ଜାତୀୟ

ମିଶନ କଶ୍ମୀରକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୭ା୮ (ପି.ଟି./ ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ସଂକଳ୍ପନାମା ଏବଂ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ବିଲ୍‌କୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ଏ ସଂକ୍ରାନ୍ତ ବିଲ୍‌ ସୋମବାର ରାଜ୍ୟ ସଭାରେ...

ଆଇନଜୀବୀରୁ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୭ା୮: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତି ୧୧ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ ଲୋଧିରୋଡ ଶବଦାହ ଗୃହରେ ଅନ୍ତିମ ସଂସ୍କାର କରାଯିବ। ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ...

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୭ା୮(ପି.ଟି.)- ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ଗୁରୁତର ଅବସ୍ଥାରେ ରାତି ୧୦ଟା ୧୫ ମିନିଟରେ...

ମାନସିକ ଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ମୁଠାଏ…

ସକାଳେ ମୁଠାଏ ସୋଲା ବୁଟ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ କମ୍‌ କରି ଶାନ୍ତି ପ୍ରଦାନ କରେ ବୋଲି ଜମ୍ମୁ ଆୟୁର୍ବେଦିକ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା...

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୬।୮(ପି.ଟି.)-ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ୬୭ ବର୍ଷୀୟା ସ୍ବରାଜଙ୍କୁ ଗୁରୁତର ଅବସ୍ଥାରେ ରାତି ୧୦ଟା...

୩୭୦ ଭୋଟରେ ଲୋକ ସଭାରେ ପାସ୍‌ ହେଲା ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌

ନୂଆଦିଲ୍ଲୀ,୬।୮: ରାଜ୍ୟ ସଭା ପରେ ଲୋକ ସଭାରେ ଗୃହୀତ ହୋଇଛି ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍‌। ଉକ୍ତ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫(ଏ) ଉଚ୍ଛେଦ ବିଲ୍‌ ମଙ୍ଗଳବାର ବହୁମତରେ ପାସ୍‌ ହୋଇଛି।...

ଏହି ଗଛ ଦିଏ ବର୍ଷାର ଆଗୁଆ ସୂଚନା…

ଗୁଜରାଟରେ ରହିଛି କିଛି ଗଛ ଯିଏ ବର୍ଷା ସମ୍ପର୍କରେ ସୂଚନା ଦେଇଥାନ୍ତି । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ସ୍ଥାନୀୟ ଶିତଳା ମାତା ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପ୍ରକାର ଗଛର...

ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ ଜାତୀୟ ସଙ୍ଗୀତ ବାଜି ଉଠିଥାଏ। ଏଥିପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଖାପାଖି ୨୦ଟି...

ଦିଲ୍ଲୀ-ଏନ୍‌ସିଆରରେ ପ୍ରବଳ ବର୍ଷା: ସଂସଦ ବାହାରେ ଜଳାର୍ଣ୍ଣବ

ନୂଆଦିଲ୍ଲୀ,୬।୮: ଦିଲ୍ଲୀରେ ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ସହରର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ସଂସଦ ବାହାରେ ମଧ୍ୟ ଜଳାର୍ଣ୍ଣବ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସକାଳେ ସଂସଦ...

ଆମେ ଗ୍ରେନେଡ ମାଡ କରିବା ଲୋକ ନୁହେଁ କି ପଥରମାଡ଼ କରୁନାହିଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର,୬।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ନ୍ୟାଶନାଲ କନଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ଆମେ ଗ୍ରେନେଡ ମାଡ କରିବା ଲୋକ ନୁହେଁ କି ପଥରମାଡ଼ କରୁନାହିଁ। ସେ କହିଛନ୍ତି ଅନୁଚ୍ଛେଦ ୩୭୦କୁ...

କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ସେ ତାଙ୍କ ମେଣ୍ଟ ସରକାରରେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛନ୍ତି। ସବୁ ବିଧାୟକ ଓ ନଗର ନିଗମ ଅଧ୍ୟକ୍ଷଙ୍କୁ ସବୁ ପ୍ରକାର ସ୍ବାଧିନତା ମଧ୍ୟ...

ହାଇକୋର୍ଟର ଦ୍ୱାରସ୍ଥ ହେଲେ କପିଲ ମିଶ୍ରା

ନୂଆଦିଲ୍ଲୀ,୬।୮: ଏଏପିର ବିଦ୍ରୋହୀ ତଥା ଅଯୋଗ୍ୟ ଘୋଷିତ ହୋଇଥିବା ନେତା କପିଲ ମିଶ୍ରା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅଯୋଗ୍ୟ ଘୋଷିତ ବିଧାୟକ ମାମଲା ବିରୋଧରେ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ରାମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri