ଜାତୀୟ

କେଜ୍‌ରିୱାଲଙ୍କୁ ବଡ଼ ଝଟ୍‌କା: ନ୍ୟାୟିକ ହେପାଜତ ଅଗଷ୍ଟ ୮ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସମସ୍ୟା ଦୂର ହେବାର ନାଁ ଧରୁନି। ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିୱାଲଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଅଗଷ୍ଟ ୮ରେ ଶୁଣାଣି...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଖଣିଜ ସଂପଦରୁ ଓଡ଼ିଶାକୁ ମିଳିବ ଅଧିକ କର

ନୂଆଦିଲ୍ଲୀ,୨୫।୭: ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତିରେ ଖଣିଜ ସମ୍ପଦ ଭରା ରାଜ୍ୟଗୁଡିକ ପାଇଁ ଏକ ବଡ଼ ବିଜୟ ହୋଇଛି। ପ୍ରଧାନ ବିଚାରପତିଙ୍କ ଦ୍ୱାରା ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ଖଣିଜ ପଦାର୍ଥ ଉପରେ ଲାଗୁ କରାଯିବାକୁ ଥିବା ଆବେଦନ ଉପରେ ଏକ...

ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ସେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି।ରାଷ୍ଟ୍ରପତି ପିଲାମାନଙ୍କୁ ଗ୍ଲୋବାଲ ଓ୍ବାର୍ମିିଂ ବିଷୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ ଅନୁଦାନ ଟଙ୍କା ପାଇବାରେ ତୃତୀୟ ସ୍ଥାନକୁ ଯାଇଛି। ଭାରତ ୨୦୨୪-୨୦୨୫ ବର୍ଷ ପାଇଁ...

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି...

ଭାଜପାକୁ ଧର୍ମସଙ୍କଟରେ ପକାଇବେ ଅଜିତ ପାଓ୍ବାର: କରୁଛନ୍ତି ଏମିତି ପ୍ଲାନ

ନୂଆଦିଲ୍ଲୀ,୨୫।୭: ଚଳିତ ବର୍ଷ ଅକ୍ଟୋବର ମାସରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜନୈତିକ ଗତିବିଧି ସେଠାରେ ତୀବ୍ର ହେବ ବୋଲି ଜଣାପଡିଛି। ଆସନ ବଣ୍ଟନ ଉପରେ ସମସ୍ତ ଦଳର ନଜର ରହିଛି। ତେବେ ଗ୍ରାଣ୍ଡ ଆଲାଇନ୍ସରେ କେବଳ ଭାଜପାର...

ଅଡୁଆରେ କଙ୍ଗନା, ହରାଇବେ ଏମପି ପଦ!

ନୂଆଦିଲ୍ଲୀ,୨୫।୭: ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତ। ହରାଇପାରନ୍ତି ଏମପି ପଦ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ଏମପି ପଦ ରଦ୍ଦ ଦାବିରେ ପଟିସନ...

ହଠାତ୍‌ ଲୋକ ସଭାରେ କଂଗେସ ଏମ୍‌ପିଙ୍କୁ ‘ଷ୍ଟୁପିଡ୍‌’ କହିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୭: ବଜେଟ୍‌କୁ ନେଇ ଲୋକ ସଭାରେ ଜୋରଦାର ହଙ୍ଗାମା ହୋଇଛି। କଂଗ୍ରେସ ସଦସ୍ୟମାନେ ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ହଟ୍ଟଗୋଳ କରିଛନ୍ତି। ସରକାର ଏବଂ ସଦସ୍ୟଙ୍କୁ କ୍ଷମା ମାଗିବାକୁ ଜିଦ୍‌ ଧରିଛନ୍ତି। ଗୃହରେ ବଜେଟ ଉପରେ ଆଲୋଚନା...

ତକିଆ-ବେଡସିଟ୍‌ ଧରି ବିଧାନସଭାରୁ ବାହାରିଲେ ବିଧାୟକ

ବେଙ୍ଗାଲୁରୁ,୨୫।୭:କର୍ନାଟକ ବିଧାନସଭାରେ ଗୁରୁବାର ସକାଳେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଅନେକ ବିଧାୟକ ନିଜ ତକିଆ ଏବଂ ବେଡସିଟ ସହିତ ଘର ଭିତରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା। ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକ ଶୋଇବା ପରେ ଉଠିବା...

ମୋଦି ଏକଘରିକିଆ ହୋଇଯିବେ: ଷ୍ଟାଲିନ୍‌

ଚେନ୍ନାଇ,୨୫ା୭: କେନ୍ଦ୍ର ବଜେଟରେ ତାମିଲନାଡୁ ସମେତ ବିରୋଧୀ ଶାସିତ ରାଜ୍ୟଗୁଡ଼ିକକୁ ଉପେକ୍ଷା କରାଯାଇଛି। ଏହି ଧାରା ଜାରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଘରିକିଆ ହୋଇଯିବେ ବୋଲି ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ଡିଏମ୍‌କେ ମୁଖ୍ୟ...

ଏବେ ଖୋଲିବ ନାହିଁ ଶମ୍ଭୁ ବର୍ଡର

ନୂଆଦିଲ୍ଲୀ, ୨୪।୭:ଅନେକ ଦିନ ଧରି ବନ୍ଦ ରହିଥିବା ଶମ୍ଭୁ ବର୍ଡର ଖୋଲିବ ନା ନାହିଁ ସେନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଶମ୍ଭୁ ବର୍ଡର ଖୋଲିବା ନେଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି ଶିଶୁର ୨ ହାତରେ ୧୩ଟି ଆଙ୍ଗୁଠି ଥିବା ବେଳେ ୨ ପାଦରେ ୧୨ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri