ଜାତୀୟ

ୟୁନିଫର୍ମ ସିଲାବସ୍‌ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଲେ ହାଇକୋର୍ଟ,ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ସମାନ ପାଠ…

ନୂଆଦିଲ୍ଲୀ, ୨।୫ : ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ୟୁନିଫର୍ମ ସିଲାବସ୍‌ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏହାର ଜବାବ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଭାଜପା ନେତା ଅଶ୍ୱିନୀ କୁମାର ଉପାଧ୍ୟୟଙ୍କ ପକ୍ଷରୁ...

ଟିକା ନେବାକୁ କାହାକୁ ବାଧ୍ୟ କରିପାରିବେନି ସରକାର, ଏସ୍‌ସିଙ୍କ ରାୟ…

ନୂଆଦିଲ୍ଲୀ, ୨।୫ : କରୋନା ଟିକା ନେବାକୁ ସରକାର କାହାକୁ ବାଧ୍ୟ କରିପାରିବେନି। ଏନେଇ ସୁପ୍ରିମ୍‌କୋର୍ଟ(ଏସ୍‌ସି) ରାୟ ଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ସରକାର ନୀତି ପ୍ରସ୍ତୁତ କରିପାରିବେ। ସେହିପରି ଲୋକଙ୍କ କଲ୍ୟାଣ ପାଇଁ କେତେକ ସର୍ତ୍ତ ମଧ୍ୟ ଲାଗୁ କରିପାରିବେ...

ମେ’ ୧୪ ପରେ ଉଦ୍ଧବଙ୍କ ପର୍ଦ୍ଦାଫାଶ୍‌ କରିବାକୁ କହିଲେ ଫଡନାଭିସ …

ମୁମ୍ବାଇ, ୨।୫ : ମହାରାଷ୍ଟ୍ରର ରାଜନୀତିରେ ପୁଣି ଥରେ ଅଯୋଧ୍ୟା ବାବ୍ରି ମସଜିଦର ବିବାଦୀୟ ସ୍ଥଳର ପ୍ରତିଧ୍ୱନୀ ଶୁଣାଯାଉଛି। ମହାରାଷ୍ଟ୍ରର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ ରାଜ୍ୟର ମେଣ୍ଟ ସରକାରଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ମେ’ ୧୪ ପରେ...

ରାଜନୈତିକ ଦଳ ଗଠନ କରିବେ ପିକେ, ବିହାରରୁ ଆରମ୍ଭ…

ନୂଆଦିଲ୍ଲୀ, ୨।୫ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ)ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି। ଭାଜପା ତାପରେ କଂଗ୍ରେସ ଏବଂ ପରେ ଜେଡିୟୁ ସମେତ ବିଭିନ୍ନ ରାଜନୈତିକ ଦଳ ପାଇଁ ନିର୍ବାଚନର ରଣନୀତି ପ୍ରସ୍ତୁତ କରିବେ। ଏଣିକି...

ପଶ୍ଚିମବଙ୍ଗ ଭାଜପାରେ ଘରକଳି ପଦାରେ, ଶାହାଙ୍କ ଗସ୍ତ ପୂର୍ବରୁ ୧୫ ପଦାଧିକାରୀଙ୍କ ଇସ୍ତଫା…

କୋଲକାତା, ୨।୫ : ପଶ୍ଚିମବଙ୍ଗ ଭାଜପାରେ ଘରକଳି ବଢ଼ିବାରେ ଲାଗିଛି। ଏବେ ଏହା ପଦାରେ ପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ବଙ୍ଗଳାରେ ଦଳର ମତଭେଦ ସମାଧାନର ଦାୟିତ୍ୱ ଗ୍ରହଣ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶାହା ଆସନ୍ତା ମେ’...

ମୃତ୍ୟୁ ସଂଖ୍ୟା ୩୦ ତଳେ…

ନୂଆଦିଲ୍ଲୀ, ୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ...

ରାଜ ଠାକରେଙ୍କୁ ପୋଲିସର ନୋଟିସ

ମୁମ୍ବାଇ,୨ ।୫: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଥମିବାର ନାଁ ନେଉନି । ଏବେ ନବନୀତ ରାଣାଙ୍କ ମାମଲା ସମାଧାନ ହୋଇ ନ ଥିବା ବେଳେ ଏମଏନଏସ ମୁଖ୍ୟ ରାଜ ଠାକରେ ହନୁମାନ ଚାଳିଶାକୁ ନେଇ ଏକ...

୧୫ ବର୍ଷ ଧରି ୩ ପ୍ରେମିକାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ ବ୍ୟକ୍ତି, ଏବେ ପଡ଼ିଲା ହାତଗଣ୍ଠି

ଭୋପାଳ,୨।୫: ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଲିରାଜପୁର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଆଦିବାସୀ ରୀତିନୀତି ଅନୁଯାୟୀ ୩ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ତାଙ୍କର ୬ ସନ୍ତାନ ମଧ୍ୟ ଉପସ୍ଥିତ ଥିଲେ। ନାନପୁର ଅଞ୍ଚଳରେ...

ଲ୍ୟାଣ୍ଡିଙ୍ଗ ପୂର୍ବରୁ ଝଡ ଭିତରେ ଫସିଗଲା ସ୍ପାଇସ ଜେଟ: ୪୦ ଯାତ୍ରୀ ଆହତ

କୋଲକାତା,୨ ।୫: ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ସ୍ପାଇସ ଜେଟର ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଙ୍ଗ ସମୟରେ ଝଡ ବର୍ଷା ମଧ୍ୟରେ ଫସି ଯାଇଥିଲା । ଫଳରେ ପ୍ରାୟ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସ୍ପାଇସ...

୩ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକଟ କଟିବା ଆଶଙ୍କା, ରଣନୀତି ପ୍ରସ୍ତୁତ କଲା ଭାଜପା…

ଶିମ୍‌ଲା, ୨।୫ : ଗତ ଚାରିମାସ ମଧ୍ୟରେ ଦୁଇଟି ଆଭ୍ୟନ୍ତରୀଣ ସର୍ଭେର ଫଳାଫଳକୁ ନେଇ ହିମାଚଳ ପ୍ରଦେଶରେ ଭାଜପା ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ତିନିଜଣ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକେଟ କାଟିବ ବୋଲି...

ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ପ୍ରବେଶ ମନା…

ହାଇଦ୍ରାବାଦ୍‌, ୨।୫ : ଓସମାନିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବେଶକୁ ମନା କରାଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାହୁଲଙ୍କ ଅଣ-ରାଜନୈତିକ ପରିଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। ଯଦିଓ ଏହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, କିନ୍ତୁ...

ଝିଅ ପାଇଁ ଯେଉଁ ବରପାତ୍ର ଠିକ୍‌ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…

ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ ଜଣେ ବାପା ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆଣିଥିଲେ। ପୁଅର ପ୍ରୋଫାଇଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri