ଜାତୀୟ

ଶାହାଙ୍କ ଭବିଷ୍ୟବାଣୀ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିବ ଭାଜପା ଯୁଗ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ସମେତ ଦଳର ଅନେକ ହେଭିଓ୍ବେଟ୍‌ ନେତା ଯୋଗ ଦେଇଥିଲେ। ଏହି...

‘ସ୍ନେହ ଯାତ୍ରା’ ଆରମ୍ଭ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ଭାଜପାର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଯୋଗ ଦେଇ ହାଇଦ୍ରାବାଦକୁ ଭାଗ୍ୟ ନଗର ବୋଲି କହିଛନ୍ତି। ସେ କହିଛନ୍ତି, ଭାଗ୍ୟନଗରରେ ହିଁ ସର୍ଦ୍ଦାର ପଟେଲ ‘ଏକ ଭାରତ,...

ଉତ୍ତରପ୍ରଦେଶରେ ଆଇନ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ,୩।୭: ଉତ୍ତରପ୍ରଦେଶ ମିରଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ୨୧ ବର୍ଷୀୟ ଜଣେ ଆଇନ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଅଖାରେ ଭରି ଡ୍ରେନରେ ଫିଙ୍ଗି ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ...

‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’

ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରବିବାର ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି।...

ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜସ୍ଥାନ, ୫୦୦ରୁ ଅଧିକ ଟେରର ପ୍ରଫେସର ପଢ଼ାଉଛନ୍ତି ଦଙ୍ଗା ପାଠ୍ୟକ୍ରମ…

ନୂଆଦିଲ୍ଲୀ, ୩।୭ : ରାଜସ୍ଥାନ ସମେତ ସମଗ୍ର ଦେଶରେ ଆତଙ୍କବାଦର ଏକ ନୂଆ ଚେହେରା ସୃଷ୍ଟି ହେବାରେ ଲାଗିଛି। ଏବେ ଯେଉଁମାନେ ଆତଙ୍କବାଦ ବିସ୍ତାର କରୁଛନ୍ତି ସେମାନଙ୍କ ହାତରେ ଏକେ-୪୭ ନାହିଁ । ବସ ଏବଂ ଟ୍ରେନରେ ବୋମା ପ୍ଲାଣ୍ଟ...

ସୁରକ୍ଷା ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିଲେ ଯୁବକ

କୋଲକତା,୩।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶନିବାର ଜଣେ ଅଜ୍ଞାତ ଯୁବକ ପାଚେରି ଡେଇଁ ଘରେ ପଶିଥିଲେ। ରାତିସାରା ଘର ପରିସରରେ ରହିଥିଲେ। ସକାଳେ...

ପଞ୍ଜାବ ସରକାରରେ ସୋମବାର ହେବ ମନ୍ତ୍ରିମଣ୍ଡଳ ବିସ୍ତାର

ଚଣ୍ଡିଗଡ଼,୩ ।୭: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି)ସରକାର ସୋମବାର ତା’ର ମନ୍ତ୍ରିମଣ୍ଡଳର ବିସ୍ତାର କରିବ ବୋଲି ଅନୁମାନ କରାଯାଉଛି । ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳା ସମେତ ଅତିକମରେ ୫ ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯାଇପାରେ ବୋଲି କୁହାଯାଉଛି ।...

ଅଗ୍ନିପଥ, ଗୁଜରାଟ ଦଙ୍ଗାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କଲା ଭାଜପା

ହାଇଦ୍ରାବାଦ,୩ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨ ଦିନ ହେବ ହାଇଦ୍ରାବାଦରେ ଆରମ୍ଭ ହୋଇଛି । ଦ୍ୱିତୀୟ ଅର୍ଥାତ୍ ଶେଷ ଦିନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ଏହାକୁ ପାସ୍...

‘ମହାରାଷ୍ଟ୍ରରେ ଚାଲିଛି ଶିବସେନା ଏବଂ ଭାଜପା ସରକାର’

ମୁମ୍ବାଇ,୩।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏକନାଥ ସିନ୍ଧେ ତାଙ୍କର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ସିନ୍ଧେ ଉଦ୍ଧବ...

ଅମରାବତୀ ହତ୍ୟାକାଣ୍ଡରେ ସାମିଲ ଥିଲେ ନିକଟତମ ବନ୍ଧୁ, ସଂସ୍କାରରେ ବି ହୋଇଥିଲେ ସାମିଲ

ଅମରାବତୀ,୩ ।୭: ଅମରାବତୀ ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ମିଳିଥିବା ତାଜା ସୂଚନା ଅନୁଯାୟୀ, ମୃତକ ଉମେଶ ଖୋଲେଙ୍କ ହତ୍ୟାକାଣ୍ଡରେ ତାଙ୍କର ଜଣେ ଭଲ ବନ୍ଧୁ ବା ସାଙ୍ଗ ସାମିଲ ଥିଲେ ।...

ଅତିକ୍ରମଣ ହଟାଇବା ବେଳେ ଏସ୍‌ପିଙ୍କ ସମେତ ବହୁ ପୋଲିସ ଆହତ, ଲୋକଙ୍କ ପଥର ମାଡ଼…

ପାଟନା, ୩।୭ : ପାଟନାରେ ଅତିକ୍ରମଣ ହଟାଇବା ସମୟରେ ପୋଲିସ ଉପରେ ଆକ୍ରମଣ କରାଯାଇଛି। ଏଥିରେ ବହୁ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ସିଟି ଏସପି ଅମ୍ରିଶ ରାହୁଲ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅତିକ୍ରମଣ...

ଅଫିସରେ ତାଲା ପକାଇବା ବିଦ୍ରୋହୀଙ୍କ ପାଇଁ କିଛି ବଡ଼ କଥା ନୁହେଁ, କହିଲେ ଆଦିତ୍ୟ…

ମୁମ୍ବାଇ, ୩।୭ : ରବିବାର ମହାରାଷ୍ଟ୍ର ବିଧାନସଭାର ଆରମ୍ଭ ହୋଇଥିବା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନା ଦଳ ବିଧାନ ଭବନରେ ବିଧାନସଭାରେ ଶିବସେନା ପାର୍ଟି କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି। ବିଧାନ ଭବନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri