ପାରା ଏସିଆନ ଗେମ୍ସ: ୫ ହଜାର ବର୍ଷର ଐତିହ୍ୟ ପ୍ରଦର୍ଶିତ କଲା ଭାରତ

ନାଗୋୟା,୧୮ା୧୦: ପାରା ଏସିଆନ ଗେମ୍ସର ପଞ୍ଚମ ସଂସ୍କରଣ ରବିବାର ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ବେଳେ ଉଦ୍‌ଘାଟନୀ ଅବସରରେ ଭାରତୀୟ ଦଳର ସଦସ୍ୟମାନେ ପିନ୍ଧିଥିବା ବ୍ଲେଜର୍ସରେ ୫ ହଜାର ବର୍ଷ ପୁରୁଣା ସଭ୍ୟତାର ବିଭିନ୍ନ…

ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା: ଖୋଲିଲା ବଡ଼ ଗୁମର

ନଏଡ଼ା,୧୮ା୧୦: ଗ୍ରେଟର ନଏଡ଼ା ଅଞ୍ଚଳରେ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣାରେ ପୋଲିସ ୩ ଜଣ ସମ୍ପର୍କୀୟଙ୍କୁ ରବିବାର ଗିରଫ କରିଛି। ସମ୍ପର୍କୀୟ ୩ ଜଣ ହେଲେ ମଢତ ଦମ୍ପତିଙ୍କ ୨ ଭଉଣୀ ସୁନୀତା(୪୫),…

ଜିମ୍ବାୱେକୁ ୯ ୱିକେଟ୍‌ରେ ହରାଇଲା ଭାରତ, ସିରିଜ୍‌ କବ୍‌ଜା କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୧୦: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଦମ୍‌ଦାର ବିଜୟ ହୋଇଛି । ଭାରତ ୯ ୱିକେଟ୍‌ରେ ଜିମ୍ବାୱେକୁ ପରାସ୍ତ କରିବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ…

ଶ୍ରୀକୃଷ୍ଣଶରଣପୁର ଶାସରେ ନବରାତ୍ର ପୂଜା

ଖଲ୍ଲିକୋଟ,୧୮ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ ଶ୍ରୀକୃଷ୍ଣଶରଣପୁର ଶ୍ୟାସନରେ ନବରାତ୍ର ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି। ପ୍ରତିପଦାଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ଗ୍ରାମରେ ଥିବା ମା’ ଦୁର୍ଗା ଦେବୀଙ୍କ…

ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣ ପରେ ଧମକ! ସଲମାନଙ୍କ ସହ କାମ କଲେ….

ମୁମ୍ବାଇ,୧୮।୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ମୁମ୍ବାଇରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏହି ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିବା ଦାବି କରାଯାଇଛି ।…

ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ରି ପୂଜା, ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡି,୧୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଥିବା ମା’ ପାଟଖଣ୍ଡାଙ୍କ ପୀଠରେ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ୧୧ରୁ ଆରମ୍ଭ ହୋଇଥିବା ଏହି ନବରାତ୍ରିରେ ପ୍ରଥମ ଦିନରେ ମା’ପାଟଖଣ୍ଡା ଙ୍କୁ ଶୈଳପୁତ୍ରୀ, ଦ୍ୱିତୀୟ ଦିନରେ…

ବଲିଉଡ୍‌ରେ ହଇଚଇ; ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼!

ନୂଆଦିଲ୍ଲୀ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼ । ମୁମ୍ବାଇର ଜୁହୁର ପୁଷ୍ପା ପାର୍କ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଇଗର ଶ୍ରଫ୍‌ଙ୍କ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଅଟୋ ରିକ୍ସା ଚାଳକ ମଧ୍ୟ ଆହତ…

ବଡ଼ ଷଡ଼ଯନ୍ତ୍ରର ଗୁମର ଖୋଲିଲେ କିରେନ୍ ରିଜିଜୁ, କହିଲେ ଭାରତରେ ବାଂଲାଦେଶ-ଫ୍ରାନ୍ସ ଭଳି ହିଂସା…

ନୂଆଦିଲ୍ଲୀ,୧୮।୧୦: ଭାରତରେ କ୍ଷମତା ପରିବର୍ତ୍ତନ ପାଇଁ ଆହ୍ୱାନ କରୁଥିବା ବିରୋଧୀ ଦଳ ଓ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ଘଟିଥିବା ହିଂସା ଏବଂ ଫ୍ରାନ୍ସରେ ଚାଲିଥିବା ଦଙ୍ଗାର ଉଦାହରଣ ଦେଇ ସେ…

H-1B ଭିସା ବିବାଦ: ସଫେଇ ଦେଲେ ଜେଡି ଭାନ୍ସ, ଶାଶୁ-ଶ୍ବଶୁର….

ୱାଶିଂଟନ,୧୮।୧୦: H-1B ଭିସାକୁ ନେଇ ଆମେରିକାରେ ବିବାଦ ଜାରି ରହିଥିବା ବେଳେ ବିଦେଶୀ କର୍ମଚାରୀଙ୍କୁ ‘ଇଣ୍ଡେଞ୍ଚର୍ଡ ସର୍ଭେଣ୍ଟ’ ବା ‘ଚୁକ୍ତିବଦ୍ଧ ଶ୍ରମିକ’ କହିଥିବା ମନ୍ତବ୍ୟ ଉପରେ ସଫେଇ ଦେଇଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ତାଙ୍କର ଏହି ଶବ୍ଦ ପ୍ରୟୋଗ…

ଶପଥ ନେଲେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

ଭୁବନେଶ୍ୱର, ୧୮।୧୦: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ରବିବାର ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ସମାରୋହରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ…

କୋଲକାତାର,୧୮ା୧୦: କୋଲକାତା ଦଳାଚକଟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବଡ଼ ସହାୟତା ଘୋଷଣା ସହ ମୁଖ୍ୟମନ୍ତ୍ରୀ ପରିବାରର ଜଣଙ୍କୁ ଗ୍ରୁପ୍‌ ଡି’…

କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ଚାଲିଗଲା ୧୯ ଜୀବନ

କୋଲକାତା,୧୮ା୧୦: ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲରେ ଶନିବାର ସନ୍ଧ୍ୟାରେ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ୧୩ ଜଣ ମହିଳା ଓ ଜଣେ ପିଲା ଅଛନ୍ତି। ଏଥିସହିତ ୩୫ରୁ ଊର୍ଦ୍ଧ୍ୱ ଲୋକ ଆହତ…

ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌ ମାଡ଼ିଯାଇ ୧୨ ଶ୍ରଦ୍ଧାଳୁ ମୃତ, ୩୯ ଆହତ

ଭୋପାଳ,୧୮ା୧୦: ମଧ୍ୟପ୍ରଦେଶ ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୧୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି। ଶୀତଳା ମା’ ମନ୍ଦିର ନିକଟରେ ରବିବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମନ୍ଦିର ନିକଟରେ ଶ୍ରଦ୍ଧାଳୁ…

୩୪ ସାଙ୍ଗଠନିକ ଜିଲାରେ ଓବିସି ସଭାପତି ପଦରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର,୧୮।୧୦ (ସୁନିତ୍‌ ମିଶ୍ର): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଶନିବାର ଓବିସି ଶାଖାର ପଦାଧିକାରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମୋଟ୍‌ ୧୪ ଜଣ ଉପସଭାପତି, ୨୩ ଜଣ ସାଧାରଣ ସମ୍ପାଦକ, ୪୩ ଜଣଙ୍କୁ ସମ୍ପାଦକ ପଦରେ ନିଯୁକ୍ତି…

ବାଧକ ସାଜିଲା ବର୍ଷା: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବାତିଲ

ବେଙ୍ଗାଲୁରୁ,୧୭ା୧୦: ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶନିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ ବର୍ଷାରେ ଧୋଇଯାଇଛି। ଫଳରେ ଏହି ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୨-୨ରେ ବରାବର ଭାବେ ଶେଷ ହୋଇଛି। ଲଗାଣ…

ଦୂର୍ଗା ସପ୍ତମୀ ସନ୍ଧ୍ୟାରେ ବଡ଼ ଅଘଟଣ: ଭୁଷୁଡ଼ି ପଡ଼ିଲା ପେଣ୍ଡାଲ; ଦଳାଚକଟାରେ ୧୭ ମୃତ, ଅନେକ…

କୋଲକାତା,୧୭।୧୦: ମହାସପ୍ତମୀ ସନ୍ଧ୍ୟାରେ କୋଲକାତାର ପ୍ରସିଦ୍ଧ ‘ଚୋରବାଗାନ ସାର୍ବଜନୀନ ଦୁର୍ଗୋତ୍ସବ ସମିତି’ ପୂଜା ପଣ୍ଡାଲରେ ଏକ ବଡ଼ଧରଣର ଅଘଟଣ ଘଟିଛି। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରବଳ ଜନଗହଳି ହୋଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା କାରଣରୁ ଲୋକେ ଏକାଠି ପଣ୍ଡାଲ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୪ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୩ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୧ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୬ ଅକ୍ଟୋବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୪ ଅକ୍ଟୋବର, ୨୦୨୬)

View
ଓଡ଼ିଶା: ଆଜିର ଫଟୋ ( ୩ ଅକ୍ଟୋବର, ୨୦୨୬)

View

Video News

ନୟାପଲ୍ଲୀରେ ୮୦ ଫୁଟ୍ ଗଜାନନ, ୩୫ କେଜି ଲଡୁ.. | Ganesh Chaturthi | 80 Feet Ganesha

ମନ କିଣୁଛି ମୁମ୍ବାଇ ଗ୍ରୀନ୍ ଆମ୍ବ | Mango | Mumbai Mango | Dharitri

ଏଣିକି ପିଲାଙ୍କ ଘରକୁ ଯିବେ ସ୍କୁଲ ଶିକ୍ଷକ | Education | School Students | Dharitri

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live