କାଲ ହେଲା ଖରାଦିନିଆଁ ଧୁକାଗରେଲ: ଭଂଗା କୁରିଆରେ ୭ ଅସାହା ଜୀବନ୍‌

ନୂଆପଡା ଅଫିସ/କୋମନା,୭ା୬- କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖ, ନିଆଁ ସିମାନକୁ ପକାଘର ଯୁଗେଇ ଦେବାର ଲାଗି ଅନେକ ପରକାର ଆବାସ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ବିଭାଗୀୟ ଅଧ୍‌କାରୀମାନକର ଉଦାସୀନତା ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ନୂଆପଡ଼ା ଜିଲା କୋମନା ବ୍ଲକ ସଦର ମହକୁମାନୁ ୧ କି.ମି. ଦୂରେ ଥିବାର ସିଙ୍ଗାରୀ ଗଁାରେ। ଗଁାର ଗୁଟେ ପରିବାର ବଛର ବଛର ହେଲା ଭଂଗା ଘରେ ରହିଆସୁଥିଲେ। ଏନ୍‌ତାଥି ଦିନାକେତେ ତଲେ ହେଇଥିବାର ଖରାଦିନିଅଁା ଧୁକାଗରେଲ ପରିବାରଟାକେ ବାସହରା କରିଦେଇଛେ। ଏହେଦେ ଇ ଗରିବ୍‌ ପରିବାରଟା ଗଁାରେ ଭିନେ ଭିନେ ଲୁକ୍‌କର ପିଁଢ଼ାରେ ଦିନ୍‌ ବିତଉଛନ୍‌। ଇ ଦୁଖି ପରିବାରର ଦୁରଦଶା ଦେଖ୍‌ଲେ ଯେକେହି ସରକାରୀ ଯୋଜନାର ଗତି କେନ୍‌ଆଡ଼େ ଠହରେଇ ପାରବା।
ସୂଚନା ଅନ୍‌ସାରେ ସିଙ୍ଗାରୀ ଗଁାର ବରୁଣ ନାଏକକଁର ପରିବାର କହିଲେ ତାକର ମାଏକିନା ନୀଲାଙ୍କ ଆର ୫ ଝି’ପୁଓ। ବରୁଣକଁର ନଁାରେ ଜମିବାଡ଼ି ବଲି କିଛି ନାଇଁ, ପରିବାରଟା ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ଏନ୍‌ତାଥି ଫେର ପରିବାଟା ସବୁପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଘର କହେଲେ ଗଁାମୁଡ଼େ ଥିବାର ଝାଟିମାଟିର କୁରିଆଟେ। ବରୁଣକଁର କହିବାର ହିସାବେ ଗଁାମୁଡୁ ଦେଖ୍‌ଲେ ବ୍ଲକ ଅଫିସ ଦିଶ୍‌ସି। ସବୁଦିନ ବଡ଼ବଡ଼ିଆ ଅଧ୍‌କାରୀମାନେ ସଖାଲୁ ବେଲବୁଡ଼ା ତକ୍‌ ଗଁାକେ ଟହଲି ଆସୁଛନ୍‌। ହେଲେ କାହାରି ଦୁରୁଷ୍‌ଟି ତାକର ଉପରେ ନାଇଁ ପଡ଼ବାର। ପରିବାର ଲୋକ ଅନେକ ଥର ନେତା, ଅଧ୍‌କାରୀକୁଁ ଗୁହାରୀ କରିଛନ୍‌। ହେଲେ ଆବାସ ଯୋଜନା ତାଲିକାରେ ଠାନ୍‌ ନାଇଁ ପାଇପାରବାର। ଏନ୍‌ତା ବିଷମ୍‌ ପରିସ୍ଥିତିରେ ଦିନାକେତେ ତଲେ ହେଇଥିବାର ଧୁକାଗରେଲ ତାକର କୁରିଆକେ ଖିନ୍‌ଭିନ୍‌ କରିଦେଇଛେ। ଏହେଦ୍‌କା ପରିବାରଟା ବାରଦୁଆର ବୁଲି ମୁଡ଼ ଗୁଁଜୁଛନ୍‌। ଆଗ୍‌କେ ବରଷା ଦିନ୍‌ ମାଡ଼ିଆସୁଛେ। ଏନ୍‌ତାଥି ପରିବାରଟା କେନ୍‌ଠାନେ ରହିବେ ଆର ସରକାରକଁର ତରଫୁ ଘରଖଁଡ଼େ ମିଲବା କି ନାଇଁ ସଁଧେରେ ରହିଛନ୍‌। ଇ ଗରିବ୍‌ ନିଅଁାସି ପରିବାର ଉପରେ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଜନସାଧାରନରେ ମତ ପରକାଶ ପାଉଛେ। ବରୁଣ ନାଏକ ଗୁଟେ ଉଦାହରନ୍‌ ଆଏ। ହେଲେ ଏନ୍‌ତା କେତେ ଯେ ବରୁଣ ବାସହରା ହେଇ ପରମାଦ ଗନୁଛନ୍‌ ତାର କିଛି ଠିକ୍‌ଠିକାନା ନାଇଁ। ଜିଲାରେ ଗୁଟେ ସର୍ଭେ କରି ଏନ୍‌ତା ବାସହରାମାନକୁ ଚିନ୍‌ହଁଟ କରବାର ସଂଗେ ତାହାକୁ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାର ନିହାତି ଜରୁରି ବଲି ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri