ଜାତୀୟ

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ସୋୟାବିନ୍‌

ସୋୟାବିନରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଆଇରନ୍‌ ଏବଂ ଫରଫରସ ପ୍ରଚୁର ପରିମାଣରେ ଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ମଜଭୁତ କରେ ଏବଂ ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ। ଉଚ୍ଚ ରକ୍ତଚାପରେ ପୀଡିତ ରୋଗୀମାନେ...

ମଣିପୁର ବିଧାନସଭା ସମ୍ମୁଖରେ ବିସ୍ଫୋରଣ: ୨ ଯବାନ ଆହତ

ଇମ୍ଫାଲ,୨୨।୧୧: ମଣିପୁର ବିଧାନସଭା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏକ ଗ୍ରେନେଡ ଆକ୍ରମଣ ହୋଇଛି। ଏଥିରେ ୨ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିବା ଜଣାପଡିଛି। ମଣିପୁର ବିଧାନସଭା ବାହାରେ ଥିବା ଥାଙ୍ଗମେଇବନ୍ଦ ଇମ୍ପ୍ରୁଭମେଣ୍ଟ କ୍ଲବ ନିକଟରେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି।...

ସରିଲା ଶିବସେନା, ଏନ୍‌ସିପି, କଂଗ୍ରେସର ବୈଠକ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ରାଜନୀତି ବେଳକୁ ବେଳ ରୋଚକ ହେବାରେ ଲାଗିଛି। ଶିବସେନା ସହ ମେଣ୍ଟ କରୁଥିବା ଏନ୍‌ସିପି ଓ କଂଗ୍ରେସକୁ ନେଇ ଶୁକ୍ରବାର ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକ ଉପରେ ସମସ୍ତଙ୍କ ନଜର ଥିଲା। ଶୁକ୍ରବାର ସନ୍ଧ୍ୟାରେ...

ଉଦ୍ଧବ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ଆଦିତ୍ୟ ଶିକ୍ଷାମନ୍ତ୍ରୀ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ସରକାର ଗଢିବାକୁ ଶିବସେନା ମେଣ୍ଟର ସାହାରା ନେଇଛି। ଏବେ ଏନ୍‌ସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଢିବାକୁ ପ୍ରସ୍ତୁତ। ଏହାକୁ ନେଇ ଶୁକ୍ରବାର ୩ ଦଳ ମିଶି ଏକ ବୈଠକର ଆୟୋଜନ କରିଥିଲେ। ଏହି...

ଏଣିକି କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିପାରେ ଏସ୍‌ପିଜି ସୁରକ୍ଷା

ନୂଆଦିଲ୍ଲୀ,୨୨।୧୧: ଏବେ ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ଅବା ତାଙ୍କ ପରିବାର ସଦସ୍ୟଙ୍କୁ ଏସ୍‌ପିଜି ସୁବିଧା ମିଳିବ ନାହିଁ। ଆଗକୁ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ମିଳିବ ବୋଲି ଜଣାପଡିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏସ୍‌ପିଜି ଅଧିନିୟମ (SPG Amendment Bill)ରେ ଯେଉଁ...

ସଂସଦରେ ପ୍ରଦୂଷଣକୁ ନେଇ ଚର୍ଚ୍ଚା: ବୁଝିପାରିଲେନି ସାଧାରଣ କୃଷକ

ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ ଏଥର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି। ତେବେ ହରିୟାଣା, ପଞ୍ଜାବ ଓ ଏହାର ଆଖପାଖରେ କୃଷକମାନେ ନଡା ଜାଳୁଥିବାରୁ ଏହାଦ୍ୱାରା ଦିଲ୍ଲୀର ପ୍ରଦୂଷଣ ବଢୁଛି ବୋଲି କୁହାଯାଉଥିଲା। ଏହାକୁ ନେଇ ଏଥର ସଂସଦର...

ଶିବସେନାକୁ ମିଳିପାରେ ମୁଖ୍ୟମନ୍ତ୍ରୀ ଏନ୍‌ସିପିକୁ ସ୍ବରାଷ୍ଟ୍ର

ମୁମ୍ବାଇ,୨୨।୧୧: କିଛିଦିନ ହେବ ମହାରାଷ୍ଟ୍ରରେ ସରକାର ଗଠନକୁ ଦେଇ ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଥିବା ମାରାଥନ ବୈଠକର ଅନ୍ତ ଘଟିଛି ବୋଲି କୁହାଯାଉଛି। ଶୁକ୍ରବାର ହୋଇଥିବା ବୈଠକରେ ଶିବସେନା ମୁଖ୍ୟମନ୍ତ୍ରୀ, ଏନ୍‌ସିପି ସ୍ବରାଷ୍ଟ୍ର ଓ କଂଗ୍ରେସକୁ ରାଜସ୍ବ ବିଭାଗ ମିଳିବ...

କଂଗ୍ରେସର ଗୋଡ଼ ଟାଣୁଛନ୍ତି ନିରୁପମ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରରେ ଶିବସେନା ଏବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି। ଏତିକି ବେଳେ କିନ୍ତୁ କଂଗ୍ରେସର ଗୋଡ଼ ଟାଣୁଛନ୍ତି ଦଳର ନେତା ସଞ୍ଜୟ ନିରୁପମ। ଗୋଟିଏ ଦିନ ପୂର୍ବରୁ ଏହାକୁ...

ଶିବସେନା ମେୟରଙ୍କୁ ଶୁଭେଚ୍ଛା ଜଣାଇଲେ ଉଦ୍ଧବ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ମୁମ୍ବାଇ ମେୟର ଭାବେ ନିର୍ବାଚନ ଜିତିଛନ୍ତି ଶିବସେନା ପ୍ରାର୍ଥୀ କିଶୋରୀ ପେଡନେକର। ଦେଶର ସବୁଠାରୁ ଧନୀ ନଗର ନିଗମ ଭାବେ ପରିଚିତ ମୁମ୍ବାଇ ନଗର ନିଗମରୁ କିଶୋରି...

୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଭବନରେ ଦଳୀୟ କର୍ମୀଙ୍କ ଭିଡ ଜମିଛି। ସମାଜବାଦୀ ପାର୍ଟି...

କୋଲକାତାରେ ପହଞ୍ଚିଲେ ଶେଖ୍‌ ହସିନା, ଗାଙ୍ଗୁଲି କଲେ ସ୍ବାଗତ

କୋଲକାତା,୨୨।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ଇଡେନ ଗାର୍ଡେନ୍ସ ମୈଦାନରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ଏହି ମ୍ୟାଚ୍‌କୁ ଉପଭୋଗ କରିବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କୋଲକାତାରେ...

ଡ୍ରେସ୍‌, ଆଇଡି କାର୍ଡ ଧରି ମାତୋଶ୍ରୀରେ ପହଞ୍ଚୁଛନ୍ତି ଶିବସେନା ବିଧାୟକ

ମୁମ୍ବାଇ,୨୨।୧୧:ମହାରାଷ୍ଟ୍ରରେ ନୂଆ ସରକାର ଗଠନକୁ ନେଇ ଶୁକ୍ରବାର ଚୂଡାନ୍ତ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି। ଆଜି କଂଗ୍ରେସ-ଏନସିପି ସହ ଶିବସେନା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ। ଏହାପୂର୍ବରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହେବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri