ଜାତୀୟ

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମାୟାବତୀ

ନୂଆଦିଲ୍ଲୀ,୨୫।୬: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍‌ପି ସମର୍ଥନ କରିବ। ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ସୂଚନା ଦେଇଛନ୍ତି। ଦଳର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳ ପକ୍ଷରୁ ସମର୍ଥନ କରାଯାଇଥିବା ମାୟାବତୀ କହିଛନ୍ତି। ଅନ୍ୟପଟେ,...

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଶିବସେନାର ବସିବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ,୨୫।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଅପରାହ୍ନ ୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା...

୭ରୁ ୧୧ବର୍ଷର ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ

ନୂଆଦିଲ୍ଲୀ,୨୫।୬: ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍‌ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଶୁକ୍ରବାର ୭ରୁୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ କରିବାକୁ ସୁପାରିଶ କରିଛି। ଶନିବାର ଏନେଇ ସରକାରୀ...

ଇସ୍ତଫା ଦେବେ ନାହିଁ ଉଦ୍ଧବ, ଶକ୍ତି ପରୀକ୍ଷାକୁ କରିବେ ଅପେକ୍ଷା

ମୁମ୍ବାଇ,୨୫ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଲ ହେବାରେ ଲାଗିଛି । ଏକନାଥ ସିନ୍ଦେଙ୍କୁ ସହଯୋଗ କରୁଥିବା ଶିବସେନାର ଅସନ୍ତୁଷ୍ଟ ବିଧାୟକମାନେ ଏବେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଏକ ପ୍ରକାର ସ୍ଥିର କରି ନେଇଥିବା ବେଳେ...

ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ଆଲର୍ଟ, ୫ ହଜାର ଅତିରିକ୍ତ ଯବାନ ମୁତୟନ

ଜମ୍ମୁ,୨୫ ।୬: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଅମରନାଥ ଯାତ୍ରା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟ ୨୬ଜୁନରୁ ଜମ୍ମୁରୁ ବାହାରିବ । ସହରର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ପୂର୍ବରୁ ଅତିରିକ୍ତ...

ମୋଦି, ରାଜନାଥଙ୍କୁ ସମର୍ଥନ ମାଗିଲେ ଯଶବନ୍ତ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମର୍ଥନ ଲୋଡ଼ିଛନ୍ତି। ଉଭୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଯଶବନ୍ତ ସିହ୍ନା । ଜୁଲାଇ ୨୭ ତାରିଖରେ ଯଶବନ୍ତ...

ଆସାମରେ ବନ୍ୟାସ୍ଥିତି: ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି

ଗୁଆହାଟୀ,୨୫।୬: ଆସାମରେ ବନ୍ୟାସ୍ଥିତି ଅଣାୟତ। ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଥିବା ବେଳେ ୨୮ ଜିଲାର ୩୩.୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବେବି ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଥିବା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ...

ତପନ ଡେକା ହେଲେ ଆଇବି ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୫।୬: ବରିଷ୍ଠ ଆଇପିଏସ୍‌ ଅଫିସର ତପନ କୁମାର ଡେକାଙ୍କୁ ଶୁକ୍ରବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ଡେକା ଯୋଗଦେବେ।...

ନୂଆ ଶ୍ରମ ଆଇନକୁ ବିରୋଧ

ଭୁବନେଶ୍ୱର(ବ୍ୟୁରୋ)/ ନୂଆଦିଲ୍ଲୀ, ୨୫।୬: ଦେଶରେ ଆସନ୍ତା ୧ ତାରିଖରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ନୂଆ ଶ୍ରମ ଆଇନ ଲାଗୁ ହୁଏ, ତା’ହେଲେ ଶ୍ରମିକମାନେ ବ୍ୟାପକ କ୍ଷତି ସହିବେ ବୋଲି ସଙ୍ଗଠନଗୁଡିକ ପକ୍ଷରୁ ଆଶଙ୍କା କରାଯାଉଛି। ମୁଖ୍ୟତଃ ଏହି ଆଇନ...

ଆସାମ ବନ୍ୟା: ଚଳିତ ବର୍ଷ ମୃତକଙ୍କ ସଂଖ୍ୟା ୧୧୭

ଗୁଆହାଟି,୨୫ ।୬: ଦେଶର ପୂର୍ବୋତ୍ତର ରାଜ୍ୟ ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । କିଛି ଜିଲାରେ ଏବେବି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁ ଶୁକ୍ରବାର ୪୫.୩୪...

କଠୋର ହେଲେ ଠାକ୍‌ରେ

ମୁମ୍ବାଇ/ଗୁଆହାଟୀ/ନୂଆଦିଲ୍ଲୀ,୨୫ା୬: ଶିବସେନାର ଦୁଇ ନମ୍ବର ନେତା ଏକନାଥ ସିନ୍ଧେ ଭାଜପା ଶାସିତ ଆସାମର ଏକ ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କୁ ଧରି ମହାରାଷ୍ଟ୍ର ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ଶୁକ୍ରବାର ଆଉ ଦୁଇଜଣ ଶିବସେନା ବିଧାୟକ ବିଦ୍ରୋହୀ ଶିବିରରେ ସାମିଲ...

ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ ଅଫିସ ଭଙ୍ଗାରୁଜା

ଓ୍ବାୟନାଡ,୨୫।୬: କେରଳର ଓ୍ବାୟନାଡରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଅଫିସ୍‌କୁ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଛନ୍ତି। ଶୁକ୍ରବାର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ରାହୁଲଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସେଠାରେ ଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri