ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ : ଉଲ୍‌ଗୁଲାନର ଚେତାବନୀ ଦେଲା ବେଉସାୟୀ ସଂଘ

ମନମୁଣ୍ଡା, ୯।୬ (ଡି.ଏନ.ଏ): – ବୌଦ୍ଧ ଜିଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଡ଼ାକେ ଲାଗି ୨୦୧୬ ସାଲେ ୩ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ ଥଁଡା ପାଏନ୍‌ ପ୍ରକଳ୍ପ ତିଆର କରାଯାଇଥିଲା। ଉଦେଶ୍‌ ଥିଲା ରୁଗୀ ଆର ତାକର ସହଯୋଗୀମାନେ ଅତିକମ୍‌ରେ ଖରାଦିନେ ଥଁଡା ପିଇଲା ପାଏନ୍‌ ଟିକେ ପାଏବେ। ହେଲେ ପ୍ରକଳ୍ପଟା ଦିନାକେତେ ଠିକ୍‌ଠାକ୍‌ ଚାଲ୍‌ଲା ଉତାରୁ ମୋଟର ପୁଡ଼ି ଅଚଲ ହେଇଯାଇଥିଲା। ପଁଚେତ୍‌ ତରଫୁ ମୋଟର ମରାମତି କରାଯାଇଥିଲା ବଲି ଥାନୀୟ ସରପଁଚ୍‌ ମିନାକ୍ଷୀ ସାହୁକଁରନୁ ଜନାପଡ଼ିଛେ। ହେଲେ ଦେଖ୍‌ଭାଲ ଅଭାବୁ ହେଉ କି ଉନିଅଁା କେହେନ୍‌ସି କାରନ୍‌ରୁ ପ୍ରକଳ୍ପର ମୋଟର ଫେନ୍‌ ଅଚଲ ହେଇଯାଇଛେ। ଯେନ୍‌ଥିରଲାଗି ଆଏଜ୍‌କେ ପାଖାପାଖି ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ ହେଇ ପଡ଼ିରହିଛେ। ଇ ପ୍ରକଳ୍ପରେ ସବୁ ଲୁକ୍‌କର ସୁବିଧା ଲାଗି ମୁଖିଆ ରାସ୍‌ତା ଏନ୍‌ଏଚ୍‌-୫୭ ଫାଲକେ କେତେଟା ଟ୍ୟାପର ବେବସ୍‌ତା କରାଯାଇଥିଲାବେଲେ ଡାକ୍‌ତରଖାନା ପରିସର ଭିତିରକେ ବି ଟ୍ୟାପ୍‌ ରହିଛେ। ଇ ମୁଡ଼ଫଟା ଖରା ଝାଉକେ ପ୍ରକଳ୍ପଟା ଅଚଲ ହେଇ ପଡ଼ି ରହିଲାବେଲେ ସାଧାରନ୍‌ ଲୋକ୍‌, ରୁଗୀ ଆର ତାକର ସହଯୋଗୀମାନେ ଥଁଡା ପାଏନ୍‌ ଟିକେର ଲାଗି ଦହଗଁଜ୍‌ ହେଉଥିବାର ଦେଖ୍‌ବାକେ ମିଲୁଛେ। ମନମୁଣ୍ଡା ଡାକ୍‌ତରଖାନା ଛକରେ ଜଲଛତରଟେ ବି ନଁାଇଁନ। ସେନ୍‌ତା ଥାନୀୟ ଲୋକ୍‌, ରୁଗୀ ଆର ତାକର ଲୋକ୍‌ମାନେ ଡାକ୍‌ତରଖାନା ପାସେ ଥିବାର ଗୁଟେ ନଲ୍‌ଚୁଅଁା ଉପରେ ଭରସା କରି ଚଲୁଛନ୍‌। ହେଲେ ସେ ନଲ୍‌ଚୁଅଁାର ପାଏନ୍‌ ବି ପିବାକେ ସୁଆଦିଆ ନୁହେ। ହେଲେ ଲୋକ୍‌ ଉପେ ଶୂଇନ୍‌ ହେଇ ସେ ପାଏନ୍‌କେ ବେଭାର କରୁଛନ୍‌। ଇ ବାବ୍‌ଦେ ସ୍ବାସ୍ଥ୍ୟ କେନ୍ଦ୍ର ଅଧ୍‌କାରୀ ଡାକ୍‌ତର ମହେନ୍ଦ୍ର କୁମାର ସଏକୁଁ ପଚରାଲାରୁ ପ୍ରକଳ୍ପ ପଁଚେତ୍‌ ବିଭାଗ ଦାୟୀତିଅରେ ଅଛେ। ରୁଗୀମାନକର ଲାଗି ସ୍ବାସ୍ଥ୍ୟ କେନ୍ଦ୍ର ତରଫୁ ଓ୍ବାର୍ଡ ପାସେ ଥଁଡା ପାଏନ୍‌ର ବେବସ୍‌ତା ଥିବାର ସେ କହିଥିଲେ। ସେନ୍‌ତା ସରପଁଚ୍‌ ମିନାକ୍ଷୀ ସାହୁକୁଁ ପଚରାଲାରୁ ପ୍ରକଳ୍ପ ବ୍ଲକ ତରଫୁ ହେଇଛେ। ବ୍ଲକ, ଆରଡବ୍ଲ୍ୟୁଏସ୍‌ଏସ୍‌ ଜେଇକୁଁ ଫୋନ କଲେ ନାଇଁ ଉଠାବାର ବଲି ସେ କହିଥିଲେ। ବିଭାଗୀୟ କତୁରପକ୍ଷକଁର ଅବହେଲାର ଲାଗି ବହୁତ୍‌ ଦିନ ହେଲା ପ୍ରକଳ୍ପ ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଜନସାଧାରନରେ ଅସନ୍‌ତୋଷ ଦେଖାଦେଇଛେ। ଯେତେ ଜଲ୍‌ଦି ହେବା ପ୍ରକଳ୍ପକେ ସଚଲ କରାଯାଉ ନାଇଁହେଲେ ଆଏବାର ଦିନେ ଆଂଦୋଲନ କରାଯିବା ବଲି ଡାକ୍‌ତରଖାନା ଛକ ବେଉସାୟୀ ଆର ବୁଧିଜୀବୀମାନେ ଚେତାବନୀ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରୁ ମିଳିଲା ୧୬୬ କେଜି ରୁପା

ସମ୍ବଲପୁର,୧୬।୧୦(ପ୍ରମୋଦ ବହିଦାର): ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ମିଳିଛି ବିପୁଳ ପରିମାଣର ରୁପା ସାମଗ୍ରୀ। ମଙ୍ଗଳବାର ସକାଳେ...

ମହାନଦୀରେ ବୁଡ଼ି ୨ନାବାଳକ ନିଖୋଜ

ସମ୍ବଲପୁର,୧୨।୧୦(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ସହରର ବଡବଜାରସ୍ଥିତ ମହାନଦୀ ସଡ଼କ ଘାଟରେ ଶୁକ୍ରବାର ପାଣିରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଛନ୍ତି। ନାବାଳକ ଦ୍ୱୟ ହେଲେ...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଆଇସିୟୁରେ ଶେଷନିଃଶ୍ୱାସ ନେଉଛି ବିଜେଡି: ଜୟନାରାୟଣଙ୍କୁ ପାଲଟା ଜବାବ ଦେଲେ ରୋହିତ

ସମ୍ବଲପୁର, ୧୦।୧୦(ଭବାନୀ ଶଙ୍କର ଭୋଇ):କିଛିଦିନ ପୂର୍ବରୁ ଯୁଯୋମୁରାଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାବେଳେ ସମ୍ବଲପୁର ଜିଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ, ରାଜ୍ୟର ଭାଜପା ସରକାର...

ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ

ସମ୍ବଲପୁର,୪।୧୦: କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡ଼ାଇ ନେଲେ ଦୁର୍ବୃତ୍ତ। ଏଭଳି ଅଭାନୀୟ ଘଟଣା ଘଟିଛି ବୁର୍ଲା ଥାନା ଝରାପାଲି ଗାଁରେ । ପୋଲିସ ଉପରେ ହୋଇଛି...

ସମ୍ବଲପୁର ଜେଲ୍‌ରେ ରେଡ୍‌

ସମ୍ବଲପୁର,୪ା୧୦: ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ରେଡ୍‌। ହୋଇଛି। ଶୁକ୍ରବାର ଭୋର୍‌ ୪ଟାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଛି। ପୋଲିସ ଫୋର୍ସ ସହ ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri