ଜାତୀୟ

ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ହୋଇପାରେ ମିଶ୍ରଣ: ମୋଦି ସରକାରଙ୍କ ନୂଆ ଯୋଜନା !

ନୂଆଦିଲ୍ଲୀ,୨୩।୧୧: ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ମିଶ୍ରଣ କରିବା ପାଇଁ ଯୋଜନା କରିଥିବା କୁହାଯାଉଛି। ଏସମ୍ପର୍କରେ ଲୋକସଭାରେ...

ଲୋକେ ଭାବୁଥିବେ ମୁଁ ଖୁସି ଅଛି ପ୍ରକୃତରେ ମୁଁ ବହୁତ ଦୁଃଖି: ନିରୁପମ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଯେଉଁ ନୂଆ ମୋଡ ନେଲା ତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ ନିରୁପମ। ଦେବେନ୍ଦ୍ର ଫଡନବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାପରେ ଶନିବାର ସେ କହିଛନ୍ତି ମହାରାଷ୍ଟ୍ର ରାଜନୀତିକୁ ନେଇ ସମସ୍ତେ ଭାବୁଥିବେ...

୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍‌ସିପି…

ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ ଶରଦ ପାଓ୍ବାର ପଛୁଆ ପଡ଼ିଯାଇଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଶରଦଙ୍କୁ ନେଇ ଚର୍ଚ୍ଚା...

ଭୋର ୫ଟା ୪୭ରୁ ପ୍ରତ୍ୟାହାର କରାଗଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୨୩।୧୧: ମହାରାଷ୍ଟ୍ରକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ସକାଳ ରାଜ୍ୟ ରାଜନୀତି ପାଇଁ ପାଲଟି ଯାଇଛି ଏକ ଅଭୁଲା ଦିନ। ମହାରାଷ୍ଟ୍ରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନକୁ ଶନିବାର ଭୋର ୫ଟା ୪୭ରେ ପ୍ରତ୍ୟାହାର କରାଯାଇଛି। ଆଉ ଏହାପରେ...

କଂଗ୍ରେସ ଡାକିଲା ଜରୁରୀ ବୈଠକ

ମୁମ୍ବାଇ,୨୩।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଣ ମହାରାଷ୍ଟ୍ରରେ ସରକାର ଗଢିଲା ଭାରତୀୟ ଜନତା ପାର୍ଟି(ଭାଜପା)। ଆଉ ଏହାପରେ ରାଜନୀତି ହୋଇଛି ସରଗରମ। ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ କଂଗ୍ରେସ ସ୍ଥିତିର ସମୀକ୍ଷା...

ସୁନାର ୫୦ ତୁଳସୀପତ୍ର ଚଢ଼ାଇଲେ ଶ୍ରଦ୍ଧାଳୁ

ବିଶାଖାପାଟଣା: ଭଗବାନଙ୍କ ନିକଟରେ ନିଜର ଭକ୍ତି ଓ ଆସ୍ଥାକୁ ଲୋକେ ବିଭିନ୍ନ ଉପାୟରେ ପ୍ରକାଶ କରିଥାନ୍ତି। ଅନେକ ଲୋକ ମନ୍ଦିରରେ ଦାନ କରି ଶାନ୍ତି ମଧ୍ୟ ଲାଭ କରନ୍ତି। ନିଜ କ୍ଷମତା ଅନୁଯାୟୀ ଲୋକେ ବସ୍ତ୍ର, ଟଙ୍କା ଏବଂ ସୁନା...

ଇତିହାସ ପାଲଟିବ ‘ଗଧ’

ନୂଆଦିଲ୍ଲୀ: ନିର୍ବୁଦ୍ଧିଆ ପ୍ରାଣୀ ଭାବେ ଦୁର୍ନାମ ମୁଣ୍ଡାଇଛି ଗଧ। ଏପରି କି ‘ଗଧ’ ନଁ। ଶୁଣିଲେ ମନରେ ଭିନ୍ନ ଭାବନା ସୃଷ୍ଟି ହୁଏ। ଦୀର୍ଘଦିନ ଧରି ଆମ ସମସ୍ତଙ୍କ ମାନସିକସ୍ତରରେ ଏହି ପ୍ରାଣୀଙ୍କୁ ନେଇ ନକାରାତ୍ମକ ଭାବନା ପୂରାଇ ଦିଆଯାଇଛି।...

କାମ ଦେଲା ମୋଦି-ଶାହଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍‌

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମାଷ୍ଟର ଷ୍ଟ୍ରୋକ୍‌ କାମ ଦେଇଛି। ରାତିକ ମଧ୍ୟରେ...

ସୋନିଆ, ଉଦ୍ଧବଙ୍କ ସହ ବୈଠକ କଲେ ଶରଦ: ସରକାର ଗଢିଲେ ଅଜିତ

ମୁମ୍ବାଇ,୨୩।୧୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏମିତି ପରିବର୍ତ୍ତନ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାତାରାତି ଓଲଟି ଯାଇଛି ସବୁକିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ ବୋଲି ଆଲୋଚନା ହେଉଥିବା ବେଳେ ଶନିବାର ସକାଳୁ କିନ୍ତୁ...

ଜିରୋରେ ପାଭିଲିୟନ୍‌ ଫେରିଲା ଶିବସେନା: ମିଳିଲାନି ମୁଖ୍ୟମନ୍ତ୍ରୀ ପଦ; ହେଲାନି ୫୦-୫୦

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଐତିହାସିକ ମୋଡ଼ ଆସିଛି। ଏଭଳି ଘଟଣା ଅପ୍ରତ୍ୟାଶିତ ବୋଲି କୁହାଯାଉଛି। ସରକାର ଗଠନ ପାଇଁ ଶିବସେନା-ଏନ୍‌ସିପି ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ପରେ ଆଲୋଚନା ଜାରି ରହିଥିଲା। ତେବେ ଏନ୍‌ସିପିର ଅଜିତ୍‌ ପାଓ୍ବାର ଭାଜପା ସହିତ...

ଉତ୍ସବ ପାଳନ କଲା ଭାଜପା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତି ନେଇଛି ନୂଆମୋଡ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା , ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଗଢିବାକୁ ଚାହିଁ ବସିଥିବା ବେଳେ ଶନିବାର କିନ୍ତୁ ଏହାର ଓଲଟା ପରିଣତି ଦେଖାଯାଇଛି। ଶନିବାର ମହାରାଷ୍ଟ୍ର ଭାରତୀୟ ଜନତା...

ଭାଜପାର ନୂଆ ରଣନୀତି: ଫଡ଼ନବିସ ମୁଖ୍ୟମନ୍ତ୍ରୀ; ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ଶନିବାର ପୂର୍ବାହ୍ନ ୮ଟା ୧୫ରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏନ୍‌ସିପିର ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri