ଜାତୀୟ

କହ୍ନେୟାଲାଲଙ୍କ ଘରେ ପହଞ୍ଚିଲେ ଗେହଲଟ

ଉଦୟପୁର,୩୦ ।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ଉଦୟପୁରରେ ଥିବା କହ୍ନେୟାଲାଲଙ୍କ ଘରେ ପହଞ୍ଚିଛନ୍ତି । ସେଠାରେ ସେ କହ୍ନେୟାଲାଲଙ୍କ ପରିବାର ସଦସ୍ୟଙ୍କ ସହ କଥା ହେବା ବେଳେ ସେମାନଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହ୍ନେୟାଲାଲଙ୍କ ପରିବାରକୁ...

ବିଦ୍ରୋହର ପୁରସ୍କାର, ସିନ୍ଧେଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏକ ସୂଚନାନୁସାରେ ଦେବେନ୍ଦ୍ର ପଡ଼ନଭୀସ ଶୁକ୍ରବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ଆମେ ଅଣ୍ଟି ଛୁରି ହୋଇ ତଣ୍ଟି କାଟିନୁ, ବିଦ୍ରୋହୀ ବିଧାୟକଙ୍କ ମନ୍ତବ୍ୟ…

ପଣଜୀ, ୩୦।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ରାଜ୍ୟରେ ଭାଜପା ସରକାର ଗଠନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କ ନେତୃତ୍ୱରେ ଆଲୋଚନା ଜାରି ରହିଛି। ଏପରିସ୍ଥଳେ ଏକନାଥ...

ବଜ୍ରପାତରୁ ଜଳିଗଲା ବହୁ ଦୋକାନ, କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ

ପାଟନା,୩୦ା୬: ବିହାରର ରାଜଧାନୀ ପାଟନା ପୋଶ ବଜାରରେ ଥିବା ହଥୁଆ ମାର୍କେଟରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଯୋଗୁ ଅନେକ ଦୋକାନ ପୋଡ଼ି ଛାରଖାର ହୋଇଯାଇଛି। ବଜ୍ରପାତରୁ ପ୍ରଥମେ ଏକ ବାଇକ୍‌ରେ ନିଆଁ ଲାଗିବା ପରେ ଏହା ଗୋଟିଏ ପରେ ଗୋଟିଏକୁ...

ଭୂସ୍ଖଳନରେ ଭୁଶୁଡ଼ିଲା ସେନା ଶିବିର, ୫୫ ଯବାନ ମାଟି ତଳେ…

ଇମ୍ଫାଲ, ୩୦।୬ : ଲଗାତାର ବର୍ଷା ଯୋଗୁ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ମଣିପୁରରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ସେନା ଶିବିର ଭୁଶୁଡ଼ି ଯାଇଛି। ୫୫ ସେନା ଯବାନ ମାଟି ତଳେ ଦବି ହୋଇ...

ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ,ଏମଏସଏମଇ ପାଇଁ ନୂଆ ସୁଯୋଗ…

ନୂଆଦିଲ୍ଲୀ, ୩୦।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ବିଜ୍ଞାନ ଭବନରେ ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅନ୍ତର୍ଗତ ’ଉଦ୍ୟୋଗୀ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମର ଶଭାରମ୍ଭ କରିଛନ୍ତି। ଥିଲେ। ରାଇଜିଂ ଆଣ୍ଡ ଏକ୍ସଲେଟିଂ ଏମଏସଏମଇ...

ସାମ୍ପ୍ରତିକ ସ୍ଥିତିରେ ସାମୁଦ୍ରିକ ସୁରକ୍ଷା ଅପରିହାର୍ଯ୍ୟ, କହିଲେ ଡୋଭାଲ…

ନୂଆଦିଲ୍ଲୀ, ୩୦।୬ : ପରିବର୍ତ୍ତିତ ଭୌଗୋଳିକ ବିକାଶ ମଧ୍ୟରେ ସମ୍ପ୍ରତି ସାମୁଦ୍ରିକ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗୁରୁବାର ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀର ପ୍ରଥମ ବୈଠକରେ ଯୋଗଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏହା କହିଛନ୍ତି। ଦେଶର ସାମୁଦ୍ରିକ...

ଶିବସେନାର ଜନ୍ମ କ୍ଷମତା ପାଇଁ ହୋଇନାହିଁ,ସଞ୍ଜୟଙ୍କ ମନ୍ତବ୍ୟ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଆମେ ଭାବପ୍ରବଣ ହୋଇପଡିଥିଲୁ। ସମସ୍ତଙ୍କର ଉଦ୍ଧବ ଠାକରେଙ୍କ...

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ ସରକାର ଗଠନ କରିବେ । ଏମିତିକି ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା...

ହାଇ ଟେନସନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଅଟୋ, ୮ ଜୀବନ୍ତ ଦଗ୍ଧ…

ହାଇଦ୍ରାବାଦ, ୩୦।୬ :  ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୁରୁବାର ଏଠାରେ ଏକ ଅଟୋ ହାଇ ଟେନସନ ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି ଜଳି ଯାଇଛି। ଅଟୋରେ ଥିବା ଆଠ ଜଣ ଲୋକ ଜୀବନ୍ତ ଦଗ୍ଧ...

ଫ୍ଲୋର ଟେଷ୍ଟର ଆଉ ଆବଶ୍ୟକତା ନାହିଁ, ବିଧାନସଭା ସଚିବ ଦେଲେ ସୂଚନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ବିଧାନସଭା ସଚିବ ରାଜେନ୍ଦ୍ର ଭାଗଓ୍ବତ ସୂଚନା ଦେଇଛନ୍ତି ଯେ, ଆଉ ଫ୍ଲୋର ଟେଷ୍ଟର ଆବଶ୍ୟକତା ନାହିଁ। ସେ ଏସମ୍ପର୍କରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ଜଣାଇଛନ୍ତି। ସେ...

ଘନେଇଲା ସଙ୍କଟ, ଲକ୍ଷେ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୩୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri