ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ସୂଚନା, ଶୀଘ୍ର କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ, ୧୨।୬: କେନ୍ଦ୍ର ସରକାର ପ୍ରତି ମାସରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ରାସନ ଯୋଗାଉଛନ୍ତି। ଯଦି ଆପଣ ମଧ୍ୟ ଏହି ସରକାରୀ ଯୋଜନାର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ମାଗଣା ରେସନ ପାଇବା ପାଇଁ, ଆପଣଙ୍କୁ ଆପଣଙ୍କ ରାସନ କାର୍ଡର ଇ-କେୱାସି କରିବାକୁ ପଡିବ । ଜୁନ୍‌ ୩୦ ହେଉଛି ଏହି କେୱାସି କରିବା ପାଇଁ ଶେଷ ତାରିଖ । ଯେଉଁମାନେ ଏହି ତାରିଖ ସୁଦ୍ଧା କେୱାସି … Continue reading ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ସୂଚନା, ଶୀଘ୍ର କରିନିଅନ୍ତୁ ଏହି କାମ