ଝି’ପୁଓର ପାଠ୍‌ପଢ଼ା ଲାଗି ଭିଖ୍‌ ମାଗୁଛନ୍‌ ବାପା

ଅତାବିରା, ୧୮।୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଶିକ୍ଷାରେ ସଂସ୍କାର ଆନବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। କେନ୍‌ଥେଇ ସଭେ ସୁବିଧାରେ ଭଲ ପାଠ୍‌ ପଢ଼ିପାରବେ ସେଥିର ଲାଗି ବେବସ୍‌ତା କରୁଛନ୍‌। ହେଲେ ଆଏଜ୍‌ ବି ଆମର ସମାଜରେ ଏନ୍‌ତା ଗରିବ୍‌ ଦୁଖି ଅଛନ୍‌ ଯେନ୍‌ମାନେ ଅନେକ କାରନ୍‌ରୁ ଛୁଆପିଲାକୁ ପାଠ୍‌ ପଢ଼େଇ ନାଇଁ ପାରବାର। ଆଏଜ୍‌କାଲି ସବୁ ମା’ବାପ୍‌ ପାଠ୍‌ପଢ଼ାର ଗୁରୁତ୍‌କେ ବୁଝୁଛନ୍‌। ସେମାନେ ନିଜେ ନାନା ଦୁଖ୍‌ ଯାତନା ଭୁଗି ପିଲାଛୁଆକୁ ପାଠ୍‌ ଦୁଇ ଅଖର ପଢ଼େଇ ମୁନୁଷ୍‌ କରବାର ଚେଷ୍‌ଟା କରୁଛନ୍‌। ଏନ୍‌ତା ଗୁଟେ ହୁରୁଦ୍‌ ତରଲି ଗଲା ଲେଖେଁ ଘଟ୍‌ନା ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ।
ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଅଧୀନ ବେତରାପଡ଼ାର ମୂଲ ବାସିନ୍‌ଦା ହେଉଛନ୍‌ ବୈକୁଣ୍ଠ ନାଏକ(୬୦)। ପରିବାର କହେଲେ ମାଏକିନା, ଝି’ ତ୍ରିଲୋଚନା(୧୬) ଆର ପୁଓ ବୀରେନ୍ଦ୍ର(୧୧)କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଗୋଲାପଡ଼ାରେ ଝନ୍‌କର ଜାଗାଥି କୁରିଆଟେ କରି କୁଟୁମବସିଆ ଆଶ୍‌ରେ ନେଇଛନ୍‌। ଇଆଡ଼େ ବୈକୁଣ୍ଠକଁର ମାଏକିନା ଝନେ ମାନ୍‌ସିକ ରୁଗୀ। ସେନ୍‌ତା ବଛର କେତେଟା ତଲେ ବୈକୁଣ୍ଠ ଗଛୁପଡ଼ି ଅଦରବା ହେଇଯାଇଛନ୍‌। ଏନ୍‌ତାଥି ଯୁକ୍ତ ଦୁଇ ପହେଲା ବଛର ପଢ଼ି ସାରିଥିବାର ଝି’ ତ୍ରିଲୋଚନା ଆର ଷଷ୍ଠ ଶ୍ରେଣୀଥି ପଢ଼ୁଥିବାର ପୁଓ ବୀରେନ୍ଦ୍ରର ପାଠ୍‌ପଢ଼ା ଚିନ୍‌ତା ତାହାକୁ ଘାରୁଛେ। ଇଆଡ଼େ ଅଭାବ ଅନାଟନ ଲାଗି ବୈକୁଣ୍ଠ ଝି’ପୁଓର ପାଠ୍‌ପଢ଼ା ଖରଚ୍‌ ତୁଲାବାକେ ସକ୍ଷମ ହେଇ ନାଇଁପାରବାର। ଯେନ୍‌ଥିରଲାଗି ବୈକୁଣ୍ଠ ବୁଧୁବାର ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାରେ ଝି’ର ପାଠ୍‌ପଢ଼ା ପରମାନପତର ଧରି ଘର ଘର ବୁଲି ଲୁକ୍‌କୁ ଭିଖ୍‌ ମାଗୁଥିଲାବେଲେ ଥାନୀୟ ଧରିତ୍ରୀ ପରତିନିଧି ତାହାକୁ ଭେଟିଥିଲେ। ପରତିନିଧି ବୈକୁଣ୍ଠକୁଁ ତାକର ଦୁଖ୍‌ ଦୁରଦଶା ବାବ୍‌ଦେ ପଚାରି ବୁଝିଥିଲେ। ବୈକୁଣ୍ଠକଁର କହେବାର ହେଲା ସେ ଝି’ପୁଓର ପାଠ୍‌ପଢ଼ା ଲାଗି ଭିନେ ଭିନେ ସମିଆରେ ନେତା, ମନ୍ତ୍ରୀ, ସରକାରୀ ଅଧ୍‌କାରୀମାନକୁ ଭେଟି ନିରାଶ ହେଇଛନ୍‌। ଏନ୍‌ତାକି ଝି’ ମାଟ୍ରିକ ପାସ୍‌ କଲା ଉତାରୁ କଲେଜରେ ନଁା ଲେଖାବାର ଲାଗି ବୈକୁଣ୍ଠ ଜିଲାର ଝନେ ଟାନୁଆ ନେତାକୁ ଗୁହାରି କରିଥିଲେ। ହେଲେ ସେ ମୁଇଁ ତମର ନେତା ନୁହେ, ତମର ବିଧାୟକକେ ଗୁହାରି କର ବଲି ରୋକ୍‌ଠୋକ୍‌ ମନା କରିଥିଲେ। ହେଲେ ଦୁଖର କଥା ମୁଇଁ ଆଏଜ୍‌ତକ ଥାନୀୟ ବିଧାୟକ୍‌କୁଁ ନାଇଁ ଭେଟି ପାରି ବଲି ସେ କହିଛନ୍‌। ଗଲା ବଛର କଲେଜରେ ଝି’ର ନଁା ଲେଖା ଲାଗି ଅନେକ ଲୁକ୍‌କରନୁ ସାହାଯ୍‌ ମାଗିଛେଁ। ବିନିକାର ପୂରବର ବିଡିଓ ୧ ହଜାର ଟଁକା ଦେଇଥିଲାବେଲେ ସୋନପୁରର ଜୟନାରାୟଣ ନେଗୀ, ଚୂଡ଼ାମଣି ନାୟକକଁର ଲେଖେଁ କେତେ ସହୁରୁଦ୍‌ ଲୋକ୍‌ ସାହାଯ୍‌ ଦେଇଥିଲେ। ସେ ଟଁକାରେ ମୁଇଁ ଝି’ର ନଁା ବୌଦ୍ଧ ଜିଲା ବାଉଁଶୁଣୀ କଲେଜରେ ଲେଖେଇଥିଲି। ହେଲେ ଏହେଦେ ଝି’ର ନଁା ଯୁକ୍ତ ଦୁଇ ଦୁତୀଅ ବଛରରେ ଲେଖାବାକେ ପଡ଼ବା। ସେଥିରଲାଗି ଗଁା ଗଁା ବୁଲି ଭିଖ୍‌ ମାଗି ପଏସା ଠୁଲଉଛେଁ ଆଗିଅଁା ବଲି ସେ କହିଥିଲେ। ସରକାର ଶିକ୍ଷାର ପରଚାର ପରସାର, ସଂସ୍କାର ଲାଗି ଯୋଜନା ଉପରେ ଯୋଜନା କରୁଛନ୍‌। ହେଲେ ଆମର ରାଏଜେ ଆଏଜ୍‌ବି ଅନେକ ବୈକୁଣ୍ଠ ଅଛନ୍‌ ଯେନ୍‌ମାନେ ଅଭାବ ଅନାଟନ ଲାଗି ନିଜର ପିଲାଛୁଆକୁ ପାଠ୍‌ ପଢ଼େଇ ନାଇଁ ପାରବାର। ସୁବର୍ଣ୍ଣପୁର ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ତ୍ରିଲୋଚନାର ପାଠ୍‌ପଢ଼ା ଖରଚ୍‌ ତୁଲାବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri