ଜାତୀୟ

ଟାର୍ଗେଟ୍‌ କିଲିଂ, ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କଲେ ଆତଙ୍କବାଦୀ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଜାରି ରଖିଛନ୍ତି। ଗୁରୁବାର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। କୁଲଗାମ୍‌ର ଆରେହ ଗାଁରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ବ୍ୟାଙ୍କରେ ପଶି ଏହି କାଣ୍ଡ...

ପ୍ରଧାନମନ୍ତ୍ରୀଙ୍କୁ କେଜରିଓ୍ବାଲ୍‌ଙ୍କ ନିବେଦନ: ଆମ ମନ୍ତ୍ରୀମାନଙ୍କୁ ଏକାଠି କରନ୍ତୁ ଗିରଫ

ନୂଆଦିଲ୍ଲୀ,୨।୬: ଆମ୍‌ ଆଦ୍‌ମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜରିୱାଲ କହିଛନ୍ତି, ଇଡି ସହାୟତାରେ କେନ୍ଦ୍ର ସରକାର ସତ୍ୟେନ୍ଦ୍ର...

ୟୁଟ୍ୟୁବ ଭାରତର ୧୧ ଲକ୍ଷରୁ ଅଧିକ ଭିଡ଼ିଓ ଡିଲିଟ କଲା, ୪୪ ଲକ୍ଷରୁ ଅଧିକ ଆକାଉଣ୍ଟ ହଟିଲା…

ନୂଆଦିଲ୍ଲୀ, ୨।୬ : ଭାରତରେ ୨୦୨୨ ର ପ୍ରଥମ ତିନି ମାସରେ ୟୁଟ୍ୟୁବ ୧୧ ଲକ୍ଷରୁ ଅଧିକ ଭିଡିଓ ଡିଲିଟ କରିଛି। ବିଶ୍ୱସ୍ତରରେ ଏହି ସଂଖ୍ୟା ବହୁତ ଅଧିକ ବୋଲି କୁହାଯାଉଛି। ଏହା ବ୍ୟତୀତ, ୟୁଟ୍ୟୁବ ସାମୁଦାୟିକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ...

‘ମୋଦିଙ୍କ ସିପାହୀ ସାଜି କରିବି ଦେଶ ସେବା’

ଗାନ୍ଧିନଗର,୨।୬: ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଭାଜପାରେ ଯୋଗଦେବେ। ଏହା ପୂର୍ବରୁ ସେ ଦେଶ ସେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିପାହି ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା...

ତିହାର ଜେଲ୍‌ରେ ଖଲିସ୍ତାନୀ ସକ୍ରିୟ, ସହାୟତା ଯୋଗାଇ ଦେଉଛନ୍ତି ଗ୍ୟାଙ୍ଗଷ୍ଟର- ଜେଲ୍‌ କର୍ମଚାରୀ…

ତିହାର, ୨।୬ : ପଞ୍ଜାବରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ରାଜ୍ୟରେ ସୁରକ୍ଷା ପ୍ରସଙ୍ଗ ଉପରେ ପୁଣି ଥରେ ପ୍ରଶ୍ନ ଉଠାଇଛି। ଅପରପକ୍ଷରେ, ଖଲିସ୍ତାନୀ ଗୋଷ୍ଠୀର ସକ୍ରିୟତା ମଧ୍ୟ ଚିନ୍ତାର କାରଣ ପାଲଟିଛି। ପ୍ରକାଶ ଯେ, ଏହି ଗୋଷ୍ଠୀମାନେ ସେମାନଙ୍କ...

୩ ହଜାର ଟପିଲା ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୫…

ନୂଆଦିଲ୍ଲୀ, ୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪...

କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ୍‌, ୧୦ ଗିରଫ…

ନୂଆଦିଲ୍ଲୀ, ୨।୬ : ଦିଲ୍ଲୀର ଦକ୍ଷିଣ ଜିଲାର ହୌଜଖାସ ପୋଲିସ ଷ୍ଟେଶନ ପକ୍ଷରୁ ଏକ ବଡ଼ କିଡ୍‌ନୀ ର଼୍ୟାକେଟର ପର୍ଦ୍ଦାଫାଶ କରାଯାଇଛି। ଓଟି ଟେକ୍ନିସିଆନ, ଦୁଇ ଡାକ୍ତରଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ସୋସିଆଲ...

ବିହାରରେ ଜାତିଗତ ଜନଗଣନା ହେବ

ପାଟନା,୨ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଘୋଷଣା କରିଛନ୍ତି। ପାଟନାସ୍ଥିତ ରାଜ୍ୟ ସେକ୍ରେଟାରିଏଟ୍‌ରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଉକ୍ତ ବୈଠକରେ ବିଧାନସଭାରେ ପ୍ରତିନିଧିତ୍ୱ...

ଭୟରେ କଶ୍ମୀରୀ ପଣ୍ଡିତଙ୍କ ଶିବିର ସିଲ୍‌

ଶ୍ରୀନଗର, ୨ା୬: କଶ୍ମୀରରେ ଟାର୍ଗେଟ କିଲିଂ ଥମୁ ନ ଥିବାରୁ ଉପତ୍ୟକା ଛାଡ଼ିବାକୁ କଶ୍ମୀରୀ ପଣ୍ଡିତମାନେ ଚେତାବନୀ ଦେବା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଟ୍ରାଞ୍ଜିଟ୍‌ କ୍ୟାମ୍ପ୍‌ଗୁଡ଼ିକୁ ବୁଧବାର ସିଲ୍‌ କରିଛି। ସେମାନଙ୍କୁ ଶିବିର ବାହାରକୁ ଆସିବା ପାଇଁ ବାରଣ...

ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୨ା୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗୁରୁବାର ଓ ଶୁକ୍ରବାର ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିରେ ଦଳର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା...

ସତ୍ୟେନ୍ଦ୍ରଙ୍କୁ ପଦ୍ମବିଭୂଷଣ ଦିଆଯାଉ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୬: ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି। ତାଙ୍କୁ ପଦ୍ମବିଭୂଷଣ ସମ୍ମାନ ଦିଆଯିବା କଥା ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଭାଜପା ଦିଲ୍ଲୀର ଆମ୍‌ ଆଦ୍‌ମୀ...

ମୃତ୍ୟୁ ଅସ୍ବାଭାବିକ ନୁହେଁ

କୋଲକାତା, ୨ା୬: ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନଥ ଓରଫ୍‌ କେକେଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିଥିବାବେଳେ ସେଠାରେ ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri