ତୈଳ ଟ୍ୟାଙ୍କର ଉପରେ ଜଳଦସ୍ୟୁଙ୍କ ଆକ୍ରମଣ: ୨୦ ଭାରତୀୟଙ୍କୁ କଲେ ଅପହରଣ

ଅବୁଜା,୧୭।୧୨: ପଶ୍ଚିମ ଆଫ୍ରିକାର ଗିନି ଉପକୂଳ ଅଞ୍ଚଳରେ ଏକ ତୈଳ ଟ୍ୟାଙ୍କର ଉପରେ ଜଳଦସ୍ୟୁମାନେ ଆକ୍ରମଣ କରିଛନ୍ତି। ଏଥିରେ ଥିବା ୨୦ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରିନେଇଛନ୍ତି। ତୈଳ ଟ୍ୟାଙ୍କରଟି ଆଙ୍ଗୋଲାର ଲୁଣ୍ଡାରୁ ଟୋଗୋସ୍ଥିତ ଲୁମ୍‌କୁ ଯାତ୍ରା କରୁଥିଲା। ଏହା ଡିସେମ୍ବର ୧୫ ସକାଳ ୭ରୁ୮ ମଧ୍ୟରେ ଘଟିଥିବା କୁହାଯାଉଛି। ଏନେଇ ଭାରତୀୟ ବହିର୍ବ୍ୟାପାର ବିଭାଗ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଚଳିତ ବର୍ଷ ଏହାକୁ ମିଶାଇ ଏଭଳି ୩ଟି ଘଟଣା ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୋମବାର ଟ୍ୟାଙ୍କର ସହିତ ଯୋଗାଯୋଗ ହୋଇ ନ ପାରିବାରୁ ନାଇଜେରିଆ ସ୍ଥିତ ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରାଯାଇଥିଲା। ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ Haka Dance କଲେ ମହିଳା ସାଂସଦ, ଭିଡିଓ ଭାଇରାଲ

ଓ୍ବିଲଙ୍ଗଟନ,୧୫।୧୧: ଗୁରୁବାର ନ୍ୟୁଜିଲ୍ୟାଣ୍ଡର ସଂସଦରେ ବହୁ ଅସନ୍ତୋଷ ଦେଖାଦେଇଥିଲା, ଯେଉଁଠାରେ ଏକ ନିଆରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଠାରେ ସଂସଦର ସର୍ବ କନିଷ୍ଠ ସାଂସଦ ହାନା-ରାଓତି...

ଲାଇଭ ଶୋ’ରେ କୁରାଢିରେ କରିଥିଲେ ଆକ୍ରମଣ, ଏବେ ହେଲେ ପ୍ରତିରକ୍ଷା ମନ୍ତ୍ରୀ

ଓ୍ବାଶିଂଟନ,୧୫।୧୧: ଆମେରିକାରେ ନିର୍ବାଚନ ବିଜୟ ପରେ ଟ୍ରମ୍ପଙ୍କ ଆଗାମୀ କ୍ୟାବିନେଟ ବିଷୟରେ ଗୋଟିଏ ପରେ ଗୋଟିଏ ଖବର ଆସିବା ଆରମ୍ଭ କରିଛି। ନିକଟରେ ପୂର୍ବତନ ସୈନିକ...

ପାକିସ୍ତାନରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫ ହଜାର ଲୋକ

ଇସଲାମାବାଦ,୧୫।୧୧: ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। କଳା ବିଷାକ୍ତ...

ଭ୍ୟାକ୍ସିନକୁ କଡ଼ା ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଟ୍ରମ୍ପ ନିଯୁକ୍ତ କଲେ ଆମେରିକା ସ୍ବାସ୍ଥ୍ୟ ସଚିବ, ଜାଣନ୍ତୁ ସେହି ବ୍ୟକ୍ତି କିଏ

ଓ୍ବାଶିଂଟନ,୧୫।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ସେ ଜାନୁଆରୀରେ ହ୍ବାଇଟ ହାଉସର ପଦବୀ ପାଇଁ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ସେ ତାଙ୍କ...

ଆସୁଛି ଘୂର୍ଣ୍ଣିଝଡ଼ ‘ସାରା’, ବର୍ଷା, ବନ୍ୟା, ଭୂସ୍ଖଳନକୁ ନେଇ ଆଲର୍ଟ ଜାରି

ଓ୍ବାଶିଂଟନ,୧୫।୧୧: ଆମେରିକାରେ କିଛି ଦିନ ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ହେଲେନ ଫ୍ଲୋରିଡା ପରି ବଡ ସହରରେ ବ୍ୟାପକ କ୍ଷତି ଘଟାଇଥିଲା। ଏହି ସମୟରେ, ବର୍ତ୍ତମାନ ଟ୍ରପିକାଲ...

ଖୁସି ଖବର: ଜାଣନ୍ତୁ କେତେ ପାଓ୍ବାରଫୁଲ ଏହି ହିନ୍ଦୁ ମହିଳା, ଆମେରିକାର ଘରେ ଘରେ ପରିଚିତ

ଓ୍ବାଶିଂଟନ,୧୫।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଟିମ୍‌ରେ ଜଣେ ସାହସୀ ହିନ୍ଦୁ ମହିଳାଙ୍କୁ ସ୍ଥାନ...

ଅଧିକରୁ ଅଧିକ ସୁଇସାଇଡ ଡ୍ରୋନ ନିର୍ମାଣ କରିବାକୁ ହଠାତ୍‌ ନିର୍ଦ୍ଦେଶ ଦେଲେ କିମ ଜୋନ ଉନ, ଜାଣନ୍ତୁ କ’ଣ ଏହାର କାରଣ

ପୋଙ୍ଗୟାଙ୍ଗ,୧୫।୧୧: ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି...

ତୁଲସୀ ଗବାର୍ଡ ହେବେ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର

ଓ୍ବାଶିଂଟନ, ୧୫।୧୧:ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ହିନ୍ଦୁ ଆମେରିକୀୟ ତଥା ପୂର୍ବ ଡେମୋକ୍ରାଟ୍‌ ନେତା ତୁଲସୀ ଗବାର୍ଡଙ୍କୁ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri