ଜାତୀୟ

ଶୀତଦିନେ ବଢ଼ିଯାଏ ଶରୀର ଓଜନ…

ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ବହୁ ଲୋକ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ସେମାନଙ୍କର ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା...

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ଔଷଧ ଗ୍ରହଣ କରାଯାଇଥାଏ। ସେହିପରି ଖାଦ୍ୟପଦାର୍ଥ ଗ୍ରହଣରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥାଏ।...

ଫ୍ଲୋରାଇଡ୍‌ ଯୋଗୁ ବଢ଼ିପାରୁନି ଏହି ଗାଁଲୋକଙ୍କ ଆୟୁଷ

ଏଭଳି ଏକ ଗାଁ ଅଛି, ଯେଉଁଠାରେ ଲୋକ ଦୀର୍ଘାୟୁ ହୋଇ ନ ଥାନ୍ତି। ତାଙ୍କର ଜୀବନକାଳ ବହୁତ୍‌ କମ୍‌। ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ, ଶେଷରେ ସରକାର ଏଠାକାର ଲୋକଙ୍କୁ ଗାଁ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହି ଦୃଶ୍ୟ...

ଉଦ୍ଧବଙ୍କ ଆଗରେ ୫ ଆହ୍ବାନ: ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ରଖିବାକୁ ହେବ ସନ୍ତୁଳନ !

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମ୍ମୁଖରେ ୫ଟି ମୁଖ୍ୟ ଆହ୍ବାନ ଦେଖାଦେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଥମ ଆହ୍ବାନଟି ହେଉଛି ନିଜ ଘର...

ଶିବାଜୀଙ୍କ ରାଜସଭା ଭଳି ହେବ ଉଦ୍ଧବଙ୍କ ଶପଥ ଗ୍ରହଣ ପେଣ୍ଡାଲ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଇତିହାସ ରଚିବାକୁ ଯାଉଛି। ପ୍ରଥମ କରି ଠାକରେ ପରିବାରର ସଦସ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ସନ୍ଧ୍ୟାରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଉଛି ଶିବାଜୀ ପାର୍କ।...

ସଫେଇ ଦେଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ଦଳ ପକ୍ଷରୁ ତାଙ୍କୁ ତାଙ୍କ ପଦବୀରୁ ବାହାର କରାଯିବାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ‘ବେଳେ ବେଳେ...

୫୯ ନୂଆ ଜିଲା ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ୫୯ ନୂଆ ଜିଲା ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛି। ଏଥିରେ ନୂଆ ତଥା ଯୁବ ଚେହେରାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଦଳର ପ୍ରଦେଶ ପ୍ରଭାରୀ ତଥା ନଗର ଉନ୍ନୟନ ମନ୍ତ୍ରୀ...

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇ ପହଞ୍ଚିଲେ ଷ୍ଟାଲିନ

ମୁମ୍ବାଇ,୨୮।୧୧: ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ ଗୁରୁବାର ସକାଳେ ମୁମ୍ବାଇ ପହଞ୍ଚିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ସନ୍ଧ୍ୟାରେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେ ମୁମ୍ବାଇ ପହଞ୍ଚିଥିବା ସୂଚନା ମିଳିଛି।...

‘ହକ୍‌ ଆଇ’ ଆପ୍‌ ଦ୍ୱାରା ଚୋରି ମୋବାଇଲ୍‌ ଉଦ୍ଧାର

ହାଇଦ୍ରାବାଦ୍‌: ଏକ ମୋବାଇଲ୍‌ ଆପ୍‌ ଜରିଆରେ ହାଇଦ୍ରାବାଦ ପୋଲିସ ୬୭ଟି ଚୋରି ମୋବାଇଲ୍‌ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସହ ଯୋଡ଼ିହେବା ପାଇଁ ହାଇଦ୍ରାବାଦ ପୋଲିସ ପକ୍ଷରୁ ୨୦୧୫ରେ ‘ହକ୍‌ ଆଇ’ ନାମକ ଏହି ମୋବାଇଲ୍‌ ଆପ୍‌...

ପ୍ରଜ୍ଞା ଠାକୁର ଜଣେ ଆତଙ୍କବାଦୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୧୧: ନାଥୁରାମ ଗଡସେକୁ ଦେଶ ଭକ୍ତ କହି ପୁଣି ବିବାଦ ଘେରକୁ ଆସିଛନ୍ତି ଭାଜପା  ଏମ୍‌ପି ପ୍ରଜ୍ଞା ଠାକୁର। ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି। ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗ...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର ପୀଡ଼ାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍‌, ଆଇରନ୍‌,...

ପଦ ହରାଇଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ‘ଦେଶଭକ୍ତ’ କହି ବିବାଦ ଘେରକୁ ଚାଲି ଯାଇଥିଲେ। ଏବେ ଏହା ତାଙ୍କୁ ମହଙ୍ଗା ପଡିଛି। ଏନେଇ ଗୁରୁବାର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri