୀ ସରକାର କେବେ ବି କ୍ଷତି ହୋଇ ନାହିଁ। ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ୨୦୧୫ ଠାରୁ...

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୬।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ଜୁଲାଇ ୭ ଗୁରୁବାର ଚଣ୍ଡିଗଡ଼ରେ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ। ମାନ ୬ ବର୍ଷ ପୂର୍ବେ ପ୍ରଥମ ସ୍ତ୍ରୀ ଇନ୍ଦରପ୍ରୀତଙ୍କଠାରୁ ଛାଡପତ୍ର ନେଇଥିଲେ।...

ସରକାରୀ କର୍ମଚାରୀଙ୍କ ମଧ୍ୟରେ ହାହାକାର, ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ବାଧ୍ୟତା ମୂଳକ ଅବସର…

ଲକ୍ଷ୍ନୌ, ୬।୭ : ଉତ୍ତରପ୍ରଦେଶର ରାଜ୍ୟ ସରକାରୀକର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଜବରଦସ୍ତ ଅବସର ଦେବାକୁ ଯାଉଛନ୍ତି। ଜୁଲାଇ ୩୧...

ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୬।୭ : ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ ଶୀର୍ଷକୋର୍ଟ ସ୍ପଷ୍ଟ କରିଛି ଯେ କୋର୍ଟଙ୍କ ପୂର୍ବ ଅନୁମତି ବିନା ବିଜୟ ବାବୁ...

ଟିଏମ୍‌ସି ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କଲୋ ମହୁଆ

କୋଲକାତା,୬।୭: ପଶ୍ଚିମବଙ୍ଗର କୃଷ୍ଣନଗରର ଏମ୍‌ପି ମହୁଆ ମୋଇତ୍ରା ନିଜ ଦଳ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କରିଛନ୍ତି। ସୂଚନାଯୋଗ୍ୟ, ମହୁଆ ମା’ କାଳୀଙ୍କ ଉପରେ ଏକ ବୟାନ ଦେଇଥିଲେ। ଏହା ପରେ ଦଳ ତାଙ୍କ ବୟାନରୁ ନିଜକୁ ଦୂରେଇ...

ପିଏମ୍‌ ସ୍ପେଶାଲ ଯୋଜନା, ଘରେ ବରିଷ୍ଠ ନାଗରିକଙ୍କୁ ମିଳିବ ଚିକିତ୍ସା ସୁବିଧା…

ନୂଆଦିଲ୍ଲୀ, ୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମାଜର ପ୍ରତ୍ୟେକ ବର୍ଗକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତି ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ପାଇଁ ଏକ ନୂତନ ଯୋଜନା ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri