ରାଜ୍ୟ

ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ

ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ ଫୁଲୁଛି ମହାନଦୀ। ଏଭଳିସ୍ଥିତିରେ ବୌଦ୍ଧରେ ମହାନଦୀର ଜଳସ୍ଥର ବିପଦ ସଙ୍କେତ ଛୁଇଛି।...

ଫୁଲୁଛି ମହାନଦୀ: ମୁଣ୍ଡଳିରେ ବଢ଼ୁଛି ଜଳସ୍ତର

ଭୁବନେଶ୍ୱର,୩୦।୭: ହୀରାକୁଦ ଡ୍ୟାମରୁ ପାଣି ଛାଡ଼ିବା ପରେ ମହାନଦୀ ଫୁଲିଛି। ଅନ୍ୟପକ୍ଷେ କଟକ ମୁଣ୍ଡଳିରେ ଜଳସ୍ତର ବଢୁଛି । ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ଦେଇ ୧ ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଦିନ ୧୧ଟା ସୁଦ୍ଧା...

ମହାନଦୀରେ କୂଳ ଛୁଇଁଲା ବନ୍ୟା ପାଣି

ଆଠମଲ୍ଲିକ,୩୦ା୭ (ଉଦୀପ୍ତ ପୁରୋହିତ): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଯୋଗୁ ମହାନଦୀରେ ପାଣି ବଢ଼ିବାରେ ଲାଗିଛି। ଅନୁଗୋଳ ଜିଲାର ଆଠମଲ୍ଲିକଠାରେ ହୀରାକୁଦର ପାଣି ପହଞ୍ଚିବା ପରେ ମହାନଦୀର ଜଳସ୍ତର ବୃଦ୍ଧି...

ରାଜ୍ୟରେ ସକାଳୁ ସକାଳୁ ପ୍ରବଳ ବର୍ଷା: ଘୁର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

ଭୁବନେଶ୍ୱର,୩୦।୭: ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ବର୍ଷା ଜାରି ରହିଛି। ବୁଧବାର  ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ଆଗକୁ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଉତ୍ତର...

ଅବକାରୀ ଯୁଗ୍ମ କମିଶନରଙ୍କ ୫୨ ପ୍ଲଟ୍‌

ଭୁବନେଶ୍ୱର/ବଲାଙ୍ଗୀର,୩୦ା୭:(ସତ୍ୟଜିତ୍‌ ରାଉତ/ବୀରେନ୍ଦ୍ର ଝାଙ୍କର):୮ମାସ ପରେ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସର ୧୦ଟି ଟିମ୍‌ ରାମଚନ୍ଦ୍ରଙ୍କ ଘର ସମେତ...

ଜାତୀୟ ଶିକ୍ଷା ନୀତିକୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୩୦।୭(ସୁନିତ୍‌ ମିଶ୍ର):ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଆମ ଜନସଂଖ୍ୟାକୁ ସଶକ୍ତ କରିବା ତଥା ଦେଶର ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବେ ଉଭା ହୋଇଛି ବୋଲି...

ନାମ ପରିବର୍ତ୍ତନ କରି ଧୋକା ଦେବାରେ ବିଜେଡି ସରକାର ଓସ୍ତାଦ ଥିଲା: ଭାଜପା

ଭୁବନେଶ୍ୱର, ୩୦।୭(ସୁନିତ୍‌ ମିଶ୍ର):ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍‌ ଚେଞ୍ଜର। ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି। ଏହାସତ୍ତ୍ୱେ ରାଜ୍ୟବାସୀଙ୍କ ନିଷ୍ପତ୍ତିକୁ ସ୍ବୀକାର କରିବା ପାଇଁ ଖୋଦ୍‌...

ସିଏମଓ ଅଫିସରଙ୍କୁ ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଭୁବନେଶ୍ୱର,୨୯।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଫିସରମାନଙ୍କୁ ବିଭିନ୍ନ ବିଭାଗ ବାଣ୍ଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ଶିଳ୍ପ, ଆଇନ, ଯୋଜନା ଓ ସଂଯୋଜନ...

ଅଢୁଆରେ ସୁର, କ୍ୟାପିଟାଲ ଥାନାରେ ଏତଲା ଦେଲା ଭାଜପା

ଭୁବନେଶ୍ୱର, ୨୯ା୭ : ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂଙ୍କ ପ୍ରତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି। ଭାଜପା ଏହାର ତୀବ୍ର ପ୍ରତିବାଦ କରିଛି। ଏପରିକି ଭାଜପା...

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌: ଫଟୋ, ଭିଡିଓ ଭାଇରାଲ

ସମ୍ବଲପୁର,୨୯ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ କ୍ୟାମେରା। ସମ୍ପୂର୍ଣ୍ଣ ଜଳଭଣ୍ଡାର, ଲିଫ୍ଟ ଅପରେଶନ ଗ୍ୟାଲେରି ଆଦିର ଭିତର ଫଟୋ ଓ ଭାଇରାଲ ହୋଇଛି। ହୀରାକୁଦ ଜଳଭଣ୍ଡାରର ଅତିରିକ୍ତ...

ନୀତି ଆୟୋଗ ବୈଠକରୁ ଫେରିବା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୭: ନୀତି ଆୟୋଗ ବୈଠକରେ ଯୋଗ ଦେଇ ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଆଗାମୀ ୫ ବର୍ଷରେ ବିରାଟ ପରିବର୍ତ୍ତନ ହେବ । ୨୦୩୬ରେ ସ୍ବତନ୍ତ୍ର ଉତ୍କଳ...

ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ବୟାନ, କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୨୯।୭: ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି। କୋଲକାତାରୁ ଆଳୁ ଆସିବା ନେଇ ଆଲୋଚନା ହୋଇଛି। ଆମ ହକ ଦେବା ପାଇଁ ମୁଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri