ନିଆରା ମଣିଷ କାଙ୍ଗାଳି ମହାରଣା:  ନିଶା ଅଭିନୟ ପେସା ଚାଷ

ଚମ୍ପୁଆ,୧।୮(ଡି.ଏନ.ଏ) – ନିଶା ତାଙ୍କର ଅଭିନୟ କିନ୍ତୁ ପେଷାରେ ସେ ଜଣେ ଚାଷୀ। ସେ ହେଉଛନ୍ତି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ପଞ୍ଚାୟତର ଟିଆଁସପଶି ଗ୍ରାମର କାଙ୍ଗାଳୀ ମହାରଣା। ଛୋଟ ବେଳୁ ଅଭିନୟ ପ୍ରତି ରୁଚି ରଖିଥିବା ଏହି ମଣିଷ ୧୪ ବର୍ଷରୁ ଟିଆଁସପଶି ରାମଲୀଳା କମିଟିରେ ଯୋଗ ଦେଇ ହନୁମାନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ୧୯୭୪ ମସିହାରୁ ଅଭିନୟ ଆରମ୍ଭ କରି କେନ୍ଦୁଝର, ମୟୁରଭଞ୍ଜ ଓ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାମଲୀଳାରେ କାଙ୍ଗାଳିଙ୍କ ଏହି ହନୁମାନ ଚରିତ୍ର ଓ ଅଭିନୟ ଲୋକଙ୍କ ହୃଦୟକୁ ଛୁଇଁ ଥିବା ବେଳେ ବିଭିନ୍ନ ସ୍ଥାନରେ ସେ ପୁରସ୍କୃତ ହୋଇଛନ୍ତି। ଆର୍ଥକ ଅନାଟନ ସାଙ୍ଗକୁ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ପିତା ଝାଡେଶ୍ୱର ମହାରଣାଙ୍କ ଦେହାନ୍ତ ତାଙ୍କ ପାଠ ପଢାରେ ଡୋରୀ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ପ୍ରୟ ୭୫ ଗୋଟି ମଣ୍ଡପରେ ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି। ଅଭିନୟ ନିଶା ସହିତ କୌଳିକ ବୃତ୍ତି ଓ ଚାଷ ତାଙ୍କର ଜୀବିକାର ଅନ୍ୟ ଏକ ପନ୍ଥା। ଜଣେ ଭଲ ଚାଷୀ ଭାବେ ପରିଚୟ ସୃଷ୍ଟି କରିଥିବା କାଙ୍ଗାଳି ଏବେ ବି ଅଭିନୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟାପ୍ରୀତି: ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପରକୀୟା ପ୍ରୀତିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ତୀରମାଡ଼ କରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

କେନ୍ଦୁଝର-ସମ୍ବଲପୁର ଜିଲାପାଳଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍‌

କେନ୍ଦୁଝର,୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଡ୍ୟାମ୍‌ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଓ ସମ୍ବଲପୁର ଜିଲାପାଳଙ୍କୁ ପଦକ୍ଷେପ ଗ୍ରହଣ...

ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଲେ କେନ୍ଦୁଝର ମାଟିର ପୁଅ ସଞ୍ଜୀବ କୁମାର

କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ମାଟିର ପୁଅ ତଥା ସଫଳତାପୂର୍ବକ କେନ୍ଦୁଝର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ସମ୍ପନ୍ନ...

ବିଧାୟକଙ୍କ ନବବର୍ଷ ଶୁଭେଚ୍ଛା ପୋଷ୍ଟର ଚିରିଦେଲେ ଦୁର୍ବୁତ୍ତ

ପାଟଣା,୧।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନବବର୍ଷ ଶୁଭେଚ୍ଛା ବାର୍ତ୍ତା ସମ୍ବଳିତ ପୋଷ୍ଟର ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ...

ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା…

ପାଟଣା,୩୧।୧୨(ବୀରକିଶୋର ଦାଶ): କଥାରେ ଅଛି ରଖେ ହରି ତ ମାରେ କିଏ। ଜଣେ ୧୪ରୁ ୧୫ବର୍ଷର ନାବାଳକଙ୍କୁ ମଙ୍ଗଳବାର ସକାଳୁ କେନ୍ଦୁଝର ଜିଲା ପାଟଣା ବ୍ଲକ...

ପୋଲ ଉପରେ ସ୍କୁଟି ରଖି ବୈତରଣୀକୁ ଡେଇଁପଡିଲେ ଦୋକାନୀ

କେନ୍ଦୁଝର,୩୧।୧୨: କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରୁ ସୋମବାର ଏକ ଅଭାବାନୀୟ ଘଟଣା ସାମ୍‌ନାକୁ ଆସିଛି। ପୋଲ ଉପରେ ସ୍କୁଟି ରଖି ଜଣେ ଦୋକାନୀ ବୈତରଣୀ ନଦୀକୁ...

ଚିକିତ୍ସା ସେବାରୁ ରାଜନୈତିକ ସଫଳତା ପାଇଛି: ଫକିର

କେନ୍ଦୁଝର ଜିଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ଡା. ଫକିର ମୋହନ ନାଏକ (୫୦) ବିଧାୟକ ହୋଇଛନ୍ତି। ଭାଜପା ଟିକେଟରୁ ଲଢ଼ି ସେ...

ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

କେନ୍ଦୁଝର,୩୦।୧୨( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ନିକଟରେ ଏକ (ଓଡି-ଜିର-୯-ଭି-୮୯୬୯)୧୬ଚିକିଆ ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri