Posted inVideo

କେମିତି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି | Immunity Boosting Foods

Featured Video Play Icon

କରୋନାରୁ ରକ୍ଷା ପାଇବା ପାଇଁ ଆମେ ଏଠାରେ କିଛି ପଦକ୍ଷେପ ସମ୍ପର୍କରେ ଆପଣଙ୍କୁ କହୁଛୁ । ଆପଣ ମାନେ ଏହାକୁ ନିୟମିତ ଭାବେ ମାନିଲେ କରୋନା ଦାଉରୁ ରକ୍ଷା ପାଇ ପାରିବେ । ଯେପରିକି ଖାଦ୍ୟରେ ନିୟମିତ ହଳଦୀ, ଜିରା, ରସୁଣ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିଲେ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ସମୟ ସମୟରେ ପାରିବେ ଯଦି ଉଷୁମ ପାଣି ପିଅନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri