ଜାତୀୟ

ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷା ନେଉ ଭାଜପା

ହାଇଦ୍ରାବାଦ,୪ା୭: ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ବଂଶବାଦ ରାଜନୀତିର ଅନ୍ତ ଘଟାଇବା ପାଇଁ ରବିବାର ଭାଜପା ସଂକଳ୍ପ ନେଇଛି। ଦକ୍ଷିଣ ଭାରତର କର୍ନାଟକ ଓ ପୁଡୁଚେରୀରେ ସୀମିତ ଥିବା ଗୈରିକ ଦଳ ଆଗକୁ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଲନାଡୁରେ...

ହରିୟାଣାରେ ମୁସଲିମ୍‌ ବ୍ୟବସାୟୀଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ, ୪ା୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତକର ପରିବେଶ ରହିଛି। ଏହାଦ୍ୱାରା ହିନ୍ଦୁ-ମୁସଲିମ୍‌ ସମ୍ପର୍କ ଅନେକାଂଶରେ ପ୍ରଭାବିତ ହୋଇଛି। ରାଜସ୍ଥାନର ଉଦୟପୁରରେ ଜଣେ ଦରଜି...

ରବର ଷ୍ଟାମ୍ପ୍‌ ରାଷ୍ଟ୍ରପତି ହୁଅନ୍ତୁ ନାହିଁ

ବେଙ୍ଗାଲୁରୁ, ୪ା୭: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଯେଭଳି ରବର ଷ୍ଟାମ୍ପ ରାଷ୍ଟ୍ରପତି ନ ହେବେ, ସେଥିଲାଗି ଦୃଢ଼ ପ୍ରତିଶ୍ରୁତି ଦେବା ଦରକାର ବୋଲି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଆଶାବ୍ୟକ୍ତ କରିଛନ୍ତି। ରବିବାର...

ମୃତକ, ଅଭିଯୁକ୍ତ ସମାନ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଥିଲେ

ମୁମ୍ବାଇ,୪ା୭: ରାଜସ୍ଥାନର ଉଦୟପୁର ଶୈଳୀରେ ମହାରାଷ୍ଟ୍ରର ଅମରାବତୀରେ ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କୁ ଗତ ୨୧ତାରିଖରେ ଛୁରି ଭୁସି ହତ୍ୟା କରାଯିବା ଘଟଣାରେ ନୂଆ ତଥ୍ୟ ଆସିଛି। ଗିରଫ ହୋଇଥିବା ହତ୍ୟା ଅଭିଯୁକ୍ତ ୟୁସୁଫ୍‌ ଖାନ୍‌ ମୃତ ଉମେଶଙ୍କ ଜଣେ...

‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି ଭିକ ମାଗିଲେ ଏଏପି କର୍ମୀ, ମୋଦିଙ୍କ ନାମରେ ପଠାଇଲେ ୪୨୦ ଟଙ୍କା ଚେକ

ନୂଆଦିଲ୍ଲୀ,୪ ।୭: କେନ୍ଦ୍ର ସରକାରଙ୍କ ସେନା ଭର୍ତ୍ତି ଯୋଜନା ‘ଅଗ୍ନିପଥ‘କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ଆମ ଆଦମୀ ପାର୍ଟି(ଏଏପି)ର ର୍କମୀମାନେ ଭିକ ମାଗିଥିଲେ । ଏଥିରୁ ଆଦାୟ କରାଯାଇଥିବା ୪୨୦ ଟଙ୍କାର ଏକ ଚେକ...

ପ୍ରଥମ ପରୀକ୍ଷାରେ ସିନ୍ଧେ ପାସ୍‌

ମୁମ୍ବାଇ,୪ା୭: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆସ୍ଥାଭୋଟର ସମ୍ମୁଖୀନ ହେବାର ଦିନକ ପୂର୍ବରୁ ତାଙ୍କ ଶିବିରକୁ ବଡ଼ ସଫଳତା ମିଳିଛି। ସିନ୍ଧେ ଗୋଷ୍ଠୀ ସମର୍ଥିତ ଭାଜପା ପ୍ରାର୍ଥୀ ରାହୁଲ ନରଓ୍ବେକର ରବିବାର ଗୁରୁତ୍ୱପୂର୍ଣ୍ଣ ବାଚସ୍ପତି ନିର୍ବାଚନରେ ବିଜୟୀ ହୋଇଛନ୍ତି।...

ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର ଜିଓ ୱାର୍ଲଡ କନଭେନଶନ ସେଣ୍ଟରରେ ଫେମିନା ମିସ୍ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ ଫିନାଲେ...

ଯୋଗୀ ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂରଣ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି । ଏହି ୧୦୦ ଦିନ ମଧ୍ୟରେ ଅଧିକାଂଶ କାମ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଶେଷ ହୋଇଥିବା କୁହାଯାଇଛି । ବିଭାଗକୁ...

‘ସୋସିଆଲ୍‌ ମିଡିଆ ଉପରେ ଅଙ୍କୁଶ ଲାଗିବା ଜରୁରୀ’

ନୂଆଦିଲ୍ଲୀ,୩।୭: ଭାଜପାର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା ରବିବାର ଆଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। କୋର୍ଟଙ୍କ ସମାଲୋଚନା ଗ୍ରହଣୀୟ। କିନ୍ତୁ ବିଚାରପତିମାନେ ବ୍ୟକ୍ତିଗତ ଆକ୍ରମଣର ଶିକାର ହେବା...

ଜମ୍ମୁ-କଶ୍ମୀରରେ ଧରାପଡ଼ିଥିବା ଆତଙ୍କବାଦୀ ଥିଲେ ଭାଜପା ଆଇଟି ସେଲ୍‌ ମୁଖ୍ୟ

ଶ୍ରୀନଗର,୩ା୭: ଜମ୍ମୁ-କଶ୍ମୀରର ରେଆସି ଅଞ୍ଚଳରେ ଧରାପଡ଼ିଥିବା ଜଣେ ଆତଙ୍କବାଦୀ ଭାଜପାର ଆଇଟି ସେଲ୍‌ ମୁଖ୍ୟ ଥିଲେ ବୋଲି ଜଣାପଡ଼ିଛି। ଅଲିବ୍‌ ହୁସେନ୍‌ ଶାହାଙ୍କୁ ଗ୍ରାମବାସୀମାନେ ରବିବାର କାବୁ କରିଥିଲେ। ଅନ୍‌ଲାଇନ୍‌ ସଦସ୍ୟତା ପ୍ରଦାନ ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଷ୍ଠଭୂମି ଯାଞ୍ଚ...

ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି ତେଲେଙ୍ଗାନାର ଜନତା: ମୋଦି

ହାଇଦ୍ରାବାଦ୍‌,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ଭାଜପାର ବିଜୟ ସଙ୍କଳ୍ପ ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର ଲୋକମାନେ କଠିନ ପରିଶ୍ରମ ପାଇଁ ଜଣାଶୁଣା। ରାଜ୍ୟବାସୀଙ୍କ ପାଖରେ ବହୁତ ପ୍ରତିଭା ଅଛି। ତେଲେଙ୍ଗାନା ଇତିହାସ...

ପାହାଚରୁ ଖସି ପଡିଲେ ଲାଲୁ ଯାଦବ

ପାଟନା, ୩।୭: ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବ ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପାହାଚରୁ ଓହ୍ଲାଉଥିବା ବେଳେ ହଠାତ୍‌ ତାଙ୍କ ଗୋଡ ଖସିଯିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଛନ୍ତି। ତାଙ୍କ ଡାହାଣ କାନ୍ଧ ଫ୍ରାକ୍ଚର ହୋଇଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri