ଜାତୀୟ

ନୂପୁରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି

ନୂଆଦିଲ୍ଲୀ,୩ା୭: ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂପୁରଙ୍କ ବିରୋଧରେ କୋଲକାତା ପୋଲିସ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର ବିବାଦୀୟ ମନ୍ତବ୍ୟ ଦେବା ନେଇ ତାଙ୍କ ବିରୋଧରେ ପୋଲିସ ଦୁଇ ଥର ନୋଟିସ...

ଖଣି ଖନନ ସମୟରେ ଚାପି ହୋଇ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ଜୟପୁର,୩ା୭: ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ସିକର ଜିଲ୍ଲାର ନିମ୍‌କା ଥାନା ଅଞ୍ଚଳରେ ପାଟନ ନିକଟରେ ଖଣି ଖନନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଖନନ ସମୟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗିଯିବାରୁ ଏହା ତଳେ ପାର୍କିଂ...

ମୁସଲମାନ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିଲେ ଜରିମାନା ୫୧୦୦ ଟଙ୍କା, ସୋସିଆଲ ମିଡ଼ିଆରେ ଗୁଜବ…

ଅହମଦାବାଦ, ୩।୭ : ରାଜସ୍ଥାନର ଉଦୟପୁରରେ ହୋଇଥିବା କହ୍ନେୟା ଲାଲଙ୍କ ହତ୍ୟା ଘଟଣା ବିରୋଧରେ ସମଗ୍ର ଦେଶରେ ଉତ୍ତେଜନା ଜାରି ରହିଛି। ଏହି ଘଟଣାର ବିରୋଧରେ ଗୁଜୁରାଟର ବନାସକାଣ୍ଠା ଜିଲାର ଏକ ଗାଁରୁ ଏକ ଖବର ଆସିଛି, ଯାହା ବେଶ୍‌...

ରାହୁଲ ନାର୍ବେକର ବାଚସ୍ପତି ନିର୍ବାଚିତ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ରବିବାରଠାରୁ ଆରମ୍ଭ ହୋଇଛି। ବାଚସ୍ପତି ଭାବେ ରାହୁଲ ନାର୍ବେକରଙ୍କୁ ନିର୍ବାଚିତ କରାଯାଇଛି। ବିଜୟ ପାଇଁ ୧୪୫ ଭୋଟର ଆବଶ୍ୟକତାଥିବାବେଳେ ନାର୍ବେକରଙ୍କ ସପକ୍ଷରେ ୧୬୪ ଭୋଟ ପଡ଼ିଥିଲା। ଜଣ ଜଣ କରି...

ଶିବସେନା ଅଫିସ ସିଲ୍‌ କଲେ ସିନ୍ଧେ ସମର୍ଥକ…

ମୁମ୍ବାଇ, ୩।୭ : ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟରେ ବିବାଦ ଲାଗି ରହିଛି। ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ବିଧାନ ଭବନରେ ଶିବସେନା ବିଧାନସଭା...

ଦୁଇ ଲଶ୍କର ଆତଙ୍କବାଦୀଙ୍କୁ କାବୁ କଲେ ଗ୍ରାମବାସୀ…

ଶ୍ରୀନଗର, ୩।୭ : ଜମ୍ମୁ-କଶ୍ମୀରର ରେସି ଜିଲାରେ ଗ୍ରାମବାସୀଙ୍କ ଦ୍ୱାରା ଦୁଇ ଜଣ ସଶସ୍ତ୍ର ଲଶ୍କର-ଇ-ତାଇବା ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଏହା ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ଜଣେ ସ୍ଥାନୀୟ ଅଧିକାରୀ...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପାଖରେ ରହିଛି ଆବଶ୍ୟକ ଭୋଟ…

ନୂଆଦିଲ୍ଲୀ, ୩।୭ : ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସହଯୋଗୀ ତଥା ବନ୍ଧୁ ଦଳର ସମର୍ଥନ ଆବଶ୍ୟକ କରୁଛି। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭାଜପା ପାଖରେ ପର୍ଯ୍ୟାପ୍ତ ଭୋଟ ରହିଛି। ଉପରାଷ୍ଟ୍ରପତି ନିର୍ବାଚନରେ ମନୋନୀତ...

ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ...

ଟିନା ଡାବିଙ୍କ ପରେ ଏବେ ବିବାହ କରିବେ ଅତହର ଆମୀର, ଜାଣନ୍ତୁ କିଏ ସେ ଯୁବତୀ…

ନୂଆଦିଲ୍ଲୀ,୩।୭: ୨୦୧୫ ବ୍ୟାଚ୍‌ର ୟୁପିଏସ୍‌ସି ଟପ୍ପର ତଥା ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ତଥା ଆଇଏସ୍‌ ଅଫିସର ଅତହର ଆମୀର ଖାଁ ପୁଣି ବିବାହ କରିବାକୁ ଯାଉଛନ୍ତି। କଶ୍ମୀରର ଡାକ୍ତର ମେହେରିନ କାଜିଙ୍କୁ ସେ ବିବାହ କରିବେ।...

ସ୍ଥିତି ସଙ୍କଟ ଜନକ, ବଢୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ମୁସଲମାନ ଫେରିବାଲାଠାରୁ ଜିନିଷ କିଣିଲେ ୫୧୦୦ ଟଙ୍କା ଜରିମାନା!

ଅହମଦାବାଦ,୩ ।୭: ଉଦୟପୁରରେ ଟେଲରଙ୍କ ହତ୍ୟାକୁ ବିରୋଧ କରି ଗୁଜରାଟ ବନାସକାଣ୍ଠାରେ ମସଲମାନ ଫେରିବାଲାଙ୍କ ଠାରୁ ଜିନିଷ କ୍ରୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏହାକୁ ନେଇ ଶନିବାର ବନାସକାଣ୍ଠା ପ୍ରଶାସନର ପ୍ରତିକ୍ରିୟା ସାମ୍ନାକୁ ଆସିଛି ।...

ଅନଲାଇନରେ କରିହେବ ଅମରନାଥ ଦର୍ଶନ

ଜମ୍ମୁ,୩ ।୭: ଏବେ ଘରେ ବସି ଶ୍ରଦ୍ଧାଳୁମାନେ ବାବା ବର୍ଫାନି ବା ଅମରନାଥଙ୍କ ଦର୍ଶନ ଓ ପୂଜା କରିପାରିବେ । ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଅନଲାଇନ ପ୍ରସାଦ ବି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri