ଜାତୀୟ

ଭାଜପା ସହିତ ଶିବସେନାର ୩୩ ବର୍ଷର ମେଣ୍ଟ, ୭୩ ଆସନରୁ ୫୬ରେ ପହଞ୍ଚିଛି ଶିବସେନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ସିନ୍ଧେ ୨୦ ଜୁନ ରାତିରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଜୁନ୍‌ ୨୨ ରେ ରାତି ୮ ଟା ୧୧ରେ ଏକାସାଙ୍ଗରେ ଦୁଇଟି ଟୁଇଟ କରିଥିଲେ। ସେ ଲେଖିଥିଲେ...

ଜୁଲାଇ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନବିଶ

ମୁମ୍ବାଇ,୩୦ ।୬: ଗଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନ । ବୁଧବାର ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁରୁବାର ସକାଳୁ ସେ ହେଲେ କାର୍ଯ୍ୟକାରୀ ସିଏମ । ମହାରାଷ୍ଟ୍ରର ଏହି ରାଜନୈତିକ ସଙ୍କଟ ମଧ୍ୟରେ ଭାରତୀୟ...

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ନାମାଙ୍କନ ଦାଖଲ, ଯାଞ୍ଚ୍‌ ପୂର୍ବରୁ ୨୮ ଖାରଜ…

ନୂଆଦିଲ୍ଲୀ, ୩୦।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୁଧବାର ଶେଷ ହୋଇଛି। ଜୁନ ୨୯ ତାରିଖ ପର୍ଯ୍ୟନ୍ତ ମୋଟ ୧୧୫ ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ସେଥିମଧ୍ୟରୁ ୮୭ଟି ନାମାଙ୍କନ ଯାଞ୍ଚ ପାଇଁ...

ମୁଖ୍ୟମନ୍ତ୍ରୀ ପଦରେ ୯୪୩ ଦିନ ରହିଲେ ଉଦ୍ଧବ, ଏବେ ପର୍ଯ୍ୟନ୍ତ ୨ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ୫ ବର୍ଷ

ମୁମ୍ବାଇ,୩୦ ।୬: ମହାରାଷ୍ଟ୍ରରେ ୨୦୧୯ ନଭେମ୍ବର ୨୮ରେ ଆରମ୍ଭ ହୋଇଥିବା ଉଦ୍ଧବ ରାଜ ଏବେ ଶେଷ ହୋଇଛି । ଗତ ୧୦ ଦିନ ହେବ ଲାଗି ରହିଥିବା ରାଜନୈତିକ ସଙ୍କଟ ଶେଷରେ ଶେଷ ହୋଇଛି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ...

କରାଚୀରେ ଟ୍ରେନିଂ ନେଇଥିଲେ ଅଭିଯୁକ୍ତ

ଜୟପୁର, ୩୦ା୬: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟାଲାଲ ତେଲି(୪୮)ଙ୍କ ବୀଭତ୍ସ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)କୁ ଦିଆଯାଇଛି। ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ତଦନ୍ତ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ପାଇବା...

ଚିତ୍ରା ରାମକ୍ରିଷ୍ଣନ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ, ୩୦ା୬: ଡାର୍କ ଫାଇବର ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ), ଏହାର ବିଜନେସ୍‌ ଡେଭେଲପମେଣ୍ଟ ଅଫିସର ରବି ବାରାଣସୀ, ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକ୍ରିଷ୍ଣନ୍‌, ତାଙ୍କ...

ଆରମ୍ଭ ହେଲା ଅମରନାଥ ଯାତ୍ରା, ଅଗଷ୍ଟ ୧୧ରେ ହେବ ଶେଷ

ଜମ୍ମୁ,୩୦ ।୬: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ପୁଣିଥରେ ଆରମ୍ଭ ହୋଇଛି ପବିତ୍ର ଅମରନାଥ ଯାତ୍ରା । ଗୁରୁବାର ଅର୍ଥାତ୍ ଜୁନ ୩୦ରୁ ଔପଚାରିକ ଭାବେ ଏହି ଯାତ୍ରା ଆରମ୍ଭ ହୋଇଛି । ପହଲଗାମ ବେସ କ୍ୟାମ୍ପରେ ପାଖାପାଖି...

ଟୁଇଟରକୁ କେନ୍ଦ୍ରର ଶେଷ ନୋଟିସ୍‌

ନୂଆଦିଲ୍ଲୀ,୩୦।୬: କେନ୍ଦ୍ର ସରକାରଙ୍କର ପ୍ରତ୍ୟେକ ନିର୍ଦ୍ଦେଶାବଳୀକୁ ପାଳନ କରିବା ଉଦ୍ଦେଶ୍ୟରେ ବୁଧବାର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟରକୁ ଫାଇନାଲ ନୋଟିସ୍‌ ଜାରି କରାଯାଇଛି। ଏନେଇ ଟୁଇଟରକୁ ଜୁଲାଇ ୪ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ନିୟମ ପାଳନ ନ...

ଜୁବୈରଙ୍କ ଗିରଫଦାରିକୁ ଜାତିସଂଘର ନିନ୍ଦା

ନୂଆଦିଲ୍ଲୀ,୩୦।୬: ଅଲ୍ଟ ନ୍ୟୁଜ୍‌ ଚ୍ୟାନେଲର ଖବରଦାତା ମହମ୍ମଦ ଜୁବୈରଙ୍କ ଗିରଫଦାରି ମାମଲାକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୌଣସି ସାମ୍ବାଦିକଙ୍କୁ ତାଙ୍କ ଟୁଇଟ୍‌, ଲେଖା ଓ ମନ୍ତବ୍ୟକୁ ଆଧାର କରି ଗିରଫ କରିବା ଉଚିତ୍‌ ନୁହେଁ ବୋଲି ବୁଧବାର ଜାତିସଂଘ...

ମଧ୍ୟରାତ୍ରିରେ ମହାନାଟକ

ମୁମ୍ବାଇ,୩୦ା୬: ହିନ୍ଦୁ ହୃଦୟ ସମ୍ରାଟ ସ୍ବର୍ଗତ ବାଲାସାହେବ ଠାକ୍‌ରେଙ୍କ ଲିଗାସି ଏବଂ ସବୁଠୁ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ୧୧ ଦିନ ଧରି ଚାଲିଥିବା ଟଣାଓଟରା ବୁଧବାର ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ...

କେରଳରେ ବଢି ଚାଲିଛି ଆନ୍ଥ୍ରାକ୍ସ

ଥିରୁଭାନନ୍ତପୁରମ,୩୦ ।୬: କେରଳରେ କୋଭିଡ ୧୯ ପୁଣିଥରେ ବଢି ଚାଲିଥିବା ବେଳେ ଇତିମଧ୍ୟରେ ଆନ୍ଥ୍ରାକ୍ସ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । କେରଳର ଅଥିରାପିଲ୍ଲି ବନାଞ୍ଚଳରେ ଗତ କିଛିଦିନ ହେବ ଆନ୍ଥ୍ରାକ୍ସ କାରଣରୁ ଅଧିକାଂଶ ଜଙ୍ଗଲି ଘୁଷୁରିଙ୍କ...

ଶେଷକୁ କାମରେ ଆସିଲା ଶାହାଙ୍କ ରଣନୀତି

ନୂଆଦିଲ୍ଲୀ,୩୦ ।୬: କାମ ଦେଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି । ଦୀର୍ଘ ଅଢେଇ ବର୍ଷର ଅପେକ୍ଷା ପରେ ତୃତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସଫଳ ହେଲା ଅପରେଶନ ଲୋଟସ । ଏହି ଅପରେଶନରେ ସଫଳ ହେବାକୁ ଅବଶ୍ୟ ଭାରତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri