Categories: Video

ବିନା କୋଭିଡ ରପୋର୍ଟରେ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ

ଇତିହାସରେ ପ୍ରଥମଥର ମହାପ୍ରଭୁ ମନ୍ଦିର ଭିତରେ ଥାଇ ମଧ୍ୟ ୯ ମାସ ହେବ ଭକ୍ତ ଓ ଭଗବାନଙ୍କ ମିଳନରେ କୋଭିଡ ବାଧକ ସାଜିଥିଲା। ଅନେକ ବାଧାବିଘ୍ନ ସତେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା କୋଭିଡ କଟକଣା ସହ ହୋଇଥିଲା। ଏବେ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ଖୁସି କହିଲେ ନସରେ। ହେଲେ କୋଭିଡ କଟକଣା ପାଇଁ ବହୁତ ଭକ୍ତଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତା ୨୧ ତାରିଖରୁ କୋଭିଡ ରିପୋର୍ଟ ଆବଶ୍ୟକ ପଡିବ ନାହିଁ।