ଜାତୀୟ

ଶ୍ରୀନଗର ଏନକାଉଣ୍ଟର: ଲସ୍କରର ୨ ଆତଙ୍କବାଦୀ ନିହତ, ଚଳିତ ବର୍ଷ ୧୦୦ ଆତଙ୍କବାଦୀ ସଫା

ଜମ୍ମୁ,୧୪ ।୬: ଶ୍ରୀନଗର ସହରରେ ଲଗାତାର ଦ୍ୱିତିୟ ଦିନ ଅର୍ଥାତ୍ ସୋମବାର ସୁରକ୍ଷାର୍କମୀଙ୍କ ସହ ହୋଇଥିବା ମୁହାଁମୁହିଁରେ ଲସ୍କର-ଏ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଆତଙ୍କବାଦୀ ବୋଲି ଜଣାପଡିଛି ।...

ରାହୁଲଙ୍କୁ ୩ ଘଣ୍ଟା ଜେରା

ନୂଆଦିଲ୍ଲୀ,୧୩।୬: ଇଡି ଅଫିସରେ ରାହୁଲଙ୍କୁ ୩ ଘଣ୍ଟା ଜେରା କରାଯାଇଛି। ସୋମବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡିରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ପରେ ରାହୁଲଙ୍କୁ ପଚରାଉଚରା କରାଯାଇଥିଲା। ଇଡିରେ ହାଜର ହେବାକୁ ଆଜି...

ରାହୁଲ ଗାନ୍ଧୀଙ୍କ ଜେରାକୁ କଂଗ୍ରେସର ବିରୋଧ, ଥାନାରେ ଗାଇଲେ ‘ରଘୁପତି ରାଘବ ରାଜାରାମ’

ନୂଆଦିଲ୍ଲୀ,୧୩।୬: ‘ନ୍ୟାଶନାଲ ହେରାଲ୍ଡ’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାହୁଲ ଗାନ୍ଧୀଙ୍କୁ ଜେରାକରି ବିଭିନ୍ନ ପ୍ରଶ୍ନ ପଚାରିଛି। ଏପରିକି ପିଏମ୍‌ଏଲ୍‌ଏ ଆଇନର ଧାରା ୫୦ ଆଧାରରେ ରାହୁଲଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ଏହାକୁ...

୧୪ ଦିନିଆ ନ୍ୟାୟିକ ହେପାଜତରେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୋମବାର ଏହି ମାମଲାର ଶୁଣାଣି କରି ରୋଜ ଏଭେନ୍ୟୁ କୋର୍ଟ ସତୈନ୍ଦ୍ରଙ୍କୁ ନ୍ୟାୟିକ ହେପାଜତକୁ...

ଆମାଜନ ଦେବ ୨୦୦ କୋଟି ଫାଇନ୍‌

ନୂଆଦିଲ୍ଲୀ,୧୩।୬: ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନ୍‌ସିଏଲଏଟି) ସୋମବାର ଆମେରିକାର ଇ-କମର୍ସ କମ୍ପାନୀ ଆମାଜନକୁ ବଡ ଝଟକା ଦେଇଛି । ଟ୍ରିବ୍ୟୁନାଲ ଆମାଜନ-ଫ୍ୟୁଚର ଗ୍ରୁପକୁ ନେଇ ଏକ ଆଦେଶ ଜାରି କରାଯାଇଛି। ଏଥିରେ ୪୫ ଦିନ ମଧ୍ୟରେ ୨୦୦ କୋଟି...

ଭଉଣୀ ଆଗରେ ଭାଇଙ୍କୁ ଝୁଣି ମାରିଲେ ବୁଲାକୁକୁର

ମୁମ୍ବାଇ,୧୩।୬: ମହାରାଷ୍ଟ୍ରର କାଟୋଲ ସହରରେ ବୁଲାକୁକୁର ଆକ୍ରମଣରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଭଉଣୀଙ୍କ ସହ ଭାଇ ବାହାରେ ବୁଲାବୁଲି କରୁଥିଲେ। ସେତିକିବେଳେ କିଛି ବୁଲାକୁକୁର ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କୁ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ଭଉଣୀ...

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ତାଙ୍କୁ ଛାଡ଼ପତ୍ର ଦେବାର ଅପରାଧ ହୋଇପାରିବ ନାହିଁ କିମ୍ବା ଏହାକୁ...

ଇଡି କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ସହ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୧୩।୬: ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ନ୍ୟାଶନାଲ ହେରାଲ୍ଡ’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଂ’ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ରାହୁଲଙ୍କ ସହ...

ପ୍ରତିବାଦ କରିବାରୁ ମହିଳାଙ୍କୁ କଟରରେ ଆକ୍ରମଣ: ପୀଡ଼ିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୩ା୬: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ ଯୋଗୁ ଅଭିଯୁକ୍ତମାନେ ପେପର କଟରରେ ତାଙ୍କ ମୁହଁକୁ ଆକ୍ରମଣ କରିଛନ୍ତି। ଫଳରେ ପୀଡ଼ିତାଙ୍କ ମୁହଁରେ ୧୧୮ ଷ୍ଟିଚ୍‌ କରାଯାଇଛି।...

ଜୟ ଶ୍ରୀରାମ ସ୍ଳୋଗାନ ଦେଇ ୨ ମୁସଲମାନଙ୍କୁ ଆକ୍ରମଣ

ରାଞ୍ଚି,୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ହେଉଛି। ଏଭଳି ସ୍ଥିତିରେ ରାଞ୍ଚତ୍ର ସୁଜାତା ଚୌକରେ ଜୟ ଶ୍ରୀରାମ ସ୍ଳୋଗାନ ଦେଇ ଏକ ହିନ୍ଦୁ ଯୁବଗୋଷ୍ଠୀ ଜିଶାନ୍‌(୨୪) ଏବଂ ଫୈଜାନ(୨୧)ଙ୍କୁ ମାଡ଼ ମାରିଥିବା...

ସତ୍ୟାଗ୍ରହକୁ ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ…

ନୂଆଦିଲ୍ଲୀ, ୧୩।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରିଛି। ଏନେଇ କଂଗ୍ରେସ ଦଳ ବିରୋଧ କରୁଛି। ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ପାର୍ଟି ସତ୍ୟାଗ୍ରହ ଘୋଷଣା କରିଛି। ସତ୍ୟାଗ୍ରହକୁ ନେଇ କଂଗ୍ରେସ ଭାଜପା ମୁହାଁମୁହିଁ...

ଭାରତୀୟଙ୍କ ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି…

ନୂଆଦିଲ୍ଲୀ, ୧୩।୬ : ଭାରତରେ ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି ପାଇଛି। ନମୁନା ରେଜିଷ୍ଟ୍ରେଶନ ସିଷ୍ଟମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତୀୟମାନଙ୍କର ହାରାହାରି ବୟସ ଦୁଇ ବର୍ଷ ବଢ଼ି ୬୯.୭ ବର୍ଷକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri