ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଛି ଓଡିଶାର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ୨୦୨୦। ଐତିହାସିକ ମହାଯଜ୍ଞ ସହ ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ମାନେ ଏହିଠାରେ ପୂଜା ପାଠ କରିଥାନ୍ତି । ବିଭିନ୍ନ ଦୈନନ୍ଦିନ ସାମଗ୍ରୀ କିଣିବା ସହ ଅପେରା ଦେଖିବାକୁ ଦର୍ଶକଙ୍କ କିପରି ଭିଡ଼ ଜମୁଛି ଦେଖନ୍ତୁ ଏହି ଭିଡ଼ିଓରେ …
Quite like every year, famous Khandagiri Kumbh Mela got underway on the auspicious day of Magha Saptami (7th day ‘Magha’ month as per Hindu calendar) February 5 this year. This holy festival witnesses congregation of thousands of seers at one place. Besides, Khandagiri Kumbh Mela is also famous for its Odia opera shows apart from the availability of a multitude of eating and shopping options.