ଜାଲ ସାର୍ଟିଫିକେଟ, କୋଟିଆ ବିବାଦକୁ ଗୃହରେ ହଙ୍ଗାମା: ଅପରାହ୍ନ ୪ ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର,୩୧।୩(ବ୍ୟୁରୋ): ଜାଲ ସାର୍ଟିଫିକେଟ ଓ କୋଟିଆ ବିବାଦକୁ ନେଇ ଗୃହ ସରଗରମ। ଉଭୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ। ଏପରିକି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଭାଜପା-କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।


Enter your email to get our daily news in your inbox.

All Right Reserved By Dharitri.Com

୨୯, ୩୦ରେ ବନ୍ଦ ରହିବ ଗୃହ କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୮ା୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତ ଅଧିବେଶର ଦ୍ୱିତୀୟ ଦିନ ଅପରାହ୍ନ ୪ଟାରେ ଆରମ୍ଭ ହୋଇ ୪ଟା ୭ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ସୁରମା ପାଢ଼ୀ...

ମାଡିଆସୁଛି ବାତ୍ୟା: ଓଡ଼ିଶାର ୭ ଜିଲାରେ…

ଭୁବନେଶ୍ୱର,୨୮ା୧୧(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛି ଦିନ ଶୀତର ଲହରି ଜାରି ରହିଛି। ମାତ୍ର ଗୁରୁବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ ଓ ଗଜପତି...

ବାଟ ଛାଡ଼ିଲେ ଶିନ୍ଦେ: ଏବେ ମହାରାଷ୍ଟ୍ରରେ ହେବ ଅସଲ ଖେଳ

ମୁମ୍ବାଇ,୨୮ା୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଦାବିଦାର ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ବିଧାନସଭା ନିର୍ବାଚନ ଫଳ ଆସିବାର ୪ ଦିନ ପରେ ଏହି ଦାବିରୁ...

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର...

ଲିଙ୍ଗରାଜ ମନ୍ଦିରରେ ସିଗାରେଟ୍‌ ଟାଣିଲେ

ଭୁବନେଶ୍ୱର,୨୮ା୧୧ (ସୂର୍ଯ୍ୟକାନ୍ତ ବେହେରା): ଲିଙ୍ଗରାଜ ମନ୍ଦିର ପରିସରକୁ ମୋବାଇଲ, ସିଗାରେଟ୍‌ ଭଳି କିଛି ଜିନିଷକୁ ବାରଣ କରାଯାଇଛି। କିନ୍ତୁ ଏହାସତ୍ତ୍ୱେ ମନ୍ଦିର ପରିସରକୁ ମୋବାଇଲ ଯିବା...

ଗନ୍ଧମାର୍ଦ୍ଦନରେ ଆଦାନୀର ଜମିକିଣା ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):ବରଗଡ଼ ଓ ବଲାଙ୍ଗୀର ଜିଲାକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଘରୋଇ କମ୍ପାନୀ ଆଦାନୀ ଗ୍ରୁପ୍‌ର ଜମିକିଣାକୁ ନେଇ ବିଧାନସଭାରେ ବିଜେଡି ଓ...

ରାଜଧାନୀରେ ୫ ବର୍ଷୀୟା ଝିଅଙ୍କୁ ବିକିଦେଲେ ମା’ ବାପା: ମଧ୍ୟସ୍ଥିଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୮ା୧୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ଶିଶୁପାଳଗଡ଼ ବଡ଼ଟାଙ୍ଗୀରେ ରହୁଛନ୍ତି ଶିଶୁକନ୍ୟାଙ୍କ ମା’ ଗୁଡ଼ିଆ ଦେବୀ ଏବଂ ସାବତ ବାପା ସୁବୋଧ ଶର୍ମା। ସେମାନଙ୍କ ଘର ବିହାରରେ ହୋଇଥିବାବେଳେ ଭୁବନେଶ୍ୱରରେ...

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର,୨୭।୧୧: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଜ୍ୟର ମୋହନ ସରକାର ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri