ଜାତୀୟ

ଦ୍ରୁତ ଗତିରେ ବଢୁଛି ଭାରତର ଜନସଂଖ୍ୟା; ୧୦୦୦ ପୁରୁଷରଙ୍କ ତୁଳନାରେ ଏତିକି ମହିଳା

ନୂଆଦିଲ୍ଲୀ,୧୩।୮: ୨୦୩୬ ସୁଦ୍ଧା ଦେଢ଼ଶହ କୋଟି ଟପିବ ଭାରତର ଜନସଂଖ୍ୟା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୦୩୬ ବେଳକୁ ଭାରତର ଜନସଂଖ୍ୟା ୧୫୨ କୋଟି ୨୦ ଲକ୍ଷ ହେବ। ତେବେ ଜନସଂଖ୍ୟା ବଢିଲେ ମଧ୍ୟ ସେ ସମୟରେ ପୁରୁଷ...

ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍‌ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ

ଡେରାଡୁନ,୧୩।୮: ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ ଆଣିଲେ ନିଜ ଜନ୍ମକଲା ଝିଅ। ଆଉ ଏହି ଅଭିଯୋଗନୁସାରେ ବାପାଙ୍କୁ ବି ହୋଇଥିଲା ୫ବର୍ଷ ଜେଲ୍‌। ଆଉ ଜେଲ୍‌ରେ ୫ବର୍ଷ ବିତାଇବା ପରେ ବାପା ଯେବେ ମୁକୁଳିଥିଲେ ସେତେବେଳେ ଜଣାପଡିଥିଲା ସାଂଘାତିକ...

ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୩।୮: ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ଅପଡେଟ୍‌ ଆସିଛି। ସେ ଆବେଦନ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ...

ଭୁଲଭୁଲେୟା କମେଡିଆନଙ୍କ ଘର ସିଜ୍‌! ଜବତ ହେଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୧୩।୮: କମେଡି ବାଦଶାହ ରାଜପାଲଙ୍କ ଘରେ ହୋଇଛି ଚଢାଉ। ତାଙ୍କର କୋଟିକୋଟି ସମ୍ପତ୍ତି ଜବତ କରାଯାଇଛି। ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। କମେଡିଆନ ରାଜପାଲ ୟାଦବ ୨୦୧୨ରେ ଅତା ପତା...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ବରିଷ୍ଠ ଭାଜପା ନେତା, କହିଲେ ମୁଖିଆ ପରିବର୍ତ୍ତନ କରୁ ପାର୍ଟି

ନୂଆଦିଲ୍ଲୀ,୧୩।୮:ବାଂଲାଦେଶରେ ଅଶାନ୍ତିର ବାତାବରଣ ମଧ୍ୟରେ ମନ୍ଦିର ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଛି। ଏହାକୁ ନେଇ ଅର୍ଥନୀତିଜ୍ଞ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମସ୍ବାମୀ ବାଂଲାଦେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ ପ୍ରଶ୍ନ ଉଠାଇଛନ୍ତି ଯେ,...

ମୋର ଭୁଲ ହୋଇ ଯାଇଛି…ନିଜର କେଉଁ ନିଷ୍ପତ୍ତିକୁ ନେଇ ସର୍ବସମ୍ମୁଖରେ ଅନୁତାପ କଲେ ଅଜିତ ପାଓ୍ବାର, କ୍ଷମା ମାଗି କହିଲେ…

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର...

ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି...

କୋଲକାତାରେ ଘଟିଛି ନିର୍ଭୟା-୨ କାଣ୍ଡ: ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଲା ଭାଜପା

କୋଲକାତା,୧୩।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳ ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା ଘଟଣା ସହିତ ତୁଳନା କରି ଏହାକୁ ନିର୍ଭୟା-୨ ବୋଲି କହିଛି।...

ଉନ୍ନାଓ,କଠୁଆରେ ବଳାତ୍କାରୀଙ୍କ ସହ ଥିଲା ଭାଜପା: ପଓ୍ବନ ଖେଡା

ନୂଆଦିଲ୍ଲୀ,୧୩।୮: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଏହି ପ୍ରସଙ୍ଗରେ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡା...

ଅଗଷ୍ଟ ୧୫ରେ ବନ୍ଦରହିବ ଏହି ସବୁ ରାସ୍ତା, ବଦଳିଲା ବସ୍‌ର ରୁଟ୍‌

ନୂଆଦିଲ୍ଲୀ, ୧୩।୦୮: ଦେଶର ରାଜଧାନୀରେ ସ଼୍ବାଧୀନତା ଦିବସ ପାଇଁ ଲାଲ୍‌କିଲ୍ଲାରେ ଆୟୋଜିତ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କାରଣରୁ ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍‌ ପୋଲିସ୍‌ ଏନେଇ ଆଡ୍‌ଭାଇଜାରି ଜାରି କରିଛି । ଏହି...

ରୁଷିଆ ସହ ମିଶି ଚାଇନା-ପାକିସ୍ତାନର ନିଦ ହଜାଇଲା ଭାରତ

ନୂଆଦିଲ୍ଲୀ/ମସ୍କୋ,୧୩।୮: ଭାରତ ପୁଣି ଥରେ ଏପରି କିଛି କରିଛି ଯାହା ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନର ନିଦ ହଜାଇଦେଇଛି। ଗତ ବର୍ଷ ଆଣବିକ ଶକ୍ତି ସମ୍ବନ୍ଧରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସମାନ...

କେଜରିଓ୍ବାଲଙ୍କ ସ୍ଥାନରେ ପତାକା ଉତ୍ତୋଳନ କରି ପାରିବେନି ଅତିଶୀ

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ (୧୫ଅଗଷ୍ଟ)ରେ ଜାତୀୟ ପତାକା ଉଡାଇବା ପ୍ରସଙ୍ଗ ଆମ ଆଦମୀ ପାର୍ଟି ସରକାର ଏବଂ ରାଜ ନିୱାସଙ୍କ ମଧ୍ୟରେ ଏକ ନୂଆ ବିବାଦର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଥାନରେ ଛତ୍ରସାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri