ଜାତୀୟ

‘ପୁଅ ରାଜଧର୍ମ, ମୁଁ ରାଷ୍ଟ୍ରଧର୍ମ ପାଳନ କରିବି’

ନୂଆଦିଲ୍ଲୀ,୨୬।୬: ଆସନ୍ତା ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଜୁନ୍‌ ୨୭ରେ ନାମାଙ୍କନ ପତ୍ର ଦାଖଲ କରିବେ।...

ସୁପ୍ରିମକୋର୍ଟ ଗଲେ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଉପବାଚସ୍ପତି ପଠାଇଥିବା ଅଯୋଗ୍ୟ ନୋଟିସ ବିରୋଧରେ ଏକନାଥ ସିନ୍ଦେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା...

ଭାଜପାର ପ୍ରଚଣ୍ଡ ବିଜୟ ପରେ ମୋଦି କହିଲେ…

ନୂଆଦିଲ୍ଲୀ,୨୬।୬: ରାମପୁର ଏବଂ ଆଜମଗଡ ଲୋକ ସଭା ପାଇଁ ହୋଇଥିବା ଉପନିର୍ବାଚନରେ ଏକ ବଡ଼ ଓଲଟପାଲଟ ହୋଇଛି। ଭାଜପା ଏହି ଦୁଇଟି ଆସନକୁ ସମାଜବାଦୀ ପାର୍ଟିଠାରୁ ଛଡ଼ାଇ ନେଇଛି। ରାମପୁରରେ ଭାଜପା ପ୍ରାର୍ଥୀ ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟିର ଅସୀମ...

ଆଜମଗଡ଼, ରାମପୁର ଆସନ ହାତେଇଲା ଭାଜପା

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ୨ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ରାମପୁର ଏବଂ ଆଜମଗଡ଼ ଆସନରେ ଭାଜପା ବିଜୟୀ ହୋଇଛି। ଭାଜପା ପ୍ରାର୍ଥୀ ଦୀନେଶ ଲାଲ ଯାଦବ ନିରହୁଆ ଆଜମଗଡ଼ରୁ ବିଜୟୀ ହୋଇଛନ୍ତି।...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଦିଲ୍ଲୀ ପହଞ୍ଚିଲେ ଶରଦ ପାୱାର

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୀତିରେ ସଙ୍କଟ ଲାଗି ରହିଥିବା ବେଳେ ରବିବାର ଏନସିପି ନେତା ଶରଦ ପାୱାର ଦିଲ୍ଲୀ ପହଞ୍ଚିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ହେଲେ ଶରଦ ପାୱାର କହିଛନ୍ତି ସେ ଦିଲ୍ଲୀରେ କାହାକୁ...

‘ଏବେ ଆଇନଗତ ଲଢେଇ ଆରମ୍ଭ’

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରବିବାର ଶିବସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଶିବସେନା ଏମ୍‌ପି ଅରବିନ୍ଦ ସାୱନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ପରିସ୍ଥିତି କେବଳ ରାଜନୈତିକ ଲଢେଇ ନୁହେଁ, ବର୍ତ୍ତମାନ ଆଇନଗତ ଲଢେଇ...

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୬।୬: ତ୍ରିପୁର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ମାଣିକ ସାହା ବରଦୋଓ୍ବାଲି ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ନିକଟତମ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ସାହାଙ୍କୁ ପରାସ୍ତ କରିଛନ୍ତି। ମାଣିକଙ୍କୁ ୧୬,୮୭୦ ଖଣ୍ଡ ଭୋଟ ମିଳିଥିବାବେଳେ ଆଶିଷଙ୍କୁ ୧୦,୯୩୦...

ଦଲବୀର କୌରଙ୍କ ପରଲୋକ

ଚଣ୍ଡିଗଡ,୨୬।୬: ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ହୋଇ ସେଠାରେ ମୃତ୍ୟୁବରଣ କରିଥିବା ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କର ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ୧୯୯୦,...

ନାଳକୁ ଖସିଲା ଗାଡ଼ି: ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ବେଙ୍ଗାଲୁରୁ,୨୬।୬: କର୍ନାଟକର ବେଲାଗଭି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରମିକଙ୍କ ନେଇ ଯାଉଥିବା ଗାଡି ନାଳରେ ଖସିପଡିବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୭ ଜଣଙ୍କର ଘଟଣାସ୍ଥଳରେ...

ରାଜେନ୍ଦ୍ର ନଗର ଉପ ନିର୍ବାଚନ, ଏଏପି ପ୍ରାର୍ଥୀଙ୍କ ବିଜୟ…

ନୂଆଦିଲ୍ଲୀ, ୨୬।୬ : ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଉପ ନିର୍ବାଚନରେ ଏଏପିର ଦୁର୍ଗେଶ ପାଠକ ଭାଜପାର ରାଜେଶ ଭାଟିଆଙ୍କ ପରାଜିତ କରିଛନ୍ତି। ଦୁର୍ଗେଶ ୧୧, ୪୬୮ ଭୋଟରେ ବିଜୟୀ ହୋଇଛନ୍ତି। ଦୁର୍ଗେଶ ୪୦, ୩୧୯ ଭୋଟ ପାଇଥିବାବେଳେ ରାଜେଣ...

ସଙ୍ଗରୁର ଲୋକ ସଭା ଉପ ନିର୍ବାଚନରେ ମାନ୍‌ ବିଜୟୀ…

ଚଣ୍ଡିଗଡ଼, ୨୬।୬ : ପଞ୍ଜାବ ସଙ୍ଗରୁରରେ ଲୋକସଭା ଉପ ନିର୍ବାଚନରେ ଆମ ଆଦମୀ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ଏଠାରେ ଅକାଳୀ ଦଳ ଅମୃତସରର ସିମରନଜିତ ସିଂ ମାନ୍‌ ବିଜେତା ହୋଇଛନ୍ତି। ଆମ ଆଦ୍‌ମୀ ପାର୍ଟିର ଗୁରମେଲ ସିଂଙ୍କୁ ମାନ୍‌...

ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କୁ କେନ୍ଦ୍ର ସରକାରଙ୍କ ସୁରକ୍ଷା, ଘର ବାହାରେ ସିଆର୍‌ପିଏଫ୍‌ ଯବାନ…

ମୁମ୍ବାଇ, ୨୬।୬ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ସରକାର ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଥିବା ୧୬ ଜଣ ବିଧାୟକଙ୍କୁ ସୁରକ୍ଷା ଯୋଗାଇବ। ସଦ୍ୟତମ ସୂଚନା ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri