ଜାତୀୟ

ପାସ୍‌ପୋର୍ଟ ଫେରାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍‌

ମୁମ୍ବାଇ,୧।୭: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ। ଏନ୍‌ଡିପିଏସ୍‌ ସ୍ବତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟରେ ନିଜର ପାସ୍‌ପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ୍‌ ଆବେଦନ...

ସିନ୍ଧେ ଶିବସେନା ମୁଖ୍ୟମନ୍ତ୍ରୀ ନୁହନ୍ତି, ନୀରବତା ଭାଙ୍ଗିଲେ ଉଦ୍ଧବ…

ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶିବସେନାର ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ  ମନା କରି ଦେଇଛନ୍ତି। ଏଥିସହ...

୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା, ଭାରତୀୟ ରେଲଓ୍ବେ ରସିଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘ ପାଇଁ ୭୦ ଟଙ୍କା ନେଇଛି। ଭୋପାଳ ଶତାବ୍ଦୀ ଏକ୍ସପ୍ରେସରେ ଏଭଳି ଘଟିଛି। ସୂଚନାନୁସାରେ,...

ଟିଭି ଚ୍ୟାନେଲରେ ବିଚାରାଧୀନ ମାମଲା ଉପରେ ବିତର୍କ ଯୁକ୍ତିଯୁକ୍ତ କି ? ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୭ : ଜ୍ଞାନବାପି ବିଚାରାଧୀନ ମାମଲା ପ୍ରସଙ୍ଗରେ ଟିଭି ଚ୍ୟାନେଲ ବିତର୍କ କରାଯିବା ଯୁକ୍ତି ଯୁକ୍ତ କି ବୋଲି ସୁପ୍ରିମ୍‌କୋର୍ଟ (ଏସ୍‌ସ)ଶୁକ୍ରବାର ପ୍ରଶ୍ନ କରିଛନ୍ତି। ନୂପୁର ଶର୍ମା ମାମଲାର ବିଚାର ସମୟରେ ଶୀର୍ଷକୋର୍ଟ ଏଭଳି କହିଛନ୍ତି। ଏହାଦ୍ୱାରା ଦେଶ...

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଗୁଆହାଟୀ,୧।୭: ଆସାମରେ ଥମିନାହିଁ ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ରାଜ୍ୟର ୨୫ଟି ଜିଲାରେ ପ୍ରବଳ ବର୍ଷା ଯୋଗୁ ୨୯ ଲକ୍ଷରୁ ଅଧିକ...

ନୂପୁର ଦେଶର ସୁରକ୍ଷା ପାଇଁ ବିପଦ, ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌,ପ୍ରଥମେ ହାଇକୋର୍ଟ ଯାଅ,ପୋଲିସ ତଦନ୍ତ ଉପରେ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୭ : ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଏଥିସହ କୋର୍ଟ ତାଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ କହିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ...

ଉଦୟପୁରର କହ୍ନେୟାଲାଲ ହତ୍ୟା ମାମଲା: ୩୨ ପୋଲିସ ଅଧିକାରୀଙ୍କୁ ବଦଳି

ଜୟପୁର,୧।୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଘଟଣା ପରେ ଉଦୟପୁରର ଇନ୍ସପେକ୍ଟର୍‌ ଜେନେରାଲ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସୂଚନାଯୋଗ୍ୟ, ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦୀୟ...

ବଳାତ୍କାର ପୀଡ଼ିତାଙ୍କୁ ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ…

ମୁମ୍ବାଇ, ୧।୭ : ଜଣେ ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ କରି ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ବଳାତ୍କାର ଯୋଗୁ ଜାତ ହୋଇଥିବା ସନ୍ତାନଙ୍କୁ ଜନ୍ମ ଦେବେ ଅବା ନାହିଁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।...

ନୂଆ ସରକାରକୁ ଶୁଭେଚ୍ଛା ଜଣାଇଲେ ସଞ୍ଜୟ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ନୂଆ ସରକାର ଗଠନକୁ ନେଇ ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାଙ୍ଗିବା ଗଢିବା ଆମ ପାଇଁ ପୁରୁଣା କଥା...

ଶରଦ ପାୱାରଙ୍କୁ ଆୟକର ବିଭାଗର ନୋଟିସ୍‌

ମୁମ୍ବାଇ,୧।୭ : ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଝଟକା। ନିର୍ବାଚନ ସତ୍ୟପାଠ ମାମଲା ସମ୍ପର୍କିତ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୯ରେ ହୋଇଥିବା ଲୋକସଭା ନିର୍ବାଚନରେ ଶରଦ ପାୱାର...

ସମ୍ପତ୍ତି ଅଧିକାର ମୌଳିକ ମାନବିକ ଅଧିକାର, ସରକାରଙ୍କ ଉପରେ ୧୦ ଲକ୍ଷ ଜରିମାନା ଜାରି କଲେ ହାଇକୋର୍ଟ…

ଶ୍ରୀନଗର, ୧।୭ : ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଅଧିକାର ଏକ ମୌଳିକ ମାନବିକ ଅଧିକାର। ଏହାର ଉଲ୍ଲଂଘନ କରାଯାଇ ପାରିବ ନାହିଁ । ସରକାର ବଳ ପ୍ରୟୋଗ ପୂର୍ବକ ଏହାକୁ ଦଖଲ କରିପାରିବେ ନାହିଁ ବୋଲି ଜମ୍ମୁ-କଶ୍ମୀର ହାଇକୋର୍ଟ ଏକ...

ଆଜିଠୁ ତିନି ଦିନିଆ କେରଳ ଗସ୍ତରେ ରାହୁଲ

ନୂଆଦିଲ୍ଲୀ,୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠୁ ତିନି ଦିନିଆ କେରଳ ଗସ୍ତରେ ଯିବେ। ଗତ ସପ୍ତାହରେ ୱାୟନାଡ ସ୍ଥିତ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣା ପରେ ରାହୁଲ ଶୁକ୍ରବାର ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବେ ବୋଲି ଦଳ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri