ଜାତୀୟ

ନିର୍ଭୀକ ସ୍ବର ହେବାକୁ ଚାହେଁ

ନୂଆଦିଲ୍ଲୀ, ୬ା୭: ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବିଭିନ୍ନ ଥାନାରେ ମାମଲା ରୁଜୁ ସତ୍ତ୍ୱେ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ସବୁପ୍ରକାର ଫଳାଫଳାକୁ ସାମ୍‌ନାକୁ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। କାହାକୁ ଭୟ ନ କରି ସେ ନିର୍ଭୀକର ଏକ...

କାଳୀ ମୋ ପାଇଁ ମାଂସଖିଆ ଦେବୀ: ମହୁଆ ମୋଇତ୍ରା

ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କାଳୀ ମୋ ପାଇଁ ମାଂସଖିଆ, ମଦ ଗ୍ରହଣ କରୁଥିବା ଦେବୀ। ଜଣେ କିପରି ନିଜ...

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଯିବେ ଲାଲୁ, ତେଜସ୍ୱୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ମୋଦି ତେଜସ୍ୱୀଙ୍କଠାରୁ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥଲେ । ଏହାସହ...

ନୂପୁର ଶର୍ମାଙ୍କୁ ଧମକ ଦେଇଥିବା ସଲମାନ ଚିସ୍ତି ଗିରଫ

ନୂଆଦିଲ୍ଲୀ,୬ ।୭: ଖ୍ୱାଜା ଗରିବ ନୱାଜ ଦରଗାହର ଖାଦିମ ସଲମାନ ଚିସ୍ତିଙ୍କୁ ଅଜମେର ପୋଲିସ ଗିରଫ କରିଛି । ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ ଅପଲୋଡ କରିବା ଅପରାଧରେ ପୋଲିସ ତାଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ତାଙ୍କୁ...

କରାଚି ବିମାନ ବନ୍ଦରରେ ୧୧ ଘଣ୍ଟା ଫସି ରହିଲେ ୧୩୮ ସ୍ପାଇସଜେଟ ଯାତ୍ରୀ

ମୁମ୍ବାଇ,୬ ।୭: ପାକିସ୍ତାନର କରାଚି ବିମାନ ବନ୍ଦରରେ ପ୍ରାୟ ୧୧ ଘଣ୍ଟା ଫସି ରହିଲେ ୧୩୮ ଭାରତୀୟ ବିମାନଯାତ୍ରୀ । ଶେଷରେ ଏକ ବିକଳ୍ପ ବିମାନରେ ସେମାନଙ୍କୁ ଦୁବଇ ପଠାଯାଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ସ୍ପାଇସଜେଟର ବୋଇଂ ୭୩୭ ମ୍ୟାକ୍ସ...

ଆଉ ଏକ ସ୍ପାଇସଜେଟ ୱିଣ୍ଡସିଲ୍ଡରେ ଫାଟ, ମୁ୍‌ମ୍ବାଇରେ ହେଲା ପ୍ରାୟୋରିଟି ଲ୍ୟାଣ୍ଡିଂ

ମୁମ୍ବାଇ,୫ ।୭: ସ୍ପାଇସଜେଟର ଆଉ ଏକ ବିମାନରେ ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହେବାରୁ ବିମାନଟିକୁ ପ୍ରାୟୋରିଟି ବେସିସରେ ମୁମ୍ବାଇରେ ଲ୍ୟାଣ୍ଡ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟର ବିମାନ ଏସଜି ୩୩୨୪ରେ କ୍ରୁଜ ସମୟରେ...

ଭାଜପା କହୁଛି ମୋ ପାଖରେ ଇଡି ଅଛି, ଆଇଟି ଅଛି: କେଜରିୱାଲ

ନୂଆଦିଲ୍ଲୀ,୫ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ଓ ଏମସିଡି ନିର୍ବାଚନକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର କେଜରିୱାଲ ବିଧାନସଭାରେ କହିଛନ୍ତି ଏମାନେ ଫଣ୍ଡର କାନ୍ଦ କାନ୍ଦୁଛନ୍ତି । ଆମର ସମସ୍ତ...

ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଡେରାଡୁନ,୫।୭: ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି ବ୍ୟାଘାତ ନ ହେବା ପାଇଁ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଏସମ୍ପର୍କରେ ରାଜ୍ୟର...

ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନାଗପୁର ଗସ୍ତ କଲେ ଫଡନବୀସ

ମୁମ୍ବାଇ,୫।୭: ଏକ ସପ୍ତାହରୁ ଅଧିକ ସମୟ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହାଇଡ୍ରାମା ଏବେ ଶେଷ ହୋଇଛି। ପାଞ୍ଚ ଦିନ ପୂର୍ବରୁ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଉପମୁଖ୍ୟମନ୍ତ୍ରୀ ଭାବେ...

ମୋବାଇଲରେ ଆପ୍‌ରେ ପଢ଼ିବେ ପାଠ ମଦ୍ରାସା ଛାତ୍ର

ଲକ୍ଷ୍ନୌ,୫।୭: ଉତ୍ତରପ୍ରଦେଶର ମଦ୍ରାସାରେ ପଢ଼ୁଥିବା ଛାତ୍ରମାନଙ୍କ ପାଇଁ ଏକ ଖୁସି ଖବର। ଏଠାରେ ବର୍ତ୍ତମାନ ମୋବାଇଲ ଆପ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଯିବ। ଏଥିପାଇଁ ମଙ୍ଗଳବାର ମଦ୍ରାସା ଇ-ଲର୍ନିଂ ଆପ୍‌ ଲଞ୍ଚ କରାଯାଇଛି। ଏଥିସହ ପ୍ରାର୍ଥୀମାନେ ପାରମ୍ପାରିକ ଅଧ୍ୟୟନର ପଦ୍ଧତି...

ଭିଭୋ ସମେତ ଚାଇନିଜ୍‌ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶର ୪୪ସ୍ଥାନରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୫।୭: ଚାଇନାର ସ୍ମାର୍ଟଫୋନ ମୋବାଇଲ ନିର୍ମାତା ଭିଭୋ ଏବଂ ଏହାର ଆନୁସଙ୍ଗିକ କମ୍ପାନୀ ବିରୋଧରେ ମଙ୍ଗଳବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ଏକ ଟିମ୍‌ ସମଗ୍ର ଦେଶରେ ଭିଭୋ ଏବଂ ଏହାର...

ପୁଣି ଇଡି ଜାଲରେ ଆଜମ, ପୁଅ-ପତ୍ନୀ

ଲକ୍ଷ୍ନୌ,୫।୭: ସମାଜବାଦୀ ପାର୍ଟି(ଏସ୍‌ପି)ର ବରିଷ୍ଠ ନେତା ଆଜମ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ନିକଟରେ ଜେଲ୍‌ରୁ ମୁକୁଳିଥିବା ଆଜମଙ୍କ ଘରକୁ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ ପଠାଇଛି। ଆଜମ ଖାନ ତାଙ୍କ ପତ୍ନୀ ତଞ୍ଜିନ ଫାତିମା ଓ ପୁଅ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri