ଏଇ ଭାରତରେ

ସରକାରୀ ସ୍କୁଲଗୁଡ଼ିକର କ୍ଲାସ୍‌ରୁମ୍‌କୁ ଡିଜିଟାଲ ହବ୍‌ କରିବାରେ ଅଭିଷେକ ଦୁବେଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଗ୍ବାଲିୟର ଜନ୍ମିତ ଅଭିଷେକ ୨୦୧୭ରେ ‘ମୁସ୍କାନ ଡ୍ରିମ୍‌’ ନାମକ ଏନ୍‌ଜିଓ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହା କରୁଛନ୍ତି। ଏବେ ସେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ୧,୦୦୦ ସରକାରୀ ସ୍କୁଲରେ ଡିଜିଟାଲ କ୍ଲାସ୍‌ରୁମ୍‌ରେ ଆନିମେଟେଡ୍‌ ଏନ୍‌ସିଆର୍‌ଟି ପାଠ୍ୟକ୍ରମ ସାମିଲ କରି ପିଲାଙ୍କୁ ପଢ଼ାଉଛନ୍ତି। ଅଭିଷେକ ଏବଂ ତାଙ୍କ ୨୦୦ ଜଣିଆ ଟିମ୍‌ ଗଣିତ, ବିଜ୍ଞାନ ସମେତ ଇଂଲିଶ ମଧ୍ୟ ପଢ଼ାଉଛନ୍ତି। ୨୦୧୬ରୁ ଆରମ୍ଭ କରିଥିବା ଏହି ଅଭିଯାନରେ ସେ ଏବେସୁଦ୍ଧା ୧ ଲକ୍ଷ ପିଲାଙ୍କୁ ଯୋଡ଼ିସାରିଲେଣି। ଆନିମେଟେଡ ଡିଜିଟାଲ କ୍ଲାସ୍‌ ମାଧ୍ୟମରେ ସରକାରୀ ସ୍କୁଲର ଗରିବ ପିଲାମାନେ ବେଶି ଉପକୃତ ହେଉଛନ୍ତି। ପ୍ରଥମେ ଡିଜିଟାଲ କ୍ଲାସ୍‌ ଆରମ୍ଭ କରିବା ସମୟରେ ମାତ୍ର ୭୯ ଛାତ୍ର ଥିଲେ ଏବଂ ପରେ ୩ ରାଜ୍ୟରେ ୧ ଲକ୍ଷରେ ପହଞ୍ଚତ୍ଲାଣି। ତେବେ ୨୦୨୫ ସୁଦ୍ଧା ୧୦ ଲକ୍ଷ ପିଲାଙ୍କୁ ଡିଜିଟାଲ ହବ୍‌ରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ଅଭିଷେକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆତ୍ମନିର୍ଭର ହେଉ

ରକାର ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବାରୁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି, ସରକାରଙ୍କ ପାଖରେ ମୂଲ୍ୟ...

ସମାଜବାଦ ଓ ସମବାୟ

ନୀ ଓ ଦରିଦ୍ର ମଧ୍ୟରେ ଆର୍ଥିକ ସମାନତା ଆଣିବା ସମାଜବାଦର ମୂଳମନ୍ତ୍ର। ଭୂସଂସ୍କାର ଜରିଆରେ ରାଜା, ଜମିଦାର ଓ ମାଲିକଙ୍କର ବଳକା ଜମିକୁ ଭୂମିହୀନ ଚାଷୀଙ୍କ...

ସମ୍ବିଧାନର ହୃଦୟ

ଜାନୁଆରୀ ୨୬ ପାଖେଇ ଆସୁଛି। ସାମରିକ ପରେଡ୍‌ ଏବଂ ଭିଭିଆଇପି ଓ ବିଦେଶୀ ଅତିଥିଙ୍କ ଉପସ୍ଥିତି ବ୍ୟତୀତ ଏହି ଦିନର ଅର୍ଥ କ’ଣ ତାହା ପରୀକ୍ଷା...

ଧନ୍ୟବାଦ

ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗଦେଇ ଏହାର ଗରିମା ବଢ଼ାଇଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବର ଅନ୍ତିମ ଦିବସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି...

ଝିଅ ବିଦା ହେବା ପରେ

ଝିଅଟିଏ ବିବାହ କରି ବାପାକୁ ଛାଡ଼ି ଶାଶୁଘରକୁ ଚାଲିଯାଏ । ସେହି କ୍ଷଣର ବ୍ୟଥା ଝିଅକୁ ବିଦାୟ ଦେଇଥିବା ବାପା ହିଁ ଅନୁଭବୀ। ତେବେ ଝିଅଟିଏ...

ବଦଳି ନାଟକ

ଦିଲ୍ଲୀ ବିଧାନସଭା ନିର୍ବାଚନର ରାଜନୈତିକ ରଙ୍ଗମଞ୍ଚକୁ ଦେଖିଲେ ବାବୁ ଅଦଳବଦଳ ଏକ ଡ୍ରାମା ଭଳି ମନେହୁଏ। ଆଇପିଏସ୍‌ ଅଧିକାରୀ ମନୀଷି ଚନ୍ଦ୍ରାଙ୍କୁ ବଦଳିକରିବା ପରେ ପୁନର୍ବାର...

କର୍ମଫଳରେ ଆଶା

ବଦ୍ଦଶା ମଧ୍ୟରେ କୌଣସି କର୍ମ ନ କରି ଜୀବନ ନିର୍ବାହ କରିବା କୌଣସି ପ୍ରାଣୀ ପାଇଁ ସମ୍ଭବ ହୋଇ ନ ପାରେ। ହୁଏତ କେଉଁ ପ୍ରାଣୀ...

ଅଷ୍ଟ୍ରେଲିଆ ଓ ସାମାଜିକ ଗଣମାଧ୍ୟମ

ଗତବର୍ଷ ଶେଷଭାଗରେ ଅଷ୍ଟ୍ରେଲିଆର ସଂସଦରେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ପକାଉଥିବା ପ୍ରଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri