ଫୁଟ୍‌ବଲ ଖେଳାଳିରୁ ଜର୍ଜିଆ ରାଷ୍ଟ୍ରପତି

ତିବ୍‌ଲିସି,୧୪ା୧୨: ପୂର୍ବତନ ଫୁଟ୍‌ବଲ ଖେଳାଳି ମାଖାଇଲ୍‌ କାଭେଲାଶଭିଲି ଶନିବାର ଜର୍ଜିଆର ରାଷ୍ଟ୍ରପତି ହୋଇଛନ୍ତି। ୫୩ ବର୍ଷୀୟ କାଭେଲାଶଭିଲିଙ୍କର ଏହା ସିଧାସଳଖ ବିଜୟ ହୋଇଥିବା ବେଳେ ଶାସକ ଦଳ ଜର୍ଜିଆନ୍‌ ଡ୍ରିମ୍‌ ପାର୍ଟି ୩୦୦ ଆସନ ବିଶିଷ୍ଟ ଇଲେକ୍ଟୋରାଲ କଲେଜକୁ ନିୟନ୍ତ୍ରଣକୁ ନେଇଛି, ଯାହାକି ୨୦୧୭ରେ ପ୍ରତ୍ୟକ୍ଷ ରାଷ୍ଟ୍ରପତି ନିର୍ବଚନକୁ ପରିବର୍ତ୍ତନ କରିଛି।

ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ)ରେ ଜର୍ଜିଆ ଯୋଗଦେବା ଆଶା ପ୍ରତି ଏହା ଏକ ଝଟକା ବୋଲି ବିରୋଧୀ କହିଛନ୍ତି। ଏମ୍‌ପି ଏବଂ ସ୍ଥାନୀୟ ସରକାରର ପ୍ରତିନିଧିମାନେ ଭୋଟ ଦେଇଥିଲେ। ୨୨୫ ଜଣ ଇଲେକ୍ଟରଙ୍କ ମଧ୍ୟରୁ କାଭେଲାଶଭିଲିଙ୍କୁ ୨୨୪ ଭୋଟ ମିଳିଥିଲା। ସେ ଏକମାତ୍ର ପ୍ରାର୍ଥୀ ମନୋନୀତ ହୋଇଥିଲେ। ଗତ ଅକ୍ଟୋବର ୨୬ରେ ହୋଇଥିବା ନିର୍ବାଚନରେ ଜର୍ଜିଆନ୍‌ ଡ୍ରିମ୍‌ ପାର୍ଟି ପାର୍ଲାମେଣ୍ଟରେ ନିଜ ନିୟନ୍ତ୍ରଣ ବଜାୟ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରାଷ୍ଟ୍ରୀୟ ଚାପ ସାମ୍ନାରେ ମୁଣ୍ଡ ନୁଆଁଇଲା ବାଂଲାଦେଶ? ହିନ୍ଦୁଙ୍କ ବିରୋଧରେ ହିଂସା ମାମଲାରେ ୪ ଗିରଫ

ଢାକା,୧୪।୧୨: ବାଂଲାଦେଶର ସୁନାମଗଞ୍ଜରେ ହିନ୍ଦୁ ସମ୍ପ୍ରଦାୟର ଘର, ଦୋକାନ ଏବଂ ଲୋକନାଥ ମନ୍ଦିରକୁ ଭଙ୍ଗାରୁଜା କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ୧୭୦ ଜଣଙ୍କ ବିରୋଧରେ...

ଏମରଜେନ୍ସି ଲଗାଇଥିବା ରାଷ୍ଟ୍ରପତି ଏବେ ଅଡୁଆରେ, ପାସ୍‌ ହେଲା ମହାଭିଯୋଗ ପ୍ରସ୍ତାବ

ସିଓଲ,୧୪।୧୨: ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ସଂସଦରେ ମତଦାନ କରାଯାଇଛି। ସଂସଦରେ ତାଙ୍କ ବିରୋଧରେ ୨୦୪ଭୋଟ ଦିଆଯାଇଥିଲା। ଏଥି...

ବଡ଼ ଗେମ୍‌ ଖେଳିଲେ ୟୁନୁସ ସରକାର, ବଢିଲା ଭାରତର ଟେନସନ

ନୂଆଦିଲ୍ଲୀ,୧୪।୧୨: ବାଂଲାଦେଶର ୟୁନୁସ ସରକାରଙ୍କ ନୂତନ ନିଷ୍ପତ୍ତି ଭାରତର ଟେନସନକୁ ବଢାଇ ଦେଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ବାଂଲାଦେଶ ଭିସା ପ୍ରତିବନ୍ଧକକୁ ଆରାମ ଦେଇଛି। ପାକିସ୍ତାନୀ...

କାର୍ଯ୍ୟକାଳ ସରିବା ପୂର୍ବରୁ ବାଇଡେନ ନେଲେ ବଡ଼ ନିଷ୍ପତ୍ତି: ୧୫୦୦ କଏଦୀଙ୍କୁ ରାଜକ୍ଷମା

ଓ୍ବାଶିଂଟନ୍‌,୧୩।୧୨: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ...

ଟ୍ରମ୍ପ୍‌ ଟାଇମ ମାଗାଜିନର ‘ପର୍ସନ ଅଫ୍‌ ଦି ଇୟର’

ଓ୍ବାଶିଂଟନ, ୧୩।୧୨:ଟାଇମ ମାଗାଜିନ ପକ୍ଷରୁ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ପାଇଁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ନାମିତ କରାଯାଇଛି। ଏହି...

ନିଜ ସୁନା ଚେନ୍‌ ବିକୁଛନ୍ତି ଫେସବୁକ ପ୍ରତିଷ୍ଠାତା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାଲଫର୍ନିଆ,୧୩।୧୨: ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଗୋଲ୍ଡ ପ୍ଲେଟେଡ୍‌ କ୍ୟୁବା ଚେନ ଆଜିକାଲି ଚର୍ଚ୍ଚାରେ ଅଛି। ଏହି ଚେନ୍‌ ଅନଲାଇନ ନିଲାମ ପାଇଁ ଉପଲବ୍ଧ ଏବଂ...

ନେପାଳ ସେନା ମୁଖ୍ୟଙ୍କୁ ଭାରତୀୟ ସେନାର ସମ୍ମାନଜନକ ଜେନେରାଲ ର଼୍ୟାଙ୍କ

ନୂଆଦିଲ୍ଲୀ,୧୨।୧୨: ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେପାଳ ସେନା ମୁଖ୍ୟ ଅଶୋକ ରାଜ୍‌ ସିଗଦେଲଙ୍କୁ ଭାରତୀୟ ସେନାର ସମ୍ମାନଜନକ...

କିଙ୍ଗ୍‌, କୁଇନ ହେବା ପାଇଁ ପ୍ରିନ୍ସ ଓ୍ବିଲିୟମ, ପ୍ରିନ୍ସେସ କେଟ୍‌ଙ୍କ ପ୍ରସ୍ତୁତି ଆରମ୍ବ

ଲଣ୍ଡନ, ୧୨।୧୨:ବ୍ରିଟେନ୍‌ର ଓ୍ବେଲ୍ସ ଯୁବରାଜ ଓ୍ବିଲିୟମ (୪୨) ଓ ଯୁବରାଣୀ କେଟ ମିଡିଲଟନ୍‌ (୪୨) କିଙ୍ଗ୍‌ ଓ କୁଇନ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri