Categories: Video

ଜୀବନରେ ଆତ୍ମହତ୍ୟାର ଚିନ୍ତାଧାରା କାହିଁକି ଆସିଥାଏ l Here’s why suicidal thoughts come to mind

ଲୋକେ ଆତ୍ମହତ୍ୟା କାହିଁକି କରନ୍ତି। ଅନେକ ସମୟରେ ଆମେ ଦେଖିଛେ ବ୍ୟକ୍ତି ସାମାଜିକ , ଆର୍ଥିକ କ୍ଷେତ୍ରରେ ଅନେକ ସଫଳତା ପାଇ ବି ଆତ୍ମହତ୍ୟାର ରାସ୍ତା ବାଛିନିଅନ୍ତି। ତେବେ ଜଣେ ବ୍ୟକ୍ତି କେଉଁ ପରିସ୍ଥିତିରେ ଆତ୍ମହତ୍ୟାର ରାସ୍ତା ବାଛିଥାନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ।