ଜାତୀୟ

ଡିସେମ୍ବରରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଫଡ୍‌ନବିସ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ର ରାଜନୀତିର ଗଣିତ ଏପର୍ଯ୍ୟନ୍ତ ଛିଣ୍ଡି ପାରୁନାହିଁ। ଶିବସେନା, ଏନ୍‌ସିପି ଓ କଂଗ୍ରେସ ପକ୍ଷରୁ ଫଡ୍‌ନବିସ ସରକାରଙ୍କ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏବେ ଫଡ୍‌ନବିସଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣକୁ ନେଇ ଏବେ...

ପ୍ରଥମଥର ଲାଗି ସଂସଦରେ ପ୍ରଶ୍ନ କଲେ ନାହିଁ ରାହୁଲ

ନୂଆଦିଲ୍ଲୀ,୨୫।୧୧: ସଂସଦର ଶୀତକାଳିନ ଅଧିବେଶନ ଚାଲିଥିବା ବେଳେ ମହାରାଷ୍ଟ୍ର ରାଜନୀତିକୁ ନେଇ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇ ଯାଇଛି। ସୋମବାର ଅଧିବେଶନ ଆରମ୍ଭ ହେବା ପରେ କଂଗ୍ରେସ ମହାରାଷ୍ଟ୍ର ରାଜନୀତିକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଏହାପରେ ଲୋକସଭା ଅଧ୍ୟକ୍ଷ...

ଫଡ୍‌ନବିସଙ୍କ ଶକ୍ତି ପରୀକ୍ଷା: ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। କାହା ହାତରେ ଶାସନ ଡୋରି ଆସିିବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଇତିମଧ୍ୟରେ ଦେବେନ୍ଦ୍ର ଫଡ୍‌ନବିସ୍‌ ସୋମବାର ଦାୟିତ୍ୱ ସମ୍ଭାଳିଛନ୍ତି।...

ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ର ସଙ୍କଟ: ଫଡ୍‌ନବିସ୍‌ ସମ୍ଭାଳିଲେ ଦାୟିତ୍ୱ

ମୁମ୍ବାଇ,୨୫।୧୧: ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଗୋଟିଏ ପଟେ ଶରଦ ପାଓ୍ବାର ଥିବାବେଳେ ଅନ୍ୟପଟେ ରହିଛନ୍ତି ଅଜିତ୍‌ ପାଓ୍ବାର। ରାଜ୍ୟରେ ସରକାର ଗଠନ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଥିବାବେଳେ ସୋମବାର ବିଧାନ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ...

ତେଲର ବିଜ୍ଞାପନ ପାଇଁ ବଲିଉଡ୍‌ ଅଭିନେତାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା

ମୁମ୍ବାଇ,୨୫।୧୧: ବଲିଉଡ୍‌ ଅଭିନେତା ଗୋବିନ୍ଦା ଓ ଜ୍ୟାକି ଶ୍ରଫ ଦରଜ ଭଲ ହେବା ତେଲର ଏକ ବିଜ୍ଞାପନରେ କାମ କରିଥିଲେ। ହେଲେ ଏବେ ଏହା ତାଙ୍କୁ ଅଡୁଆରେ ପକାଇ ଦେଇଛି। ଜଣେ ଉପଭୋକ୍ତା ଉକ୍ତ ତେଲ ବ୍ୟବହାର କରି ଦରଜ...

ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା: ୨୫୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୫।୧୧: ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ଦେଖାଦେଇଛି। ଏଠାରେ ଥିବା ହୁଲିମାଓ୍ବୁ ହ୍ରଦର ବନ୍ଧ ଭାଙ୍ଗିଯିବାରୁ ପ୍ରବଳବେଗରେ ପାଣି ସହର ମଧ୍ୟରେ ପ୍ରବେଶ କରିଥିଲା। ତଳିଆ ଅଞ୍ଚଳରେ ଥିବା ୨୫୦ରୁ ଅଧିକ ଲୋକଙ୍କ ଘରେ ପାଣି ପଶିଯାଇଥିବା ପ୍ରଶାସନ ପକ୍ଷରୁ...

ଅପରେଶନ୍‌ ଅଲ୍‌ଆଉଟ୍‌: ମିଳିତ ଭାବେ ଆକ୍ରମଣ କରିବେ ସେନା-ନୌସେନା-ବାୟୁସେନା କମାଣ୍ଡୋ

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ସେନା-ନୌସେନା-ବାୟୁସେନା କମାଣ୍ଡୋ ଏଣିକି ମିଳିତ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ରେ କାର୍ଯ୍ୟ କରିବେ। ଏନେଇ ଅଭ୍ୟାସ ଶେଷ ହୋଇଛି। ସେନାକୁ ଏହି କ୍ଷେତ୍ରରେ ନୌସେନାର ମେରାଇନ୍‌ ଏବଂ ବାୟୁସେନାର ଗରୁଡ଼ କମାଣ୍ଡୋ ଆବଶ୍ୟକ...

ଜନ୍ମଦିନରେ ବିପ୍ଳବଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ମୋଦି ତ୍ରିପୁରାରେ ବିପ୍ଳବଙ୍କ କାମକୁ ମଧ୍ୟ ପ୍ରଶଂସା କରିଛନ୍ତି। ମୋଦି ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିବା ସହ...

ଦ୍ୱିତୀୟ ୟେଦୁରପ୍ପା ହେବେ କି ଫଡନବିସ!

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ମହାଭାରତର ଅନ୍ତ କେବେ ହେବ ତାହା କହିବା ମୁସ୍କିଲ। ହେଲେ ରାତାରାତି ଏନ୍‌ସିପି ସହ ମେଣ୍ଟ କରି ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ଏବେ ଆସିଛି ପରୀକ୍ଷାର ସମୟ। ସୋମବାର ଏହାକୁ ନେଇ...

କଂଗ୍ରେସ-ଶିବସେନା-ଏନ୍‌ସିପିକୁ ଘାରିଛି ବାଡ଼ଡିଆଁ ଭୟ !

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଡୋରି ଧରିଛନ୍ତି। ତେବେ ଶକ୍ତି ପରୀକ୍ଷା ପାଇଁ ଫଡ୍‌ନବିସଙ୍କ ପାଖରେ ଆବଶ୍ୟକ ୧୪୫ କୁହୁକ ସଂଖ୍ୟା ନାହିଁ। ଏଥିଲାଗି ଭାଜପା...

ରାତିରେ ଗଢା ହୋଇଛି ସରକାର ରାତିରେ ହିଁ ଭାଙ୍ଗିବ: ଜୟନ୍ତ ପାଟିଲ

ମୁମ୍ବାଇ,୨୫।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ରବିବାର ବିଳମ୍ବିତ ରାତିରେ ସାକ୍ଷାତ୍‌ କରିଛନ୍ତି। ଏହି ସାକ୍ଷାତ୍‌କାର ସମୟରେ ରାଜ୍ୟରେ ବର୍ଷା ଯୋଗୁ କୃଷକଙ୍କ ହୋଇଥିବା କ୍ଷତି...

ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଛି ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୧୧: ଦେଶର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ ଭାଜପା କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି। ସୋମବାର ସେ ଟୁଇଟ୍‌ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାଜପା ନିର୍ଦ୍ଦେଶରେ ଖୋଲାଖୋଲି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri