ଜାତୀୟ

ନୂପୁର ଶର୍ମା ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ନୁପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡ଼ା ନିନ୍ଦା ଦେଇଛନ୍ତି। ଟିଭିରେ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ...

ସୁପ୍ରିମକୋର୍ଟ ଗଲେ ନୂପୁର: ଲଗାତର ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ସୁପ୍ରିମକୋର୍ଟ ଯାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ତାଙ୍କୁ କ୍ରମାଗତ ଭାବରେ...

ଉଦ୍ଧବଙ୍କୁ ଝଟ୍‌କା, ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧।୭ : ମହାରାଷ୍ଟ୍ରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ...

କ୍ଷମତା ପାଇଁ ଅର୍ଥ-ବାହୁବଳର ପ୍ରୟୋଗ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ, ୧।୭ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମ୍‌ପି ଜୟରାମ ରମେଶ ଭାଜପାକୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରରେ ଭାଜପା ଅଯଥାରେ କ୍ଷମତା ଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ...

‘ମୁଁ ସିନ୍ଧେଙ୍କୁ ଶିବସୈନିକ ଭାବୁନାହିଁ’

ମୁମ୍ବାଇ,୧।୭: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ ଶୁକ୍ରବାର ଏକ ଖବରଦାତା...

ସିନ୍ଧେଙ୍କ ବିଧାନସଭା ପ୍ରବେଶ ଉପରେ ଲାଗୁ ରୋକ, ଅଯୋଗ୍ୟତା ନୋଟିସ ନେଇ ସୁପ୍ରିମ୍‌କୋର୍ଟରେ ଶିବସେନା…

ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ କ୍ଷମତାର ଓଲଟପାଲଟ ହୋଇଛି ଏବଂ ବର୍ତ୍ତମାନ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ମଧ୍ୟ ରାଜନୈତିକ ମତଭେଦ ବନ୍ଦ ହୋଇନାହିଁ । ବିବାଦକୁ ନେଇ ଶିବସେନା ପୁଣି ଥରେ...

ଅହମ୍ମଦାବାଦରେ ରଥଯାତ୍ରା ଆରମ୍ଭ: ମୁଖ୍ୟମନ୍ତ୍ରୀ କଲେ ଛେରାପହଁରା

ଅହମ୍ମଦାବାଦ,୧।୭: ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହାଆଡମ୍ବରରେ ପାଳନ କରାଯାଏ। କେବଳ ପୁରୀ ନୁହେଁ, ଅହମ୍ମଦାବାଦରେ ମଧ୍ୟ ରଥଯାତ୍ରା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ୧୪୫ତମ ରଥଯାତ୍ରା ଅହମ୍ମଦାବାଦର...

ସ୍ଥିତି ଅଣାୟତ୍ତ, ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୭: : ଆଜି ପବିତ୍ର ଘୋଷଯାତ୍ରା। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଅଗଣିତ ଭକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି,ରଥ ଯାତ୍ରାର ବିଶେଷ ଦିନରେ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୭: ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଶାସ୍ତା ହୋଇଛି ଗ୍ୟାସ ସିଲିଣ୍ଡର ଦାମ । ଇଣ୍ଡିଆନ ଅଏଲ କର୍ପୋରେଶନ ବା ଆଇଓସିର େଓବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର...

ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ମୁମ୍ବାଇ/ନୂଆଦିଲ୍ଲୀ,୧ା୭:ଜୁନ୍‌ ୨୧ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବେ ମୁଖ୍ୟମନ୍ତ୍ରୀ। ଏହା ହେଉଛି ମହାରାଷ୍ଟ୍ର ରାଜନୀତିରେ ପ୍ରଥମାଶ୍ଚର୍ଯ୍ୟ। ଦ୍ୱିତୀୟ ବିସ୍ମୟକର...

ଇଡିରେ ହାଜର ହେବା ପୂର୍ବରୁ ଶିବସେନା କର୍ମୀଙ୍କୁ ସଞ୍ଜୟଙ୍କ ଅପିଲ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଝଡ଼ ଶିବସେନା ନେତା ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣ ପରେ ଏକ ପ୍ରକାର ଶାନ୍ତ ପଡିଯାଇଛି । ହେଲେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ର ଝଗଡ଼ାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri