Posted inଜାତୀୟ

ଉତ୍ସାହ ଆଗରେ ବୟସ ହାର ମାନିଲା: ପୋଲିଂ ବୁଥ୍‌ରେ ପହଞ୍ଚିଲେ ବରିଷ୍ଠ ନାଗରିକ

ପାଟନା, ୧୮।୪: ମନର ଉତ୍ସାହ ଆଗରେ ବୟସ ହାର ମାନିଛି। ଏହର ଉଦାହରଣ ଦେଖିବାକୁ ମିଳିଛି ବିହାର ଭାଗଲପୁରର ଏକ ମତଦାନ କେନ୍ଦ୍ରରେ। ଏଠାରେ ଜଣେ ରୋଗ ଶଯ୍ୟାରେ ପଡ଼ିଥିବା ଉର୍ମିଳା ନାମକ ଜଣେ ବୃଦ୍ଧା ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ବୁଥ୍‌ ନମ୍ବର ୩୯କୁ ଆସିଛନ୍ତି। ତାଙ୍କୁ ଜଣେ ସେନା ଯବାନ କୋଳରେ ବୋହି ଆଣିଥିଲେ। ସେହିପରି ହାତରେ ଆଶା ବାଡ଼ି ଧରି ୯୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧା ଉଷା ମଧ୍ୟ ଏହି ବୁଥ୍‌ରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Gen-Z ବଞ୍ଚାଇବ ସମ୍ବିଧାନ’, ଦେଶରେ ନେପାଳ ଭଳି ନିଆଁ ଜାଳିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୮।୯: ଭୋଟ ଚୋରି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଠିକ ଅଛି, କିନ୍ତୁ ଏବେ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି ଯାହା କୌଣସି...

ସେପ୍ଟେମ୍ବର ୨୨ରୁ GSTରେ ନୂଆ ନିୟମ ଲାଗୁ: ପୁରୁଣା ଜିନିଷ କିଣିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖନ୍ତୁ…

ନୂଆଦିଲ୍ଲୀ,୧୮।୯: ସରକାର GST ସ୍ଲାବରେ ପରିବର୍ତ୍ତନ କରିଛନ୍ତି। ଏହି ନିଷ୍ପତ୍ତି ସିଧାସଳଖ ଗ୍ରାହକ ଏବଂ ବିକ୍ରେତା ଉଭୟଙ୍କୁ ପ୍ରଭାବିତ କରିବ। ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ...

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼...

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ...

8th Pay Commission ଲାଗୁ ହେଲେ ସରକାରୀ କ୍ଲର୍କ ହେବେ ମାଲାମାଲ: ଜାଣନ୍ତୁ କେତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୯: ଭାରତରେ ନୂତନ ବେତନ କମିଶନ ଲାଗୁ ହେଲେ, ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏହାର ସୁପାରିଶ ଉପରେ ନଜର ରଖନ୍ତି। ବର୍ତ୍ତମାନ, ୮ମ ବେତନ...

ଟ୍ରମ୍ପଙ୍କ ରିପୋର୍ଟରେ ରହିଛି ୨୩ ଦେଶର ନାମ, ନିଶା ଉତ୍ପାଦନ ପାଇଁ କିଏ ଦାୟୀ, ଭାରତ-ପାକିସ୍ତାନର ବି ରହଛି ନାଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ‘ପ୍ରେସିଡେଣ୍ଟସିଆଲ ଡିଟରମିନେଶନ’ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସେହି ଦେଶଗୁଡ଼ିକର ତାଲିକା ଦିଆଯାଇଛି ଯେଉଁମାନେ...

ଭାରତ ପାଇଁ ଖୁସିଖବର: ଆମେରିକା ନେଲା ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଏହି ନିୟମରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୯: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଡ଼ ଖବର ରହଛି। ସିସିଏସ (ଏନ୍‌ପିଏସ ଅଧୀନରେ ପ୍ରଯୁଜ୍ୟ ୟୁପିଏସ) ନିୟମ ୨୦୨୫ ଅନୁଯାୟୀ, ଯଦି କେନ୍ଦ୍ର ସରକାରୀ କର୍ମଚାରୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image