ଜାତୀୟ

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରତିକ୍ରିୟା ରଖିଲେ ଏକନାଥ: କହିଲେ, ଏହା ହିନ୍ଦୁତ୍ୱର ବିଜୟ

ମୁମ୍ବାଇ,୨୭।୬: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୧ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି କୋର୍ଟ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତିଙ୍କୁ ଏନୁଯାୟ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଅଯୋଗ୍ୟତା...

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସତ୍ୟେନ୍ଦ୍ରଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବଢାଇ ଦେଇଛନ୍ତି। ବେଆଇନ୍‌ ଅର୍ଥ କାରବାରରେ...

‘ଅଗ୍ନିପଥ’ଯୋଜନାର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ମମତା

କୋଲକାତା,୨୭।୬: ‘ଅଗ୍ନିପଥ’ଯୋଜନାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ମମତା କହିଛନ୍ତି, ୪...

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ଦେତା ଅଜିତ ପାଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସୋମବାର ଟୁଇଟ କରି ଏହି...

ସୁପ୍ରିମକୋର୍ଟ ଆମପାଇଁ ଭଗବାନ: ସଞ୍ଜୟ ରାଉତ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ଭିନ୍ନ ଭିନ୍ନ ମୋଡ ନେଉଛି । ଅସନ୍ତୁଷ୍ଟ ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରାଯାଇଛି । ଏହି ଶୁଣାଣି ସମୟରେ ଡେପୁଟି ସ୍ପିକରଙ୍କୁ...

କୁଲଗାମ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏ ନେଇ କଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ତେବେ...

ଜୁଲାଇ ୧୧ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨୭।୬: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଇତିମଧ୍ୟରେ ମହାରାଷ୍ଟ୍ର ସରକାରରେ ଜଣେ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ୧୫ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ ବିରୋଧରେ କରାଯାଇଥିବା ଆବେଦନର...

ଉଦ୍ଧବଙ୍କ କାର୍ଯ୍ୟାନୁଷ୍ଠାନ: ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ କାଢି ନେଲେ ବିଭାଗ

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମୁନି। ସୋମବାର ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା ପ୍ରାୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ଆଜି ସେ ସବୁ ବିଭାଗ...

ସିନ୍ଧେଙ୍କ ଆବେଦନ ଉପରେ ଡେପୁଟି ସ୍ପିକରଙ୍କୁ ନୋଟିସ ପଠାଇଲେ ସୁପ୍ରିମ କୋର୍ଟ, ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ

ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ ସବୁ ପକ୍ଷଙ୍କୁ ୫ ଦିନ ମଧ୍ୟରେ ଦେବାକୁ ପଡିବ । ପରବର୍ତ୍ତି ଶୁଣାଣି...

ସଞ୍ଜୟଙ୍କ ଉପରେ ବର୍ଷିଲେ ଏକନାଥଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ପୁଅମାନଙ୍କର ଏଣ୍ଟ୍ରି ଦେଖାଗଲାଣି । ଗୋଟିଏ ପଟେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଙ୍ଗ ସମ୍ଭାଳୁଥିବା ବେଳେ ଏବେ ଏକନାଥ ସିନ୍ଧେଙ୍କ ପୁଅ ଶ୍ରୀକାନ୍ତ ସିନ୍ଧେ ମଧ୍ୟ...

ପିଏମ ସମ୍ମାନ ନିଧିର ଲାଭ ନେଉଛନ୍ତି ୩୩ ହଜାର ମୃତକ

ଋାୟବରେଲି,୨୭ ।୬: ଉତ୍ତର ପ୍ରଦେଶ ରାୟବରେଲି ଜିଲାର ୩୩ହଜାର ୯୩୬ ଏମିତି କୃଷକ ରହିଛନ୍ତି କାଗଜ ପତ୍ରରେ ସେମାନେ ମୃତ ହୋଇଥିବା ବେଳେ କିନ୍ତୁ କୃଷକ ସମ୍ମାନ ନିଧିର ଲାଭ ନେଉଛନ୍ତି । କୃଷି ନିର୍ଦ୍ଦେଶାଳୟ ଲକ୍ଷ୍ନୌରୁ ଆସିଥିବା ଏକ...

ଏମ୍‌ଏନଏସ୍‌ ମୁହାଁ ଶିବସେନାର ବିଦ୍ରୋହୀ ବିଧାୟକ…

ମହାରାଷ୍ଟ୍ର, ୨୭।୬ : ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ବିଧାୟକ ଉଦ୍ଧବଙ୍କ ସମ୍ପର୍କୀୟ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବର୍ନିମାନ ସେନା(ଏମ୍‌ଏନଏସ୍‌)ରେ ଯୋଗ ଦେଇ ପାରନ୍ତି ବୋଲି ଆକଳନ କରାଯାଉଛି।  ଏହାର ମୁଖ୍ୟ କାରଣ ହେଉଛି ଯେ ଏକନାଥ ସିନ୍ଧେଙ୍କ ପାଖରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri