ଜାତୀୟ

ଡ୍ରଗ୍ସ୍‌ ମାମଲା, ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ …

ମୁମ୍ବାଇ, ୧୩।୬ : ଡ୍ରଗ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗରଫ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କ ନାମ ଡ୍ରଗ ମାମଲା ସହ ଜଡିତ ହେବାରେ...

ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …

ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦିଲ୍ଲୀ ପୋଲିସ ଗିରଫ...

ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ମୁସେୱାଲା ହତ୍ୟାକାଣ୍ଡ: ଶାର୍ପ ସୁଟର ସନ୍ତୋଷ ଗୁଜରାଟରୁ ଗିରଫ

ନୂଆଦିଲ୍ଲୀ,୧୩ ।୬: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ପୁଣେ ଗ୍ରାମୀଣ ପୋଲିସର କ୍ରାଇମ ବ୍ରାଞ୍ଚ ଶାର୍ପ ସୁଟର ସନ୍ତୋଷ ଯାଦବଙ୍କୁ ଗୁଜରାଟରୁ ଗିରଫ କରିଛି । ପୋଲିସର ଏକ ଟିମ ରବିବାର ରାତିରେ ସନ୍ତୋଷଙ୍କୁ ଗିରଫ କରିଥିବା ସୂଚନା...

ଇଡିରେ ହାଜର ହେବା ପୂର୍ବରୁ ରାହୁଲଙ୍କ ଘର ସାମ୍ନାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୩ ।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ପଚରା ଉଚରା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ସାମ୍ନାରେ ହାଜର ହେବାର ଅଛି । ହେଲେ ଏହା ପୂର୍ବରୁ ଆରମ୍ଭ ହୋଇ ଯାଇଛି ପୋଷ୍ଟର...

ସମୁଦ୍ର ଆଁକୁ ଯିବ ମୂମ୍ବାଇ !…

ନୂଆଦିଲ୍ଲୀ, ୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବୁଡ଼ିଯିବ। ଏହି ବିପଦ ଅନେକ ଅନ୍ତର୍ଜାତୀୟ ଅଧ୍ୟୟନରେ ପ୍ରକାଶ ପାଇଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ବର୍ତ୍ତମାନ ଏକ ଅଧ୍ୟୟନ ଦାବି କରିଛି ଯେ ମୁମ୍ବାଇ ସହର ପ୍ରତିବର୍ଷ ୨ ମିଲିମିଟର...

ସକାଳୁ ସକାଳୁ ଥରିଲା ମେଘାଳୟ…

ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ...

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ପୂର୍ବରୁ କଂଗ୍ରେସ ନେତାଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଅଛି । ସେ ସକାଳ ସାଢେ ୧୦ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ । ତେବେ ଏହା...

ଆଇନଗତ ଦ୍ୱନ୍ଦ୍ୱ, ମହିଳା ପୁରୁଷଙ୍କୁ କରିପାରିବେ କି ବଳାତ୍କାର, ହାଇକୋର୍ଟଙ୍କ ମୌଖିକ ଟିପ୍ପଣୀ…

ଥିରୁଭାନନ୍ତପୁରମ୍‌, ୧୩।୬ : ଜଣେ ମହିଳା ପୁରୁଷକୁ ବଳାତ୍କାର କରିପାରିବ କି? ବଳାତ୍କାର ବିରୋଧରେ ଆଇନ ତାଙ୍କୁ ଦଣ୍ଡ ଦେବା ପାଇଁ ଲିଙ୍ଗ ନିରପେକ୍ଷ ହୋଇପାରେ କି? କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହା ପାଇଁ ମୌଖିକ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ

ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା ଶିଳ୍ପ ଉପର ପଡିଥିବା ଦେଖାଯାଇଛି । ବିଶେଷ କରି ସ୍ୱରାଷ୍ଟ୍ରର ଗ୍ରାମାଞ୍ଚଳରେ କାମ...

ହିଂସାକାରୀଙ୍କଠାରୁ ଆଦାୟ ହେବ ନଷ୍ଟ ସମ୍ପତ୍ତିର ମୂଲ୍ୟ

ଲକ୍ଷ୍ନୌ୍‌, ୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ହିଂସା ଘଟାଇଥିବା ବ୍ୟକ୍ତିମାନେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ବାବଦ ଦେୟ ଭରିବେ ବୋଲି ଉତ୍ତରପ୍ରଦେଶ ପୋଲିସ...

ଇଡି ସମନ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୩ା୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୨୩ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ୧୩ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ସୋନିଆ କୋଭିଡ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri