ୟୁରିନ୍ ଥେରାପି ସୁସ୍ଥ ରହିବାର ଅତି ପ୍ରାଚୀନ ଉପାୟ। ଏହି ସହଜ ଉପାୟ ଦ୍ୱାରା ଲାଷ୍ଟ ଷ୍ଟେଜ୍ରେ ବି କ୍ୟାନସର ଭଳି ଦୂରାରୋଗ୍ୟରୁ ମୁକ୍ତି ମିଳିଥାଏ । ଏଥିପାଇଁ ଅପରେସନ୍ ଅବା କେମୋଥେରାପିର ଆବଶ୍ୟକତା ପଡ଼ି ନ ଥାଏ ଚାଇନାର ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ସମସ୍ତ ପ୍ରକାର ରୋଗକୁ ଭଲ ଏବଂ ନିୟନ୍ତ୍ରଣ କରିବା ପାଇଁ ୟୁରିନର ହିଲିଂ ପାୱାର ରହିଛି । ଏହା ହେଉଛି ସବୁଠାରୁ ପ୍ରଭାବଶାଳୀ ପ୍ରାକୃତିକ ଚିକିତ୍ସା । କର୍କଟ ରୋଗ, ଏଡ୍ସ, ଡାଇବେଟିସ୍ ଏବଂ କିଡ୍ନୀ ଫେଲ୍ୟୁଅର, ନେଫ୍ରୋଟିକ୍ ସିଣ୍ଡ୍ରୋମକୁ ଏହା ନିୟନ୍ତ୍ରିତ କରିଥାଏ । ଗଲ୍ବ୍ଲାଡ଼ର ଷ୍ଟୋନ, ମୋଟର ନ୍ୟୁରନ୍ ଡିଜିଜ୍, ମସ୍କୁଲାର ଡିସ୍ଟ୍ରୋଫିମେଣ୍ଟ ଆଦି କ୍ଷେତ୍ରରେ ଏହି ଥେରାପି ଦ୍ୱାରା ସୁଫଳ ମିଳିଥାଏ। ରୋଗୀ ପ୍ରଥମ ଦିନରେ ୫ ଡ୍ରପ୍ ଫ୍ରେସ୍ ମର୍ଣ୍ଣିଂ ୟୁରିନ ପିଇପାରିବେ, ଦ୍ୱିତୀୟ ଦିନରେ ଏହାକୁ ବଢ଼ାଇ ୫ରୁ ୧୦ଡ୍ରପ୍ କରିପାରିବେ। ତୃତୀୟ ଦିନରେ ସକାଳେ ୧୦ ଡ୍ରପ ଏବଂ ସନ୍ଧ୍ୟାରେ ବି ୧୦ ଡ୍ରପ ନେଇପାରିବେ । ଥରେ ଏହି ଚିକିତ୍ସାରେ ରହିବା ଦ୍ୱାରା ରୋଗୀ ଆରାମ ଅନୁଭବ କରିବା ପରେ ଏହି ଡୋଜକୁ ବଢ଼ାଯାଇପାରିବ । ନିଜ ପରିସ୍ରାକୁ ଆଇଡ୍ରପ ଏବଂ ଇଅର ଡ୍ରପ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।