ଜାତୀୟ

ଆଇପିଏସ୍‌ ଅଫିସର ବସନ୍ତ ରଥଙ୍କ ଇସ୍ତଫା

ଶ୍ରୀନଗର ,୨୭।୬: ନିର୍ବାଚନୀ ରାଜନୀତିରେ ଯୋଗଦେବା ଲାଗି ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବସନ୍ତ କୁମାର ରଥ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ ଦେଇଛନ୍ତି। ଆଇଜି ପାହ୍ୟାର ଅଧିକାରୀ...

୧ ଯାଏ ପୋଲିସ ହାଜତରେ ରହିବେ ତୀସ୍ତା

ମୁମ୍ବାଇ, ୨୭ା୬: ଗିରଫ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡ୍‌ଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍‌ ଦେବାର ଦିନକ ପରେ ତୀସ୍ତାଙ୍କୁ ଶନିବାର...

ପିସିସି ସଭାପତିଙ୍କ ସମେତ ୧୯ ଆହତ

ଅଗରତାଲା,୨୭।୬: ତ୍ରିପୁରା ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରବିବାର କଂଗ୍ରେସ ଭବନ ସମ୍ମୁଖରେ ଭାଜପା ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ତ୍ରିପୁରା ପିସିସି ସଭାପତି ବୀରଜିତ ସିହ୍ନାଙ୍କ ସମେତ ୧୯ ଜଣ ଆହତ...

ରାଜନୈତିକ ଦଳର ପଞ୍ଜୀକରଣ ରଦ୍ଦ ଲାଗି କ୍ଷମତା ଚାହୁଁଛି ଇସି

ନୂଆଦିଲ୍ଲୀ,୨୭।୬(ପି.ଟି.): ଦୁର୍ନୀତିରେ ଲିପ୍ତ ଥିବା ଅଣସ୍ବୀକୃତିପ୍ରାପ୍ତ ଦଳଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ହଟାଇବା ପ୍ରକ୍ରିୟା ଚାଲିଥିବାବେଳେ ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବା ଲାଗି ନିର୍ବାଚନ କମିଶନ (ଇସି) କ୍ଷମତା ଚାହୁଁଛନ୍ତି। କୌଣସି ଜନ ସଂଗଠନକୁ ରାଜନୈତିକ ଦଳ ଭାବେ...

ଦଖଲ ଆସନ ହାତଛଡ଼ା

ନୂଆଦିଲ୍ଲୀ,୨୭।୬: ୩ ଲୋକ ସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ଏହି ଆସନଗୁଡ଼ିକୁ ପୂର୍ବରୁ ଦଖଲ କରିଥିବା ଦଳଗୁଡ଼ିକ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ସେହିପରି ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ୪ଟି ଆସନକୁ...

ସୁପ୍ରିମକୋର୍ଟ ଗଲେ ସିନ୍ଧେ

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୬: ଶିବସେନାର ଅସଲ ନେତା କିଏ ତାକୁ ନେଇ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ସେନାପତି ଏକନାଥ ସିନ୍ଧେଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ସିନ୍ଧେ ଶିବିରରେ ଜଣେ ପରେ ଜଣେ ମନ୍ତ୍ରୀ-ବିଧାୟକ ଯୋଗଦେବା ପରେ ବିଦ୍ରୋହୀଙ୍କ...

ପୁରୀ ରଥଯାତ୍ରା କଥା କହିଲେ ମୋଦି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଓଡ଼ିଶାର ପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ କହିଛନ୍ତି। ଜୁଲାଇ ୧ରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ପୁରୀ ରଥଯାତ୍ରା ସହିତ ପ୍ରତ୍ୟେକ...

ଅଗ୍ନିପଥ ଯୋଜନାର ୩ହଜାର ପଦ ପାଇଁ ହେଲାଣି ୫୬୯୬୦ ଆବେଦନ, ଜୁଲାଇ ୫ରେ ବନ୍ଦ ହେବ ପଞ୍ଜିକରଣ

ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ, ୩ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ ଚୟନ ପାଇଁ ଆବେଦନ କରିବାକୁ ଘୋଷଣା କରଯାଇଥିଲା । ଭାରତୀୟ ବାୟୁସେନା କହିଛି ଅଗ୍ନିପଥ ଯୋଜନାରେ ୩୦୦୦ ଅଗ୍ନିବୀରଙ୍କ...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୬।୬: ଜୁନ୍‌ ୨୩ରେ ୩ ଲୋକ ସଭା ଓ ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ଗଡ଼ କୁହାଯାଉଥିବା ସଙ୍ଗ୍ରୁର ଲୋକ ସଭା ଆସନରେ ଶାସକ ଆମ୍‌...

‘ଜରୁରୀକାଳୀନ ପରିସ୍ଥିତ ଭାରତୀୟ ଗଣତନ୍ତ୍ର ଉପରେ କଳାଦାଗ’

ମ୍ୟୁନିକ୍‌,୨୬ା୬: ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜର୍ମାନୀର ମ୍ୟୁନିକ୍‌ରେ ପହଞ୍ଚିଛନ୍ତି। ଭାରତ ଜି ୭ର ସଦସ୍ୟ ହୋଇ ନ ଥିଲେ ହେଁ ଜର୍ମାନୀ ପକ୍ଷରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ମୋଦି ସେଠାକୁ...

ଟସ୍‌ ଜିତିଲା ଭାରତ

ଡବଲିନ୍‌,୨୬।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହା ପ୍ରଥମ ମ୍ୟାଚ୍‌। ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଏହି...

୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୬।୬: ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେଙ୍କ କ୍ୟାମ୍ପ୍‌ର କେତେଜଣ ବିଧାୟକଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ପରେ କେନ୍ଦ୍ର ସରକାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛନ୍ତି। ତେବେ ଏହି ତାଲିକାରେ ସେମାନଙ୍କ ନେତା ସିନ୍ଧେଙ୍କ ନାଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri