ଜାତୀୟ

୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍‌ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ କଟାଯିବାର ଏକ ଭିନ୍ନ ଘଟଣା ଉତ୍ତରପ୍ରଦେଶ ଗ୍ରେଟର ନୋଏଡାରୁ ଆସିଛି। ୨ ବର୍ଷ...

ପୋକ୍ସୋ ଆକ୍ଟରୁ ଉଠିଯାଉ କ୍ଷମା ଆବେଦନ: ରାଷ୍ଟ୍ରପତି

ଜୟପୁର,୬।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ କ୍ଷମା ମିଳିବା ଉଚିତ ନୁହେଁ। ଏଭଳି ମାମଲାରେ କ୍ଷମା ଆବେଦନକୁ ଉଠାଇଦେବା ଉଚିତ ବୋଲି କୋବିନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ...

ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌ ଲାଗୁ କରିବେନି ମମତା

କୋଲକାତା,୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ତେଣୁ ଆମେ ପଶ୍ଚିମବଙ୍ଗରେ ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି)କୁ ଲାଗୁ କରିବାକୁ ଦେବୁ...

ରାଷ୍ଟ୍ରପତିଙ୍କ ନିକଟକୁ ଗଲା ନିର୍ଭୟା ଅଭିଯୁକ୍ତଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୬।୧୨: ରାଜଧାନୀ ଦିଲ୍ଲୀରେ ଦୀର୍ଘ ୭ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର ଘଟଣାର ଏବେ ସମାଧାନ ହେବାକୁ ଯାଉଛି। ହାଇଦ୍ରାବାଦ ପରେ ନିର୍ଭୟା ଗଣବଳାତ୍କାର ଘଟଣାରେ ନ୍ୟାୟ ମିଳିବ ବୋଲି ଆଲୋଚନା ହେଉଛି। କାରଣ ଶୁକ୍ରବାର ଏହି...

ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ରାଜ୍ୟରେ କାର୍ଯ୍ୟରତ ହୋମ ଗାର୍ଡଙ୍କ ଭତ୍ତା ବୃଦ୍ଧି କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ୟୁନିଫର୍ମ ସଫା କରିବାକୁ ଏବେ ସେମାନଙ୍କୁ ଅଧିକ ୫୦ ଟଙ୍କା ଓ ପୁଷ୍ଟିକର ଖାଦ୍ୟ ପାଇଁ ଅଧିକ...

ଉନ୍ନାଓ ପୀଡିତାଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୬।୧୨: ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ବଳାତ୍କାର ପୀଡିତା ଗୁରୁବାର କୋର୍ଟକୁ ଯାଉଥିବା ସମୟରେ ତାଙ୍କୁ ଅଭିଯୁକ୍ତମାନେ ପୋଡି ମାରି ଦେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣା ସମ୍ପର୍କରେ ଜାଣି ପୀଡିତାଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ୯୦...

ଘରେ ଚୋରି କରିବା ଜିନିଷ କିଛି ନ ମିଳିବାରୁ, ଚୋର କାନ୍ଥରେ ଲେଖିଲେ ଏମିତି

ଭୋପାଳ,୬।୧୨: ମଧ୍ୟପ୍ରଦେଶର ଶାଜାପୁରରେ ଏକ ସରକାରୀ ଇଞ୍ଜିନିୟଙ୍କ ଘରୁ ଚୋରି ଉଦ୍ୟମ ହୋଇଛି। କିନ୍ତୁ ଚୋରି କରିବା ଜିନିଷ ନ ମିଳିବାରୁ ଚୋରକୁ ଖାଲି ହାତରେ ଫେରିବାକୁ ପଡିଛି। ଏଥିରେ ରାଗିଯାଇ ଚୋର ଘରେ ଏକ ଚିଠି ଲେଖି ଛାଡିଯାଇଛନ୍ତି।...

ହାଇଦ୍ରାବାଦରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା: ପୋଲିସଙ୍କ ଉପରେ ଫୁଲ ବର୍ଷା କଲେ ସାଧାରଣ ଲୋକେ

ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦର ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରିଛି। ଏହି ଏନ୍‌କାଉଣ୍ଟର ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପୋଲିସର ଏହି କାର୍ଯ୍ୟକୁ ପ୍ରଶଂସା କରଯାଇଛି।...

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ମାନେକା ଗାନ୍ଧୀ: କହିଲେ, ଦେଶ ପାଇଁ ଏହା ଏକ ଭୟାନକ ଘଟଣା

ନୂଆଦିଲ୍ଲୀ, ୬।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତ୍ରୀ ମାନେକା ଗାନ୍ଧୀ ହାଇଦ୍ରାବାଦ ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେଠାରେ ଯାହା ଘଟିଛି ତାହା ଠିକ୍‌ ନୁହେଁ। ଗଣବଳାତ୍କାର ଘଟଣାର ସମାଧାନ ଦୋଷୀଙ୍କୁ ଏନକାଉଣ୍ଟର କରାଯିବା ନୁହେଁ। ଅଭିଯୁକ୍ତଙ୍କୁ ଏକ...

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଥିଲେ, ଲୋକେ ଶୀଘ୍ର ଫଳାଫଳ ଚାହୁଁଛନ୍ତି: ୬ ଘଣ୍ଟାରେ ଅଭିଯୁକ୍ତ ସଫା

ହାଇଦ୍ରାବାଦ୍‌,୬।୧୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପୁଅ କେଟି ରାମା ରାଓ ହାଇଦ୍ରାବାଦ୍‌ ଏନକାଉଣ୍ଟର ପୂର୍ବରୁ ଏକ ବୟାନ ଦେଇଥିଲେ। ଯାହା ଏବେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ସେ ଏନକାଉଣ୍ଟର ପୂର୍ବଦିନ ଅର୍ଥାତ୍‌ ଗୁରୁବାର ଦିନ ଗଣମାଧ୍ୟମରେ କହିଥିଲେ, ଗଣବଳାତ୍କାର...

ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାଓାରଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ,୬।୧୨: ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ବମ୍ବେ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍‌ ବ୍ୟୁରୋ(ଏସିବି) ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିବା ଜଣାପଡ଼ିଛି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟରେ...

ବି.ଆର୍‌. ଆମ୍ବଡେକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବଡେକରଙ୍କ ଶୁକ୍ରବାର ୬୩ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri