ନାବାଲିକ୍‌ ଉପରେ ଭାଇବହେନ୍‌ର ବୋଝ୍‌ ଘଟନା: ୭ ବଛର ଉତାରୁ ପୁହୁଁଚିଲା ପରଶାସନ

 

କେସିଙ୍ଗା, ୭ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁା ଗଉଡ଼ପଡ଼ାର ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌ ଭୋଖ୍‌ ଉପାସରେ ଦିନ୍‌ ବିତଉଥିଲେ। ଇ ବାବ୍‌ଦେ ଗଲା ୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବାପ୍‌ ଆରପାରେ, ମା’ ନିଖୋଜ: ନାବାଲିକ୍‌ ଉପରେ ଭାଇବହେନ୍‌କଁର ବୋଝ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଗୁରୁବାର ଥାନୀଅ ପରଶାସନ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ପାସେ ପୁହୁଁଚିଛେ।
ସୂଚନା ଅନ୍‌ସାରେ ଜୋଲକୋ ଗଁା ଗଉଡ଼ପଡ଼ାର ସୁନୀଲ ବାଗକଁର ୨୦୧୧ ସାଲେ ଟିବି ରୋଗ୍‌ରେ ମୁର୍‌ତୁ ହେଇଥିଲା। ସେ ମରବାର ବଛରକର ଉତାରୁ ତାକର ବିଧବା ମାଏକିନା ସତ୍ୟବତୀ ବି ନିଖୋଜ ହେଇଯାଇଥିଲେ। ଏନ୍‌ତାଥି ସ୍ବର୍ଗତ ସୁନୀଲକଁର ବଡ଼ ଝି’ ଝରଣାର ଉପରେ ଭାଇବହେନ୍‌ର ବୋଝ୍‌ ପଡ଼ିଥିଲା। ଆଏଜ୍‌କେ ୭ ବଛର ହେଲା ଝରଣା ପରହର କାମ୍‌ବୁତା କରି ୩ ଭାଇ ବହେନ୍‌ ସେତୁ (୧୨), ଚୈତୁ(୧୦) ଆର ସାନ ବହେନ୍‌ ଅପରାଜିତା(୯) ପେଟ୍‌ ପାଲିଆସୁଛନ୍‌। ହେଲେ ଝରଣାର ଦିହିପା ଖରାପ୍‌ ହେଲେ ଭାଇବହେନ୍‌ ସଭେ ଖାଡ଼ା ଉପାସରେ ରହୁଛନ୍‌। ସାନ୍‌ ବହେନ୍‌ ଗଁା ସ୍କୁଲ ଆର ଦୁଇ ଭାଇ ଲଇତରା ପ୍ରାଥମିକ ସ୍କୁଲରେ ପଢ଼ୁଛନ୍‌। ସେମାନେ ବେଲାକେ ସ୍କୁଲରେ ଖାଉଥିଲାବେଲେ ଅଭାବ ଅନାଟନ ଲାଗି ବଡ଼ଭାଗି ଦିନ୍‌ ରାତିରେ ଭୁଖେ ଶୁଉଛନ୍‌। ଏନ୍‌ତାଥି କେଭେ କେନ୍‌ତା ପାଖ୍‌ପଡ଼ିଶା ତାହାକୁ ଖାଏବାକେ ଦେଉଛନ୍‌। ଥାନୀଅ ଅଙ୍ଗନଓ୍ବାଡି କେନ୍ଦ୍ରରେ ବି ଛୁଆମାନେ କେତେବେଲେ କେନ୍‌ତା ଖାଉଛନ୍‌। ଭାଇବହେନ୍‌କର ଦୁରଦଶା ଦେଖି ଥାନୀଅ ଅଙ୍ଗନଓ୍ବାଡି କରମୀ ସେମାନକୁ କେସିଙ୍ଗା ବିଡିଓକଁର ପାସ୍‌କେ ଧରିକରି ଯାଇଥିଲେ। ଘଟନା ବାବ୍‌ଦେ ଉପଜିଲାପାଲକଁର ଦୁରୁଷ୍‌ଟି ଆକରଷନ୍‌ କରବାର ସଂଗେ ତାକଁର ମତାମତ ନେଇ ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କର ଉପରେ ଧରିତ୍ରୀରେ ଖବର ବାହାରିଥିଲା। ଖବର ବାହାରଲାରୁ ଗୁରୁବାର ରାତି ୮ ବଜେ ପଁଚେତ୍‌ ତରଫୁ ୩୫ କେ.ଜି. ଆର ସିଡିପିଓ ୫୦ କେ.ଜି. ଚାଉଲ ସେମାନକୁ ଦେଇଥିଲେ। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌କୁ ବ୍ଲକ ପରଶାସନ ତରଫୁ ସବୁ ପରକାର ସାହାଯ୍‌ ଯୁଗେଇ ଦିଆଯିବା। ଅପରାଜିତାକୁଁ ପାସର କେହେନ୍‌ସି ଗୁଟେ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଲୟରେ ଦାଖଲ କରେଇ ତାକର ପାଠ୍‌ ପଢ଼ବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ

ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ...

ମାଙ୍କଡ ଆତଙ୍କ: ଆକ୍ରମଣରେ ୧୫ରୁ ଊଦ୍ଧର୍‌ବ ଆହତ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ କିଛିଦିନ ହେଲା ମାଙ୍କଡ ଆତଙ୍କ ଦେଖାଦେଇଛି। ସହରସ୍ଥିତ ଗୋଦାମପଡ଼ାର ମାଙ୍କଡ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି...

ଦୁଇଦିନ ହେଲା ଆମରଣ ଅନଶନରେ ଚାଷୀ, ଶୁଣିଲେନି ବିଡିଓ-ତହସିଲଦାରଙ୍କ କଥା

କେସିଙ୍ଗା,୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନର କଟ୍‌ନି ଛଟ୍‌ନିକୁ ବିରୋଧ କରି ତୁଣ୍ଡଳା ପ୍ୟାକ୍ସ ଆଗରେ ଦୁଇ...

ଟ୍ୟାଙ୍କର ଧକ୍କାରେ ବାଇକ୍‌ଆରୋହୀଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ବାନେର ଛକ ନିକଟରେ ଗତ ୨୯ ତାରିଖରେ ଜଣେ ବାଇକ୍‌ଆରୋହୀଙ୍କୁ ଟ୍ୟାଙ୍କର ଧକ୍କା ଦେଇଥିଲା।...

ଅନ୍ତେବାସୀଙ୍କ ଗହଣରେ ନବବର୍ଷ ପାଳିଲେ ଜିଲାପାଳ: ପାଠ ପଢ଼ି ଭଲ ମଣିଷ ହେବାକୁ ଆହ୍ବାନ

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ):ନୂଆ ଆଶା ଓ ଅଭିଳାଷକୁ ନେଇ ସୁନେଲି ସ୍ବପ୍ନ ଦେଖୁଥିବା ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ଶିଶୁମାନଙ୍କ ସହିତ ବୁଧବାର ନବବର୍ଷ...

କନିଷ୍ଠ ଶିକ୍ଷକଙ୍କୁ ନୂଆବର୍ଷ ଭେଟି: ନିୟମିତ ହେଲେ ୯୨୯ ଶିକ୍ଷୟିତ୍ରୀଶିକ୍ଷକ

ଭବାନୀପାଟଣା, ୨ା୧(ଉତ୍ତମ କୁମାର ଦାଶ):ପ୍ରାଥମିକ ଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରି କୋମଳମତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୮ରେ ସରକାର କଳାହାଣ୍ଡି ଜିଲାରେ...

୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ...

ରାସ୍ତାକାମ ନିମ୍ନମାନର, ହାତମାରିଲେ ଉଠିଯାଉଛି ପିଚୁ

ଥୁଆମୂଳ ରାମପୁର, ୩୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଡାକକୋଟା ଭାରତ ଯାତ୍ରାଠାରୁ ତୁକଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri